ଚିରନିଦ୍ରାରେ ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା
କଟକ: ଆଉ ନାହାନ୍ତି ଚିକିତ୍ସକ ଜଗତରେ ଅତି ପରିଚିତ ଚେହେରା ଡାକ୍ତର ଭୁବନାନନ୍ଦ ମହାରଣା । ୬୯ ବର୍ଷ ବୟସରେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଚିକିତ୍ସା ଜଗତରେ ତାଙ୍କର ଅବଦାନ ଅତୁଳନୀୟ । ମସ୍ତିଷ୍କାଘାତ ପାଇଁ ନିକଟରେ ତାଙ୍କର ଅପରେସନ…