Latest Odisha News

BREAKING NEWS

Yearly Archives

2024

ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ: ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ। ଆଗାମୀ ୫ ବର୍ଷ ଗରିବୀ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେବ । ଗରିବୀକୁ ମୂଳୋତ୍ପାଟନ କରିବାକୁ ସରକାର ନିର୍ଣ୍ଣାୟକ ଲଢ଼େଇ ଲଢ଼ିବେ ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ…

କାର୍ଯ୍ୟରେ ଅବହେଳା କାରଣରୁ ଗଲା ଚାକିରି, ସସପେଣ୍ଡ ହେଲେ ୩ ପୋଲିସ

ନୟାଗଡ଼: ନୟାଗଡ଼ ସଦର ଥାନାର ୩ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ଏସପି। ଡ୍ୟୁଟିରେ ଖିଲାପ ନେଇ ୩ ଜଣଙ୍କୁ ସସପେଣ୍ଡ କରିଥିବା ସୂଚନା।ଏସଆଇ ହସିନା ପ୍ରଧାନ, ଏଏସଆଇ ରାଜେଶ୍ବରୀ ନାୟକ,କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସସପେଣ୍ଡ କଲେ ଏସପି । ଅଭିଯୋଗକାରୀଙ୍କ ଅଭିଯୋଗ ଗ୍ରହଣ ନକରିବା…

‘ମୋ ବସ୍‌’ରେ ଯାତ୍ରା ସହ ମନ୍ତ୍ରୀଙ୍କ ସମୀକ୍ଷା, କଲେ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାରି ଭିତରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର‘ମୋ ବସ୍‌’ରେ ଯାତ୍ରା କରି ସମୀକ୍ଷା କରିଛନ୍ତି। ଆଜି ସକାଳେ ମନ୍ତ୍ରୀ ମୋ ବସ୍‌ରେ ଯାତ୍ରା କରିଥିଲେ। ମନ୍ତ୍ରୀ ମୋ ବସ୍‌ରେ…

ପୋଲିସ ଅଫିସରରୁ ଆତ୍ମଘୋଷିତ ଭୋଲେ ବାବା, ଜାଣନ୍ତୁ ପୂରା ଘଟଣା…

ହାଥରସ: ଉତ୍ତରପ୍ରଦେଶର ହାଥରସରେ ମଙ୍ଗଳବାର ଆତ୍ମଘୋଷିତ ଧର୍ମ ଗୁରୁ ଭୋଲେ ବାବା ଓରଫ୍ ନାରାୟଣ ସାକାର ହରିଙ୍କ ସତସଙ୍ଗରେ ଦଳାଚକଟା ଘଟଣାରେ ୧୨୧ ଜଣଙ୍କ ଜୀବନ ଗଲାଣି। ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଆତ୍ମଘୋଷିତ ବାବାଙ୍କ ନାମ ହେଉଛି ସୁରଜ ସିଂ ପାଲ୍। ଯିଏକି…

ଗିଭ୍ ଆଣ୍ଡ୍ ଟେକ୍ ପଲିଟିକ୍ସ ଓ ବିଜେପିର ନୀତିଶ ସିଣ୍ଡ୍ରୋମ୍

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ବୋଧହୁଏ ଦେଶର ଏକମାତ୍ର ରାଜନେତା, ଯାହାଙ୍କ ପରବର୍ତ୍ତୀ ରାଜନୈତିକ ଚାଲ୍ କ’ଣ ରହିବ, ତାହା ବିଶ୍ୱାସର ସହ କହିବା ମୁସ୍କିଲ । କାରଣ ନିଜ ସୁବିଧା ପାଇଁ କେତେବେଳେ ରଙ୍ଗ ବଦାଳାଇବାକୁ ହେବ, ତାହା ନୀତିଶ କୁମାରଙ୍କୁ ଭଲ…

ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ମିଳିଲା ସର୍ତ୍ତମୂଳକ ଅନୁମତି

ପୁରୀ; ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ମିଳିଲା ସର୍ତ୍ତମୂଳକ ଅନୁମତି। ବ୍ୟବସାୟ ନୁହେଁ ବରଂ ଜନସେବା ପାଇଁ ଷ୍ଟଲ୍‌ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ସତ୍ୟପାଠ କଡ଼ାକଡ଼ି ପାଳନ କରିବାକୁ ମ୍ୟୁନିସିପାଲଟିକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ। ତେବେ ପୂର୍ବରୁ ଏନେଇ…

୮୦ ହଜାର ପାର୍ କଲା ସେନସେକ୍ସ

ମୁମ୍ବାଇ: ବଜାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ରେକର୍ଡ ସ୍ତରକୁ ଛୁଇଁଛନ୍ତି । ଆଜି ସକାଳୁ ସକାଳୁ ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୦ ହଜାର ମାର୍କ ଅତିକ୍ରମ କରି। ନିଫ୍ଟି ଆଜି ୨୪ ହଜାର ପଏଣ୍ଟ ଅତିକ୍ରମ କରିଛି । ସେହିପରି ସେନ୍ସେକ୍ସ ୮୦,୦୩୯.୨୨ ପଏଣ୍ଟର ଏକ ନୂତନ…

ହାଥରସରେ ଦଳାଚକଟା ଘଟଣା; ମୃତ୍ୟୁସଂଖ୍ୟା ୧୨୧ ଛୁଇଁଲା

ହାଥରସରେ ଏକ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭୋଳାବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି…

ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କଲା ପୁଅ। ପୁଅ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଲ’ କଲେଜରେ ଜଣେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି। ତେବେ ମୃତ ବାପା ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ…

ଦରବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: କହିଲା, ଦରଦାମ ନିୟନ୍ତ୍ରଣ କରନ୍ତୁ, ଲୋକଙ୍କୁ ନ୍ୟାୟ…

ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେଡି। ରାଜ୍ୟସରକାରଙ୍କୁ ସିଧାସଳଖ ଟାର୍ଗେଟ କଲା ବିଜେଡି। କହିଲା ଦରଦାମ ନିୟନ୍ତ୍ରଣ କରନ୍ତୁ, ଲୋକଙ୍କୁ ନ୍ୟାୟ ଦିଅନ୍ତୁ। ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ଯେଉଁ ପରି ଦରଦାମ ଆକାଶଛୁଆଁ କରିଛନ୍ତି, ସାଧାରଣଲୋକ…