Latest Odisha News

BREAKING NEWS

Yearly Archives

2024

ଦିଲ୍ଲୀ ଏମ୍ସ୍‌ରୁ ଡିସଚାର୍ଜ ହେଲେ ଆଡଭାନୀ

ନୂଆଦିଲ୍ଲୀ: ସୁସ୍ଥ ହୋଇ ଘରକୁ ଫେରିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଲାଲକୃଷ୍ଣ ଆଡଭାନୀ ଦିଲ୍ଲୀ ଏମ୍ସର ଘରୋଇ ୱାର୍ଡରୁ ଡିସଚାର୍ଜ ହୋଇ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ, ୯୬ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସରେ…

ପିସିସି ସଭାପତିଙ୍କ ଇସ୍ତଫା ଦାବି; ପ୍ରତିକ୍ରିୟା ଦେଲେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ପରେ ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ବଢ଼ିଚାଲଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଦ ଛାଡିବା ପାଇଁ କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଦଳର ଶୋଚନୀୟ ପରାଜୟ ପାଇଁ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି । ସେ…

ରଘୁନନ୍ଦନ ଦାସଙ୍କ ବିରୋଧରେ ଆକ୍ସନ୍ କେବେ?

ଭୁବନେଶ୍ବର : ବିଜେଡି ସରକାରରେ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନ ମନା ଥିଲା। ଏବେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମହିଳା ସାମ୍ବାଦିକଙ୍କ ଉପରକୁ ବିଜେଡି ନେତା କୁକୁର ଛାଡିଥିବା ଅଭିଯୋଗ ହୋଇଛି। ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ ସଂଗୀନ ଅଭିଯୋଗ…

ପୁରୀ ବାଣ ଟ୍ରାଜେଡି, ଓଡ଼ିଶା ମାନବାଧିକାର କମିଶନର ତଦନ୍ତ ଆରମ୍ଭ

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛନ୍ତି ଓଡ଼ିଶା ମାନବାଧିକାର କମିଶନ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଘଟଣା ସ୍ଥଳୀକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ପୋଲିସ ସହ ମଧ୍ୟ ଆଲୋଚନା କରାଯାଇଛି । ସେପଟେ…

ବର୍ଷା ଦିନେ ରାଜଧାନୀର ନଗ୍ନ ଚିତ୍ର, କିଛି ଏମିତି କହିଲା ବିଏମସି……

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଜଳମଗ୍ନ ହୋଇଯାଉଛି ରାଜଧାନୀ ଭୁବନେଶ୍ବର । ଜଳ ନିଷ୍କାସନ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ବର୍ଷା ଦିନ ଆସିଲେ ପୁଣି ସେହି ପୁରୁଣା ସ୍ଥିତି । ପାଣିରେ ଉବୁଟୁବୁ ହେଉଛି ରାଜଧାନୀର ପ୍ରମୁଖ ଅଞ୍ଚଳ । ଭୁବନେଶ୍ୱରର ପ୍ରାୟ ୧୨ଟି…

ଅଜଣା ରୋଗ ଆତଙ୍କ: ପୁଣି ୨ ଜଣଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: ଅଜଣା ରୋଗ ଆତଙ୍କ। ପୁଣି ଲକ୍ଷ୍ମୀପୁରରେ ଅଜଣା ରୋଗରେ ୨ ଛୁଆଙ୍କ ମୃତ୍ୟୁ। ନାରାୟଣପାଟଣା ଅଞ୍ଚଳର ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଥିବା ସୂଚନା ମିଲିଛି। ମୃତକଙ୍କ ମଧ୍ୟରୁ ଜଣଙ୍କର ନାରାୟଣପାଟଣା ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଏମକେଶିଜିରେ ମୃତ…

ନିଟ୍ ଅନିୟମିତତା: ଦୁଇ ଜଣଙ୍କୁ ଗିରଫ କଲା ସିବିଆଇ

ପାଟନା: ନିଟ୍ ପେପର୍ ଲିକ୍ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ । ୨ ଜଣଙ୍କୁ ଗିରଫ କଲା ସିବିଆଇ। ବିହାରର ପାଟନାରୁ ଏହି ଦୁଇଜଣଙ୍କୁ ଗିରଫ କରିଛି ସିବିଆଇ। ଏହି ଦୁଇ ଜଣ ହେଉଛନ୍ତି ମନିଶ କୁମାର ଏବଂ ଆଶୁତୋଷ କୁମାର। ଗିରଫ ପରେ ଏମାନଙ୍କୁ କୋର୍ଟର ହାଜର କରିଛି ସିବିଆଇ। ସୂଚନା ଅନୁସାରେ,…

କେଜ୍ରିୱାଲଙ୍କ ଗିରଫଦାରୀକୁ ପ୍ରତିବାଦ, ସଂସଦ ବାହାରେ ଆପ୍ ସାଂସଦଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରିଛନ୍ତି ଆପ୍ ସାଂସଦ। ଆପ୍‌ର ସାଂସଦମାନେ ଆଜି ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି। ପାର୍ଟି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ କେଜ୍ରିୱାଲଙ୍କୁ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରି…

ରାଉରକେଲା ସରକାରୀ ଡାକ୍ତରଖାନାରୁ ନକଲି ଡାକ୍ତର ଗିରଫ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନାରୁ ଧରାପଡିଲେ ଜଣେ ନକଲି ଡାକ୍ତର । ନକଲି ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗିରଫ ନକଲି ଡାକ୍ତର ଜଣଙ୍କ ହେଲେ ଝାଡ଼ଖଣ୍ଡ ସିଂହଭୂମ ଜିଲ୍ଳାର ପଦ୍ମନାଭନ ମୁଖି କାରୁଆ । କିଛି ଦିନ ପୂର୍ବରୁ ସେହି ଡାକ୍ତରଖାନାରୁ ନକଲି ନର୍ସ ଓ ନକଲି…

‘ସିଂଗୋଲ ହଟାଇ ସମ୍ବିଧାନ ପୁସ୍ତକ ସ୍ଥାପନ ’: ମୁହାଁମୁହିଁ ହେଲେ ଏନଡିଏ– ଇଣ୍ଡିଆ

ନୂଆଦିଲ୍ଳୀ: ପୁଣି ତେଜିଛି ସିଂଗୋଲ ବିବାଦ । ସିଂଗୋଲଙ୍କୁ ନେଇ ଲୋକସଭାରେ ହଟଚମଟ । ମୋଦି ସରକାର ତୃତୀୟ ଥର ପାଇଁ ସରକାର ଗଢିବା ପରେ ଲୋକସଭାରେ ଜାରି ରହିଛି ସ୍ବତନ୍ତ୍ର ଅଧିବେଶନ । ଏହାରି ଭିତରେ ନୂଆ ସଂସଦ ଭବନରେ ସ୍ଥାପିତ ହୋଇଥିବା ସିଂଗୋଲକୁ ନେଇ ଏବେ ପୁଣି ମୁହାଁମୁହାଁ…