ଭାରତର ମହିଳା, ପୁରୁଷ ତୀରନ୍ଦାଜ ଟିମ କ୍ୱାର୍ଟରରେ
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ତୀରନ୍ଦାଜ କ୍ୱାଲିଫାୟର ରାଉଣ୍ଡରେ ଭାରତର ଉଭୟ ମହିଳା ଏବଂ ପୁରୁଷ ଟିମ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଉଦୀୟମାନ ଖେଳାଳି ଅଙ୍କିତା ଭକତଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ…