Latest Odisha News

BREAKING NEWS

Yearly Archives

2024

ଆଳୁ ଦର ଆକାଶ ଛୁଆଁ, ମନ୍ତ୍ରୀ କହିଲେ ରାଜ୍ୟରେ ଅଛି ପର୍ଯ୍ୟାପ୍ତ ପରିମାଣର ଆଳୁ

ଭୁବନେଶ୍ବର: ଗତ କିଛି ଦିନ ହେବ ପନିପରିବାରେ ହାତ ମାରିହେଉନଥିବା ବେଳେ ଆଳୁ ଦର ଲୋକଙ୍କୁ ଆଶ୍ବସ୍ତି ଦେଇଥିଲା । ହେଲେ ଗତ ଦୁଇ ଦିନ ହେବ ଆଳୁ ଦର ବି ଆକାଶ ଛୁଆଁ ହୋଇଛି । ଆଳୁ କିଲୋ ୫୦ ଟଙ୍କା ହୋଇଥିବା ବେଳେ ଏବେ ଚିନ୍ତାରେ ଖାଉଟି । ଯାହାକୁ ନେଇ ଆଜି ନିଜର ସ୍ପଷ୍ଟୀକରଣ ରଖିଛନ୍ତି…

କାର୍ଗିଲ ଯୁଦ୍ଧ: ବୀରମାନଙ୍କ ସାହସିକତା ଓ ଏହି ଅସ୍ତ୍ରଶସ୍ତ୍ର ସାମ୍ନାରେ ହାର ମାନିଥିଲେ ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁଲାଇ ୨୬ରେ ଆମ ଦେଶ କାର୍ଗିଲ ଦିବସ ପାଳନ କରେ। ସାରା ଦେଶ ଆଜି ପାଳିବ କାର୍ଗିଲ ବିଜୟ ଦିବସର ୨୫ବର୍ଷ ପୂର୍ତ୍ତି ଉତ୍ସବ। ୧୯୯୯ ମସିହା ଜୁଲାଇ ୨୬ ତାରିଖ। ଏହି ଦିନ ଭାରତୀୟ ସେନାର ଅପରେସନ 'ବିଜୟ'କୁ ନେଇ ସାରା ଦେଶ ଗର୍ବ ଅନୁଭବ କରିଥିଲା। ଦେଶର ସାହସୀ ବୀରପୁତ୍ର…

ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ଭୁବନେଶ୍ବର: ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। କଟକ ଅଭିମୁଖେ ଯାଉଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ…

ସୁନହରିବାଗ୍ ରୋଡ୍ ବଙ୍ଗଳା ନଂ.୫: ରାହୁଲଙ୍କ ସମ୍ମତି ପରେ ଏହା ତାଙ୍କ ନୂଆ ଠିକଣା

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ନୂଆ ଠିକଣା। ଦିଲ୍ଲୀର ସୁନହରିବାଗ୍ ରୋଡ୍‌ରେ ଥିବା ବଙ୍ଗଳା ନମ୍ୱର ୫ ଏବେ ତାଙ୍କର ନୂଆ ଠିକଣା ହୋଇଯାଇଛି। ରାହୁଲ ଏଠାରେ ରହିବା ପାଇଁ ସମ୍ମତି ଜଣାଇଛନ୍ତି। ତେବେ ଔପାରିକ ଭାବେ ଆବଣ୍ଟନ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ…

ଅଲଡା ହେଲା ସନ୍ତାନ, ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଚାନ୍ଦବାଲି: ରାସ୍ତାକଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର। ଧାମରା ଥାନା କରଞ୍ଜମାଳ ପଞ୍ଚାୟତ ରାସ୍ତାକଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା। ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ରାସ୍ତା କଡରେ ଏକ ଶିଶୁ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ଏହା ଏକ ନବଜାତ ଶିଶୁ…

ଓଡ଼ିଶା ସାହିତ୍ୟ ଏକାଡେମୀର ୬୭ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ୬୭ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଆୟୋଜିତ ହୋଇଯାଇଛି ।ଏହି ସାରସ୍ୱତ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ…

ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ଓଡ଼ିଶା ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର: ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ଆଜିଠୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ…

ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା; ଜଣେ ମୃତ, ୯ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରିକା ସେକ୍ଟର ୧୨ ରେ ଏକ ନିର୍ମାଣାଧୀନ ଡାକ୍ତରଖାନାର କାନ୍ଥ ଭୁଶୁଡ଼ିବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଦ୍ୱାରିକାଠାରେ ଏକ ଘରୋଇ ଡାକ୍ତରଖାନାର ତଳ ମହଲା ନିର୍ମାଣ କରାଯାଉଛି। ଅନେକ ଶ୍ରମିକ ତଳ ମହଲାରେ କାମ କରୁଥିଲେ।…

ବଦଳୁଛି କି ମମତାଙ୍କ ମୁଡ୍? ସୋନିଆଙ୍କୁ ଭେଟୁ ନାହାନ୍ତି ମୋଦୀଙ୍କ ସହ ବୈଠକ ଚୂଡ଼ାନ୍ତ

ନୂଆଦିଲ୍ଲୀ: ଇଣ୍ଡି ମେଂଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଯାହା ମେଣ୍ଟର ଏକତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ନୀତି ଆୟୋଗରେ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ବୟକଟ କରିଛନ୍ତି। ଏହାରି ଭିତରେ…

ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ରେକର୍ଡ କଲେ ମୋହନ ମାଝୀ, ଜାଣନ୍ତୁ ଯୋଜନା ବାବଦରେ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟରେ ଓଡ଼ିଶା ସରକାର ଅନେକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିସହ ବିଧାନସଭାରେ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ମୋହନ ମାଝୀ ରେକର୍ଡ଼ କରିଛନ୍ତି। ଯାହା ବିଧାନସଭାର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।…