Latest Odisha News

BREAKING NEWS

Yearly Archives

2024

କେବଳ କଳା ନୁହେଁ, ଏହି ରଙ୍ଗର ପୋଷାକରେ ମଧ୍ୟ ଅଧିକ ଗରମ ଅନୁଭବ ହୁଏ

ଭୁବନେଶ୍ୱର: ମାଡ଼ି ଆସିଲାଣି ଖରା ଦିନ। ଏହି ସମୟରେ ଲୋକମାନେ ହାଲୁକା ରଙ୍ଗର ପୋଷାକ ପିନ୍ଧିବାକୁ ବେଶ୍ ପସନ୍ଦ କରନ୍ତି। ହେଲେ କିଛି ଲୋକ ଜାଣି ନପାରି ଗାଢ଼ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ। ଆଜିକାଲି ସିନ୍ଥେଟିକ…

ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ ଓ ତୁର୍କୀ, କଡ଼ା ଭାଷାରେ ଭାରତ ଦେଲା ଜବାବ

ନୂଆଦିଲ୍ଲୀ: ଜାତିସଂଘରେ କଶ୍ମୀର ପ୍ରସଙ୍ଗରେ ଭାରତ ପାକିସ୍ତାନ ଓ ତୁର୍କୀକୁ କଡ଼ା ସମାଲୋଚନା କରିଛି। ଜାତିସଂଘ ମାନବାଧିକାର ପରିଷଦର ୫୫ତମ ଅଧିବେଶନରେ ଭାରତ ତୁର୍କୀକୁ କଡ଼ା ସମାଲୋଚନା କରି କହିଛି ଯେ କଶ୍ମୀର ପ୍ରସଙ୍ଗରେ ଅନ୍ୟ କୌଣସି ଦେଶର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ। ଏହା…

‘ତେରା କ୍ୟା ହୋଗା ଲଭଲି’ ର ଟ୍ରେଲର ରିଲିଜ, ଫ୍ୟାନ୍ସ କହିଲେ ଆକୁ ହିଁ କୁହନ୍ତି ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ବର୍ତ୍ତମାନ ମା' ହେବାର ଜର୍ଣ୍ଣିକୁ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି । ଏହା ଭିତରେ ଫ୍ୟାନ୍ସ ମାନେ ସେ କେବେ ଅନସ୍କ୍ରିନକୁ କମ୍ ବ୍ୟାକ କରିବେ ସେନେଇ ପଚାରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଆଗାମୀ ଫିଲ୍ମ 'ତେରା କ୍ୟା ହୋଗା ଲଭଲି' ର…

ବରପଦା କଲେଜ ଅନିୟମିତତା: ଇଡିରେ ପ୍ରଫୁଲ ହାଜରେ ହେବା ପରେ ଏବେ ପୁଅ ପ୍ରୟାସକାନ୍ତିଙ୍କ ପାଳି!

ଭୁବନେଶ୍ୱର: ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ଆର୍ଥିକ ଅନିୟମିତତା ଓ ଅବ୍ୟବସ୍ଥା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତକୁ ଜୋରଦାର କରିଛି। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଇଡି ଅଧିକାରୀମାନେ ୮ ଘଣ୍ଟା ଧରି ଜେରା କରିଛନ୍ତି।…

ପୂର୍ବତନ କୁଳପତିଙ୍କ ଘରୁ ପଦ୍ମ ଭୂଷଣ ପଦକ ଚୋରି ଅଭିଯୋଗରେ ୫ ଗିରଫ

ନୂଆଦିଲ୍ଲୀ: ପଦ୍ମ ଭୂଷଣ ପଦକ ଚୋରି ଅଭିଯୋଗରେ ୫ ଗିରଫ । ଏଭିଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ପଞ୍ଜାବ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜିସି ଚାଟାର୍ଜୀଙ୍କ ପଦ୍ମ ଭୂଷଣ ପଦକ ଚୋରି ମାମଲାରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ଜଣେ ବରିଷ୍ଠ ପୋଲିସ…

ସରକାରୀ ବିଜ୍ଞାପନରେ ଶାସକ ଦଳର ଶଙ୍ଖ ଚିହ୍ନ, ନିର୍ବାଚନ କମିଶନଙ୍କୁ କି ଜବାବ ଦେବେ ସରକାର?

ଭୁବନେଶ୍ୱର: ବିଜ୍ଞାପନରେ ଶାସକ ବିଜେଡି ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି ନିର୍ବାଚନ କମିଶନ। ଦୁଇ ତାରିଖ ସୁଦ୍ଧା ଏହାର ଉତ୍ତର ରଖିବାକୁ ନିର୍ବାଚନ କମିଶନ କହିଛନ୍ତି। ହାତରେ ଆଉ ମାତ୍ର ଦୁଇ ଦିନ ରହିଥିବାରୁ ବିଜେଡି ଏହାକୁ ନେଇ କ'ଣ ଉତ୍ତର ଦେବ…

ଭାଷା ଭାଗବତ : ମହାଶୈଳ ଶିଖରବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ' ମହା ' ବୋଲି ପଡ଼ୁଛି ହୁରି କାନକୁ ଶୁଭୁଛି ସବୁରି ମହାଡ଼ଂବରେ ମହୋତ୍ସବ ଚାଲିଛି ଶୁଭେ ମହାରବ ମହାରାଜ୍ୟର ମହାଜନ ଅର୍ଜନ କରି ମହାଧନ ମହାନଂଦରେ ଥିଲେ ଜିଇଁ ମହୋନ୍ନତି ତ ହୁଏନାହିଁ ମହାପ୍ରଚାର ଅହର୍ନିଶ ଚାଲିଛି, ହେଉନାହିଁ…

କବିତା : ସେ ଭଲ

ଶୁଭଶ୍ରୀ ମହାପାତ୍ର ମୋର ଯେତେ କହିବାର କଥା କହି ସରିନି, ବାଟ ସରି ଯିବ ପରା… ତମ କାନ୍ଧରେ ହାତ ରଖି ଚାଲି ଚାଲି ଯାହା କହିବାର କଥା, ଯଦି କଥା ନ ସରେ, ତା’ ପୂର୍ବରୁ ଯଦି ମୁଁ ସରି ଯାଏ… ତେବେ ଗଡେଇ ଦବ ରାସ୍ତା କଡର ଯେକୌଣସି ଖାଲ ଭିତରକୁ, କୌଣସି ଅବସୋସ ନାହିଁ… କୌଣସି ଶୋଷ…

ବିଜେପିର ନିର୍ବାଚନ ବୈଠକ: ଏହି ତିନି ପ୍ରକାର ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଉ କିଛି ସମୟ ପରେ ବସିବାକୁ ଯାଉଛି। ଏହି ବୈଠକରେ ପ୍ରାୟ ୧୨୫ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଅନୁମୋଦନ ମିଳିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନ…

ମଇଳା ପୋଷାକ ଯୋଗୁଁ ଚାଷୀଙ୍କୁ ମେଟ୍ରୋରେ ଚଢ଼ିବାକୁ ଦେଲେନି; ନିଜଆଡୁ ମାମଲା ଦାୟର କଲେ ଏନଏଚଆରସି

ନୂଆଦିଲ୍ଲୀ: ମଇଳା ପୋଷାକ ପିନ୍ଧିଥିବାରୁ କୃଷକଙ୍କୁ ମେଟ୍ରୋ ଟ୍ରେନରେ ଚଢ଼ିବାକୁ ବାରଣ କରାଯାଇଛି । ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁର ରାଜାଜୀନଗର ଷ୍ଟେସନରେ । ସୂଚନା ଅନୁସାରେ, ଫେବୃଆରୀ ୨୬ରେ ଜଣେ କୃଷକ ମୁଣ୍ଡରେ ଅଖା ଧରି  ରାଜାଜୀନଗର ମେଟ୍ରୋ ଷ୍ଟେସନରେ ପହଞ୍ଚିଥିଲେ। ହେଲେ…