Latest Odisha News

BREAKING NEWS

Yearly Archives

2024

ସୁରକ୍ଷାବାହିନୀକୁ ସଫଳତା; ଏନକାଉଣ୍ଟରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ । ଆଜି ସକାଳ ସମୟରେ ଦୋଡା ଜିଲ୍ଲାର ସିନ୍ନୁ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଖବର ରହିଛି । ସୂଚନା…

ଶୁଣାଣି ସମୟରେ କୋର୍ଟ ରୁମ୍ ରେ ବିଗିଡିଲା କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦଲ୍ଲୀ: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି । ଆଜି ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ମଧ୍ୟରେ କୋର୍ଟ ରୁମ୍ ରେ କେଜ୍ରିଓ୍ୱାଲ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ସୁଗାର ଲେବୁଲ ହ୍ରାସ ପାଇଥିବାରୁ ଏଥିପାଇଁ ତାଙ୍କୁ ଅନ୍ୟ ଏକ…

ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଚମ୍ପଟ୍‌

କୋରାପୁଟ: ମୃତ ଶିଶୁକନ୍ୟାକୁ ମେଡିକାଲ୍‌ରେ ଛାଡ଼ି ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ। ବାଇକରେ ଆଣି ସୁନାବେଡ଼ା ମେଡିକାଲ୍‌ରେ ଶିଶୁକନ୍ୟାକୁ ଛାଡ଼ି ଚାଲିଗଲେ ଦୁର୍ବୃତ୍ତ। ସୂଚନା ପାଇ ସୁନାବେଡ଼ା ମେଡ଼ିକାଲରେ ପହଞ୍ଚିଲେ ସୁନାବେଡ଼ା ଏସ୍‌ଡିପିଓ । ଘଟଣାର ତନାଘନା ଆରମ୍ଭ ହୋଇଥିବା ବେଳେ କିଏ…

ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀଙ୍କ ପାଇଁ ନୂଆ ଆହ୍ୱାନ

ନୂଆଦିଲ୍ଲୀ: ଲୋକସଭାରେ ଏଥର ଅପେକ୍ଷାକୃତ ଦୁର୍ବଳ ବିଜେପିର ସାମନା କରିବାକୁ ପ୍ରସ୍ତୁତ କଂଗ୍ରେସ । ୯୯ ଆସନ ସହ କଂଗ୍ରେସ ଲୋକସଭାରେ ଦ୍ୱିତୀୟ ବଡ ଦଳ । ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ବ୍ଲକ୍ ବିଜେପିକୁ ଏକାକୀ ସଂଖ୍ୟାଗରିଷ୍ଠତା ହାସଲରୁ ରୋକିଥିଲା । ଏଥିରେ କଂଗ୍ରେସ…

ଚ୍ୟାଲେଜିଂ ହେବ ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ଦ୍ୱିତୀୟ ପାଳି

ନୂଆଦିଲ୍ଲୀ: ୩୯ ବର୍ଷ ପରେ ପ୍ରଥମ ସାଂସଦ ଭାବେ ଲଗାତର ଦ୍ୱିତୀୟ ଥର ପାଇଁ ଲୋକସଭାରେ ବାଚସ୍ପତି ପଦରେ ଆସୀନ ହୋଇଛନ୍ତି ଓମ୍  ବିର୍ଲା । ପୂର୍ବରୁ ୧୯୮୫ରେ କଂଗ୍ରେସର ବଳରାମ ଝାକର ହୋଇଥିଲେ ଏହି ଗୌରବର ଅଧିକାରୀ । ଅବଶ୍ୟ ଏଥର ଓମ୍ ବିର୍ଲାଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ସହମତି ସୃଷ୍ଟି…

ଆଇଏଫଏସ୍ ଭି. କାର୍ତ୍ତିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ନୂଆଦିଲ୍ଲୀ: ଟ୍ରେନି ଅଧିକାରୀଙ୍କୁ ଦେଉଥିଲେ ଅଶ୍ଳିଳ ମେସେଜ୍ ! ରାତିରେ ଘରକୁ ଡାକୁଥିଲେ ! ଓଡିଶା କ୍ୟାଡର ଆଇଏଫଏସ ଭି. କାର୍ତ୍ତିକଙ୍କ ବିରୋଧରେ ସଂଗୀନ ଅଭିଯୋଗ। ଆଭ୍ୟନ୍ତରୀଣ କମିଟିର ତଦନ୍ତ ଆଧାରରେ ମହିଳା ଟ୍ରେନିଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ଭି. କାର୍ତ୍ତିକଙ୍କ ବିରୋଧରେ…

କାହିଁକି ମନୋଜ ଆହୁଜା ହୋଇପାରନ୍ତି ମୁଖ୍ୟ ଶାସନ ସଚିବ ?

ଭୁବନେଶ୍ବର: ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ କି ମନୋଜ ଆହୁଜା? କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡିଶାକୁ ଫେରାଇଦେବା ପରେ ବଢିଛି ଚର୍ଚ୍ଚା । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର…

ଦୀର୍ଘ ୧୦ ବର୍ଷ ପରେ ଲୋକସଭାରେ ବିରୋଧୀ ଦଳର ନେତା ହେଲେ ରାହୁଲ୍ ଗାନ୍ଧୀ

ନୂଆଦିଲ୍ଲୀ: ପୁଣି ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ପରାଜିତ କରି ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ସେ ଲଗାତାର ଦ୍ବିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି । ଏନେଇ କାମଚଳା…

ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ

ଭୁବନେଶ୍ବର: ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ଏହି ବିବାଦ ରାଜ୍ୟ ରଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ ବିଶେଷ ଉଦ୍ୟମ କରିନାହାନ୍ତି। ଛତିଶଗଡ଼…

‘ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର, ନିଶା ମୁକ୍ତ ହେବ ରାଜ୍ୟ’

ଭୁବନେଶ୍ବର: ଓଡିଶାରେ କମିବ ନିଶା ବ୍ୟବହାର । ରାଜ୍ୟରେ ପ୍ରର୍ଯ୍ୟାୟ କ୍ରମେ ବନ୍ଦ ହେବ ମଦ କାରବାର । ରାଜ୍ୟକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସାମାଜିକ ସୁରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ,…