Latest Odisha News
Yearly Archives

2024

ନୟାଗଡ଼ରେ ହେବ ରାମ ମନ୍ଦିର ପ୍ରତିଷ୍ଠା, କଣ ରହିଛି ଅଯୋଧ୍ୟା ସହିତ ସମ୍ପର୍କ

ନୟାଗଡ଼: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏନେଇ ସମଗ୍ର ଦେଶ ଏବେ ରାମମୟ ହୋଇଛି। ତେବେ ଏହି ୨୨ ତାରିଖ କେବଳ ଦେଶ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ ନୁହେଁ, ଆମ ରାଜ୍ୟ ପାଇଁ ମଧ୍ୟ ଏହି ତାରିଖଟି ବେଶ ମହତ୍ତ୍ୱ ରଖିଛି। କାହିଁକି ନା ଏହି ଦିନ…

କବିତା : ଆତ୍ମ ବିଶ୍ଳେଷଣ

ସାଧନା ପଣ୍ଡା  ଜୀବନ ଯାତ୍ରା ପଥରେ ଚାଲିଛି ଚାଲୁଛି ତ ଚାଲୁଥିବି , କେଉଁଠି ବା ଏଇ ଯାତ୍ରାର ଶେଷ ପାରିନିତ କେବେ ଭାବି । ଏଇ ଚାଲିବାରେ ଯେତେ ଅନୁଭୂତି ହୃଦୟ ପୃଷ୍ଠାରେ ଲେଖି ଗଢି ଦେଇ ଯିବି କବିତା କୋଣାର୍କ ଲେଖନୀ ମୁନରେ ଯୋଖି । ହୃଦୟର ବୁକେ ଲେଖି ଦେଇ ଯିବି ଜୀବନର…

ଗରିବୀର ଅନ୍ତ ନାହିଁ : ରିପୋର୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଧନୀ ଓ ଗରୀବିକୁ ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ବିଗତ ତିନି ବର୍ଷ ମଧ୍ୟରେ ଧନୀଙ୍କ ସମ୍ପତ୍ତି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବିଶ୍ୱର ଗରିବୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଲୋକମାନଙ୍କର ଆୟ…

ଭାଷା ଭାଗବତ : ଶୁଦ୍ଧ ସତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ବିବୃତି ଦେଲେ ମାଳ ମାଳ ମିଳେନି ବାଂଛିତ ସୁଫଳ କିଂତୁ କେତେକ ବାକ୍ୟବୀର ତାହା କରଂତି ବାରଂବାର ଗଣମାଧ୍ୟମ ନାମ ନେଇ ଜଣଂକ ବଶଂବଦ ହୋଇ ଯିଏ ଯାହା ବି ଲେଖିଥାଂତି ସେଥିରୁ ମିଳେ ତାଂକୁ ତୃପ୍ତି ଦ୍ରବ୍ୟ, ଧନ ବଂଟନ କରି ହେଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ନୀଳମାଧବଙ୍କ କଥା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଷୟରେ ସ୍କନ୍ଦ ପୁରାଣ ଏହି କଥା କହିଥାଏ। ଏକାମ୍ର କାନନଠାରୁ ତିନି ଯୋଜନ ଦକ୍ଷିଣରେ ଅବସ୍ଥିତ ଶ୍ରୀକ୍ଷେତ୍ର, ପ୍ରାଚୀନ କାଳରେ ବିଶ୍ୱାବସୁ ଶବରଙ୍କ ଦ୍ୱାରା…

କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କନିଷ୍ଠ ନିଯୁକ୍ତିରେ ହୋଇଥିବା ଦୁର୍ନିତୀକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଦେଇଛନ୍ତି। ଫଳରେ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ…

ବ୍ୟାଟେରୀ ଓ ହ୍ୱାଇଟ୍ ଆଲୁମିନା ଉତ୍ପାଦନ ପାଇଁ ହିଣ୍ଡାଲକୋ ଓଡ଼ିଶାରେ ୮୦୩ କୋଟି ଟଙ୍କା ନିବେଶ କରିବ

ଝାରସୁଗୁଡା: ବିଶ୍ୱର ସର୍ବବୃହତ ଆଲୁମିନିୟମ ରୋଲିଂ ଆଣ୍ଡ୍ ରିସାଇକ୍ଲିଂ କମ୍ପାନି ହିଣ୍ଡାଲ୍କୋ ଦୁଇଟି ନୂଆ ପ୍ରକଳ୍ପ ସହ ଓଡ଼ିଶାରେ ନିଜର ଉପସ୍ଥିତି ଆହୁରି ଦୃଢ କରିବାକୁ ଯୋଜନା ଘୋଷଣା କରିଛି। ୨୫ ହଜାର ଟନ୍ ଉଚ୍ଚମାନର ଆଲୁମିନିୟମ ତିଆରି ପାଇଁ ପ୍ରାରମ୍ଭିକ କ୍ଷମତା ବିଶିଷ୍ଟ ଏହି…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂସଦର ମୌଳିକ ଢାଞ୍ଚା ବିରୁଦ୍ଧରେ: ଖଡ଼ଗେ

ନୂଆଦିଲ୍ଲୀ: ଦେଶରେ ଏକା ସାଙ୍ଗରେ ନିର୍ବାଚନ କରାଇବା ପ୍ରସ୍ତାବକୁ କଂଗ୍ରେସ ତୀବ୍ର ବିରୋଧ କରିବା ସହ ଏହା ସଂଘୀୟ ବ୍ୟବସ୍ଥା ଏବଂ ସମ୍ବିଧାନର ମୌଳିକ ଢାଞ୍ଚାର ବିରୁଦ୍ଧରେ ବୋଲି କହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏହି ଧାରଣାକୁ ପ୍ରତ୍ୟାହାର କରିବା ସହ ଏ ସଂକ୍ରାନ୍ତରେ…

ରାମ ମନ୍ଦିର ଉଦଘାଟନ: ଜାନୁଆରୀ ୨୨ରେ ସମସ୍ତ ଅଫିସକୁ ଛୁଟି ଘୋଷଣା କଲା ରିଲାଏନ୍ସ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହାର ଠିକ୍ ପୂର୍ବରୁ ଶୁକ୍ରବାର ମୁକେଶ ଅମ୍ବାନୀ ରିଲାଏନ୍ସର ସମସ୍ତ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶୁକ୍ରବାର ଘୋଷଣା କରିଛି ଯେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଜାନୁଆରୀ…

ଭାରତ ପରେ ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ପହଁଚିଲା ଜାପାନ

ଟୋକିଓ: ଜାପାନ ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ମହାକାଶଯାନ ଅବତରଣ କରି ଇତିହାସ ରଚିଛି। ଆମେରିକା, ସୋଭିଏତ ୟୁନିୟନ, ଚାଇନା ଓ ଭାରତ ଏକମାତ୍ର ଦେଶ ଯିଏ ଏପର୍ଯ୍ୟନ୍ତ ଏହି ସଫଳତା ହାସଲ କରିଛନ୍ତି। ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସିର ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍…