Latest Odisha News

BREAKING NEWS

Yearly Archives

2024

ସ୍ଥଗିତ ରହିଲା ନିଟ୍‌ ୟୁଜି କାଉନସେଲିଂ

ନୂଆଦିଲ୍ଲୀ: ସ୍ଥଗିତ ରହିଲା NEET-UG କାଉନସେଲିଂ। ଜାତୀୟ ପରୀକ୍ଷା ଏଜେନ୍ସି କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। ନିଟ୍‌ ୟୁଜି ପାଇଁ କାଉନସେଲିଂ ଶନିବାର ଦିନ ହେବାର ଥିଲା। ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର୍ ଲିକ୍…

ବିରୋଧୀଙ୍କ ଟାର୍ଗେଟ: କହିଲେ, ନବୀନଙ୍କ ଯୋଜନାରେ ରଙ୍ଗ ମାରି ଚଳିବ ବିଜେପି

ଭୁବନେଶ୍ବର: ସରକାର ବଦଳିବା ପରେ ପୂର୍ବ ସରକାରର ବିଭିନ୍ନ ସେବାର ରଙ୍ଗ ରୂପ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ନୂଆ ସରକାର । ମୋ ସରକାର ଠାରୁ ଆରମ୍ଭ କରି ମୋ ବସ୍, ଲକ୍ଷ୍ମୀ ବସ୍, ସ୍କୁଲ ପୋଷାକର ରଙ୍ଗ, ସବୁ କିଛି ବଦଳାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଗତ କିଛି ଦିନ…

ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳିକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇବ କହିଲା ବିଜେଡି

ଭୁବନେଶ୍ୱର: ନୂଆ ସରକାର ତତ୍କାଳୀନ ସରକାରର ଯୋଜନା ଗୁଡିକୁ ବନ୍ଦ କରିନାହାନ୍ତି। କିନ୍ତୁ କିଛି ଯୋଜନାର ନାମ ଏବଂ ରଙ୍ଗ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ଏହାକୁ ବିରୋଧ କରିଛି ପୂର୍ବତନ ଶାସକ ଦଳ ତଥା ଏବେର ବିରୋଧୀ ଦଳ ବିଜୁ ଜନତା ଦଳ। ମୋହନ ସରକାରର ଏ ନିଷ୍ପତ୍ତିକୁ ବିରୋଧ…

ବିଜେ ହେଲା ଆଜ୍ଞାମାଳ, ସିଂହଦ୍ବାର ସମ୍ମୁଖରେ ମହାପ୍ରଭୁଙ୍କ ରଥ

ପୁରୀ: ଭାବବିହ୍ବଳ ସେବାୟତ । ଗଡିଲା ପ୍ରଭୁଙ୍କ ରଥ । ରବିବାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଶନିବାର ପଟିଦିଅଁଙ୍କ ପାଖରୁ ଆଜ୍ଞାମାଳ ରଥଖଳାରେ ପ୍ରସ୍ତୁତ ତିନି ରଥରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ଜଣଙ୍କ ପରେ ଜଣେ ସିଂହଦ୍ବାର ସମ୍ମୁଖ ଅଭିମୁଖେ ଗଡୁଛନ୍ତି । ପ୍ରଥମେ ମହାପ୍ରଭୁ…

ୟୁରୋ କପ ଫୁଟବଲ : ସେମି ଫାଇନାଲରେ ସ୍ପେନକୁ ଭେଟିବ ଫ୍ରାନ୍ସ

ନୂଆଦିଲ୍ଲୀ: ୟୁରୋ କପ ଫୁଟବଲ ଏବେ ରୋମାଂଚକ ପର୍ଯ୍ୟାୟରେ ପଂହଚିଛି । ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ପର୍ତୁଗାଲକୁ ପେନାଲ୍ଟି ଶୁଟ ଆଉଟରେ ପରାସ୍ତ କରି ଫ୍ରାନ୍ସ ସେମିଫାଇନାଲରେ ପ୍ରବେଶ କରିଛି । ସେମିରେ ସ୍ପେନକୁ ଭେଟିବ ଫ୍ରାନ୍ସ । ପର୍ତୁଗାଲ ପୂନର୍ବାର…

ଶିଶୁ ଯୌନ ନିର୍ଯାତନା ବିଷୟ ଉପରେ ସ୍ୱତନ୍ତ୍ର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’ ମଞ୍ଚସ୍ଥ

ଭୁବନେଶ୍ୱର : ଇନଷ୍ଟିଚ୍ୟୁଟ୍ ଅଫ୍ ନଲେଜ୍ ସୋସାଇଟିଜ୍ ବ୍ୟାନରରେ ଶିଶୁ ଯୌନ ନିର୍ଯାତନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଧାରିତ ଭିନ୍ନ ସ୍ୱାଦର ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି । ବିଭିନ୍ନ ବୟସ ଓ ବର୍ଗର ଦର୍ଶକମାନଙ୍କୁ ଏହି ନାଟକ…

ସଜେଇ ହୋଇଛି ରଥ ପଥ, ଆସନ୍ତାକାଲି ବଡଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ

ପୁରୀ: ବଡ ଦାଣ୍ଡରେ ଏକାକାର ହେବେ ଭକ୍ତ ଓ ଜଗନ୍ନାଥ । ଆଉ ମାତ୍ର ଘଣ୍ଟା କେଇଟା । ମହାପ୍ରଭୁଙ୍କ ଆଗମନରେ ଧନ୍ୟ ହେବ ବଡଦାଣ୍ଡ । ଜନସମୁଦ୍ର ମହାପ୍ରଭୁଙ୍କୁ ରଥକୁ ପାଛୋଟି ନେବେ । ଭକ୍ତଙ୍କ ସଙ୍ଗେ ଝୁଲି ଝୁଲି ବଡଦାଣ୍ଡରେ ଗଡିବ ମହାପ୍ରଭୁଙ୍କ ରଥ । ଏନେଇ ସରି ସରି ଆସିଲାଣି ସମସ୍ତ…

‘ରତ୍ନ ଭଣ୍ଡାର ପ୍ରସଙ୍ଗରେ କମିଟି ନିଷ୍ପତ୍ତି ହିଁ ଚୂଡାନ୍ତ ନିଷ୍ପତ୍ତି’

ପୁରୀ: ପୁରୀ ରତ୍ନ ଭଣ୍ଡାର ଖୋଲିବା ନେଇ ଏବେ ଜାରି ରହିଛି ଦ୍ବନ୍ଦ୍ବ । କେବେ ଖୋଲିବ, ଏହା ରଥଯାତ୍ରା ସମୟରେ ନା ଏହା ପରେ ଏନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ । ସେପଟେ ରତ୍ନ ଭଣ୍ଡାର ଯାଞ୍ଚ ନେଇ ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ କରାଯାଇଛି । ଏହି…

ଘରେ ପଶିଗଲା ଟ୍ରକ, ଚାଲିଗଲା ଘରେ ଶୋଇଥିବା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର: ଘରେ ଶୋଇଥିଲେ ବୃଦ୍ଧା, କାନ୍ଥ ଭାଙ୍ଗି ମାଡିଗଲା ଟ୍ରକ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଦାଣ୍ଡବୋଷ୍ ଗାଁରେ । ଶନିବାର ଭୋରରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ମୃତ ବୃଦ୍ଧାଙ୍କର ଘର ରାସ୍ତା କଡରେ ହୋଇଥିବା ବେଳେ ଆଜି…