Latest Odisha News

BREAKING NEWS

Yearly Archives

2024

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସମସ୍ତ ପ୍ରାଧିକରଣର ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା ସରକାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଓଡିଶାର ସମସ୍ତ ନଅଟି ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ), କଟକ ଉନ୍ନୟନ ପ୍ରାଧିକରଣ (ସିଡିଏ), ବ୍ରହ୍ମପୁର…

ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୩: ୬ ଜଣ ବିଜେତାଙ୍କୁ ମିଳିଲା ୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଇମ୍ଫାର ସାମାଜିକ ବିକାଶ ସଂସ୍ଥା ବିଆଇପିଏଫ୍‌ ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରଫେସର ଘନଶ୍ୟାମ ଦାଶ (ପିଜିଡିଏସ୍‌) ବୃତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି । ୬ ଜଣ ବିଜେତାଙ୍କୁ ମିଳିଛି ୬ ଲକ୍ଷ ଟଙ୍କା ।…

ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ କର୍ମଚାରୀ ଗିରଫ

ଭୁବନେଶ୍ବର: ନର୍ସଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଗ୍ନିଶମ ବାହିନୀ କର୍ମଚାରୀ ଗିରଫ । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ କର୍ମଚାରୀ ଜିତୁ ରଞ୍ଜନ ଦାସ୍ । ଜିତୁଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କଲା ପାହାଳ ଥାନା ପୋଲିସ । ସୂଚନା ଅନୁସାରେ, ସୋସିଆଲ ମିଡ଼ିଆରେ…

ହ୍ରିତିକଙ୍କ ପରେ ସୁଜୈନ ଖାଁ ଖୋଜି ନେଲେ ନୂଆ ପ୍ରେମିକ

ମୁମ୍ବାଇ: ହ୍ରିତିକ ରୋଶନ ଓ ସୁଜୈନ ଖାଁଙ୍କ ପ୍ରେମ ସମ୍ପର୍କ ଓ ବିବାହ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ୧୭ ବର୍ଷ ଏକତ୍ର ରହିବା ପରେ ଉଭୟ ଶେଷରେ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲେ । ଛାଡପତ୍ର ପରେ ଉଭୟ ସେମାନଙ୍କ ଜୀବନରେ ଆଗକୁ ବଢ଼ିବାରେ ଲାଗିଛନ୍ତି । ହ୍ରିତିକ ଏବେ ସବା ଆଜାଦଙ୍କ…

ଓଡିଶାକୁ ଆସିବେ ୫ ମହାବଳ ବାଘ

ଭୁବନେଶ୍ଵର: ଓଡିଶାକୁ ଆସିବେ ୫ ମହାବଳ ବାଘ। ଡେବ୍ରିଗଡ ଅଭୟାରଣ୍ୟ ପାଇଁ ୩ଟି ଓ ଶିମିଳିପାଳ ପାଇଁ ୨ଟି ମହାବଳ ବାଘ ଅଣାଯିବ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ ପାଇଁ ଏବଂ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ବାଘ ଆସିବେ। ଏନେଇ ବନ ବିଭାଗ ପକ୍ଷରୁ ସୂଚନା…

ରଥଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ବସ୍

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଆସନ୍ତା ରବିବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସ୍ ସେବାର ଆରମ୍ଭ ହେବ। ୭ଟି ଆନ୍ତଃ ସହର ରୁଟ୍ ଥିବାବେଳେ ୭ରୁ ୯ ଜୁଲାଇ ଏବଂ ୧୫ରୁ ୧୭ ଜୁଲାଇ, ୨୦୨୪…

ବିହାରରେ ଅଜବ ଘଟଣା, ଯୁବକଙ୍କ କାମୁଡାରେ ସାପ ମୃତ

ପାଟଣା: ବିହାରରେ ଘଟିଛି ଅଜବ ଘଟଣା। ଯୁବକଙ୍କ କାମୁଡାରେ ସାପର ମୃତ୍ୟୁ ଘଟିଛି। ବିହାରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘଟାଇଛନ୍ତି ଅଜବ କାଣ୍ଡ। ରେଳ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ନାଁ ସନ୍ତୋଷ ଲୋହର। ବିହାରର ନାଭଡାରେ ରହୁଥିବା ସନ୍ତୋଷ ଲୋହାର…

ଅପରାଜିତା ଓ ସମ୍ବିତଙ୍କୁ ବଡ ଦାୟିତ୍ଵ, ଓଡିଶାର ପ୍ରଭାରୀ ହେଲେ ବିଜୟପାଲ ସିଂ ତୋମାର

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡ଼େକରଙ୍କୁ ଦଳ କେରଳର ପ୍ରଭାରୀ ନିଯୁକ୍ତ…

ଗୁରୁଶିଷ୍ୟଙ୍କ ଅନନ୍ୟ ଏ ସମ୍ପର୍କ; ଶିକ୍ଷକଙ୍କ ବଦଳି ପରେ କିଛି ଏମିତି କଲେ ଛାତ୍ରଛାତ୍ରୀ……..

ମଞ୍ଚେରିଆ: ଆମେ ଅନେକ ଥର ଗୁରୁ ଶିଷ୍ୟଙ୍କର କାହାଣୀ ଶୁଣିଛେ । ଅନେକ ଫିଲ୍ମ ବି ଦେଖିଛେ । ଯାହା ହୃଦୟସ୍ପର୍ଶୀ ଅଟେ । ତେବେ ପୂର୍ବକାଳେ ଗୁରୁ ଶିଷ୍ୟଙ୍କର ଏକ ନିବିଡ ସଂପର୍କ ଥିଲା । ତାହା ଦ୍ରୋଣ- ଏକଲବ୍ୟଙ୍କର ହେଉ କି ଦ୍ରୋଣ ଅର୍ଜୁନଙ୍କର ତାହା ବାସ୍ତବରେ ହୃଦୟସ୍ପର୍ଶୀ ଥିଲା ।…

ଓଲଟିଲା ବସ୍, ୧୨ ପର୍ଯ୍ୟଟକ ଆହତ

ବ୍ରହ୍ମପୁର: ଗଞ୍ଜାମରେ ଶୁକ୍ରବାର ଦିନ ଏକ ଗାଡିର ବ୍ରେକ୍ ଫେଲ୍ ହେବା ଯୋଗୁଁ ୧୨ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସୂଚନାନୁସାରେ, ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ପର୍ଯ୍ୟଟକମାନେ ଏକ ମିନି ବସ୍‌ ଯୋଗେ ବ୍ରହ୍ମପୁର ବୁଲି ଆସିଥିଲେ। ସେମାନେ ପ୍ରଥମେ ଖୁଣ୍ଟେଶ୍ୱରୀ ମନ୍ଦିର ଏବଂ ପରେ…