Latest Odisha News

BREAKING NEWS

Yearly Archives

2024

ଛୋଟ ଦେଶ, ବଡ ସଫଳତା

ନୂଆଦିଲ୍ଲୀ: ଅନେକ ଦୃଷ୍ଟିରୁ ବେଶ୍ ସ୍ମରଣୀୟ ହୋଇ ରହିବ ପ୍ୟାରିସ ଅଲିମ୍ପିକ୍ସ । ଏଥର ଅଲିମ୍ପିକ୍ସରେ କିଛି ଘଟଣା ପ୍ରଥମ ଥର ପାଇଁ ଘଟିଛି । କିଛି ଆଥଲେଟ ପ୍ରଥମ ଥର ପାଇଁ ପଦକ ଜିତ ନିଜ ନିଜ ଦେଶ ପାଇଁ ଐତିହାସିକ ସଫଳତା ହାସଲ କରିଛନ୍ତି । ବିଶେଷକରି ଏଥର ବିଶ୍ୱର କିଛି ଛୋଟ ଛୋଟ ଓ କମ୍…

ଲାହୋର ୧୯୪୭: ସରିଲା ସୁଟିଂ, ମୁକ୍ତିଲାଭକୁ ଅପେକ୍ଷା

ମୁମ୍ବାଇ: ଅମିର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଲାହୋର ୧୯୪୭' ସନ୍ନି ଦେଓଲଙ୍କର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟେ l ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅମିର ଖାନ, ରାଜକୁମାର ସାଣ୍ଟୋସି ଏବଂ ସନ୍ନି ଦେଓଲଙ୍କୁ ଏକାଠି ଦେଖିବାକୁ ମିଳିବ। ଫିଲ୍ମ ପାଇଁ ଦର୍ଶକଙ୍କ ମନରେ ମଧ୍ୟ ବହୁତ…

ନୀରଜଙ୍କୁ ଭେଟିଲେ ମନୁ ଭାକରଙ୍କ ମା’; ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା !

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଦେଶ ପାଇଁ ଦୁଇଟି ପଦକ ଆଣି ଇତିହାସ ସୃଷ୍ଟି କରିଥିବା ମନୁ ଭାକରଙ୍କ ମାତା ଏବଂ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଉଭୟ ପରସ୍ପର ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛି। ଏହି…

ଚଢିଗଲା ଟ୍ରକ୍ ଚାଲିଗଲେ ବାପା ମା’, ଅଳ୍ପକେ ବର୍ତ୍ତିଲେ ନାବାଳକ ପୁଅ

ନବରଙ୍ଗପୁର: ଟ୍ରକ୍ ଚାପାରେ ବାପା ଓ ମା' ମୃତ ଅଳ୍ପକେ ବର୍ତ୍ତିଗଲା ନାବାଳକ ପୁଅ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁରରେ । ବୋଲ୍ ବମ୍ ଯାଇ ମନ୍ଦିରରେ ପାଣି ଢାଳି ବାଇକରେ ଘରକୁ ଫେରିବା ସମୟରେ କୁନ୍ଦେଇ ଥାନା ଅନ୍ତର୍ଗତ ରାବଣା ଗୁଡା ନିକଟରେ ବାଇକ ଉପରକୁ ଟ୍ରକ ମାଡିଯାଇଥିଲା ।…

ଖଣ୍ଡା ଆକ୍ରମଣରେ ଗୁରୁତର ଆହତ ହେଲେ ଅଙ୍ଗନବାଡି କର୍ମୀ

କଟକ: ଅଙ୍ଗନବାଡି କର୍ମୀଙ୍କୁ ଖଣ୍ଡାରେ ଆକ୍ରମଣ। କଟକ ଜିଲ୍ଲାର ବାଙ୍କି ନିକଟ ନୁଆଗାଓଁ-ଖଜୁରିପଡା ରାସ୍ତାରେ ଥିବା ଚାରି ଛକରେ ସୋମବାର ସକାଳେ ଏଭଳି ଘଟଣା ଘଟିଛି। ଗୁରୁତର ଆହତ ଅଙ୍ଗନବାଡି କର୍ମୀ ଜଣକ ବାଙ୍କି ତହସିଲ ଅନ୍ତର୍ଗତ ଅନୁରୀ ଗାଁର ବାସିନ୍ଦା ଭାରତୀ ଜେନା ବୋଲି ଜଣାପଡିଛି।…

ଶମ୍ଭୁ ବର୍ଡର ଟ୍ରାକ୍ଟର ପାର୍କିଂ ପାଇଁ ନୁହେଁ; କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶମ୍ଭୁ ବର୍ଡରକୁ ଆଂଶିକ ଭାବେ ଖୋଲିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆମ୍ବୁଲାନ୍ସ, ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀଙ୍କ ପାଇଁ ରାଜପଥ ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜପଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଲେନ୍ ଖୋଲାଯାଉ ବୋଲି କୋର୍ଟ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ କରି କଥା ହେଲେ ମମତା ବାନାର୍ଜୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ କରି କଥା ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ l ପଶ୍ଚିମବଙ୍ଗର ଶ୍ରମିକଙ୍କ ଉପରେ ଓଡ଼ିଶାରେ ଅତ୍ୟାଚାର ଅଭିଯୋଗ ହେଉଛି । ଏହାକୁ ଗୁରୁତ୍ୱର ସହ ନେବା ସହ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମମତା ।…

‘କଙ୍ଗୁଭା’ ଟ୍ରେଲର ରିଲିଜ; ବବି ଦେବଲଙ୍କ ଭିଲେନ ଲୁକ୍ କୁ ମିଳୁଛି ଜବରଦସ୍ତ ରେସପନ୍ସ

ମୁମ୍ବାଇ: ଅକ୍ଟୋବର ୧୦ ରେ ସୂର୍ଯ୍ୟାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରିଲିଜ ହେବ । ତେବେ ସୂର୍ଯ୍ୟାଙ୍କ ପ୍ରଶଂସକଙ୍କ ଅପେକ୍ଷା ର ଅନ୍ତ ଘଟିଛି, କାରଣ ସାଉଥ ସୁପରଷ୍ଟାରର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ 'କଙ୍ଗୁଭା' ର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଏହି ଫିଲ୍ମ ର ନାମ ଘୋଷଣା…

ମୁଫାସା-୨ ରେ ଦେଖିବାକୁ ମିଳିବ ଶାହାରୁଖ ଖାନ ଆଣ୍ଡ ସନ୍‌ସଙ୍କ ଜଲୱା, ଆର୍ୟନଙ୍କ ପରେ ଏବେ ଅବରାମଙ୍କୁ କଲେ ଲଞ୍ଚ

ମୁମ୍ବାଇ: ମୁଫାସାର ପ୍ରଥମ ଭାଗରେ ଆପଣ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସ୍ୱରର ଡେବ୍ୟୁ ଦେଖିଥିବେ। କିନ୍ତୁ ବର୍ତ୍ତମାନ କିଙ୍ଗ ଖାନଙ୍କ ସାନପୁଅ ଅବରାମ ମଧ୍ୟ ମୁଫାସା ୨ ରେ ତାଙ୍କ ସ୍ୱର ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି। ଯାହାର ଝଲକ ମୁଫାସା ଦି ଲାୟନ କିଙ୍ଗର ଟ୍ରେଲରରେ ଦେଖିବାକୁ…

ସେଂଟ୍ ମାର୍ଟିନ ପାଇଁ ହସିନାଙ୍କୁ ତଡିଲା ଆମେରିକା ?

ନୂଆଦିଲ୍ଲୀ: ବାଂଲାଦେଶର ଏକ ଛୋଟ ଆଇଲାଣ୍ଡ୍ ହେଲା କି ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତର କାରଣ ? ଆଇଲାଣ୍ଡର ସାର୍ବଭୌମତ୍ୱ ନ ମିଳିବାରୁ ହସିନା ସରକାର ବିରୋଧରେ ଷଡଯନ୍ତ୍ର କରିଥିଲା କି ଆମେରିକା ? ବାଂଲାଦେଶର ବିକ୍ଷୋଭ ଓ ପ୍ରତିବାଦ ପଛରେ ଆମେରିକାର ହାତ ନେଇ ପ୍ରଥମ ଥର ପାଇଁ ଇସାରା କରିଛନ୍ତି…