ନିଟ୍ ଅନିୟମିତତା, ଜୁଲାଇ ୨ ପର୍ୟ୍ୟନ୍ତ ପୋଲିସ ହେପାଜତରେ ରହିବେ ସଞ୍ଜୟ ଯାଦବ
ମୁମ୍ବାଇ: ନିଟ୍ ପେପର ଲିକ୍ ଘଟଣାରେ ମହାରାଷ୍ଟ୍ରରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି। ସେ ହେଉଛନ୍ତି ସଞ୍ଜୟ ଯାଦବ । ସଞ୍ଜୟଙ୍କୁ ଆଜି ଲାତୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଜୁଲାଇ ୨ ପର୍ଯ୍ୟନ୍ତ ପୋଲିସ୍ ହେପାଜତକୁ…