Latest Odisha News

BREAKING NEWS

Yearly Archives

2024

କଳାକାରଙ୍କ କଳା କାହାଣୀ

ନୂଆଦିଲ୍ଲୀ: କନ୍ନଡ ସିନେମାର ଲୋକପ୍ରିୟ କିନ୍ତୁ ବିବାଦୀୟ ଷ୍ଟାର ଦର୍ଶନଙ୍କୁ ନେଇ ଚର୍ଚ୍ଚା । ଚର୍ଚ୍ଚା ତାଙ୍କର କୌଣସି ଫିଲ୍ମ ରିଲିଜକୁ ନେଇ ନୁହେଁ । ଚର୍ଚ୍ଚା ଏଥିପାଇଁ ଯେ, ନିଜର ଜଣେ ଫ୍ୟାନଙ୍କୁ ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦର୍ଶନ । କନ୍ନଡ…

ବିଶ୍ୱକପରେ ବିପର୍ଯ୍ୟୟ

ନୂଆଦିଲ୍ଲୀ: ଏମିତି ତ କ୍ରିକେଟ ଅନିଶ୍ଚିତ ଖେଳ ଭାବେ ବିବେଚିତ । ବାରମ୍ବାର ଏହା ପ୍ରମାଣିତ ହୋଇଛି । ଆଉ କ୍ରିକେଟର ସ୍ଲାମବାଙ୍ଗ୍ ବା ଟି- ୨୦ ଫର୍ମାଟ୍ ତ ଆହୁରି ଅନିଶ୍ଚିତ । ଏହି ଫର୍ମାଟରେ ଶକ୍ତିଶାଳୀ ଦଳ ବି ଅପେକ୍ଷାକୃତ ଦୁର୍ବଳ ଦଳ ଆଗରେ ହାର ମାନନ୍ତି । ଆଉ ଯଦି ବିଶ୍ୱକପ୍ ଭଳି…

ଆରମ୍ଭ ହେଲା ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ପୂଜା, ମହାପ୍ରଭୁଙ୍କ ଅଣସର ନୀତି

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ରବିବାରଠାରୁ ମହାପ୍ରଭୁଙ୍କ ଚଳିତଥର ବିରଳ ୧୩ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ…

ନିଟ୍-ୟୁଜି ବିବାଦ: ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଏତଲା ଦେଲା ସିବିଆଇ

ନୂଆଦିଲ୍ଲୀ: NEET-UG ବିବାଦରେ ଏତଲା ଦେଲା ସିବିଆଇ। ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଏତଲା ଦେଇଥିବା ସୂଚନା ରହିଛି।ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ଏକ ନିୟମିତ ମାମଲା ରୁଜୁ କରିଛି। ଆଇପିସି ଧାରା ୪୨୦, ଠକେଇ ଏବଂ ୧୨୦ବି ଅର୍ଥାତ୍…

ପୁତୁରା ଆକାଶ ଆନନ୍ଦଙ୍କୁ ପୁଣିଥରେ ଉତ୍ତରାଧିକାରୀ କଲେ ବିଏସପି ସୁପ୍ରିମୋ ମାୟାବତୀ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପରେ ବାହୁଜନ ସମାଜ ପାର୍ଟି (ବିଏସପି) ର ଫଳାଫଳ ସମୀକ୍ଷା କରିବା ପାଇଁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଲକ୍ଷ୍ନୌ ଦଳୀୟ କାର୍ଯ୍ୟାଳୟରେ ଦଳର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ, ରାଜ୍ୟ ସଭାପତି ତଥା…

ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଆରମ୍ଭ ହୋଇଥିବା ବେଳେ ବିଧାୟକ ଦଳ ନେତା କିଏ ହେବ ସେନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏହାରି ଭିତରେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଖଡ଼ଗେଙ୍କୁ ଭେଟିଛନ୍ତି ଏହି…

କାଳି ମାଡ ପ୍ରସଙ୍ଗରେ ବହିଷ୍କାର ହେଲେ ୫ କଂଗ୍ରେସ କର୍ମକର୍ତ୍ତା

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ମାମଲାରେ ନିଆଗଲା କାର୍ଯ୍ୟାନୁଷ୍ଠାନ। ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରିଛି ଦଳ। ୬ ବର୍ଷ ପାଇଁ ଦଳରୁ ବହିଷ୍କାର କଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସରୁ ବହିଷ୍କାର ହୋଇଥିବା ୫ ଜଣ…

ସନ୍ଧ୍ୟା ସୁଦ୍ଧା ସ୍ବାଭାବିକ ହେବ ବାରିପଦାରେ ବସ୍ ଚଳାଚଳ

ବାରିପଦା: ଜିଦରୁ ଓହରିଲେ ଘରୋଇ ବସ ସଂଘ । ୩ ଦିନ ଧରି ବାରିପଦାରେ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଆଜି ସନ୍ଧ୍ୟାରୁ ହେବ ସ୍ବାଭାବିକ । ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ…

୧୦୦ ଦିନ ଭିତରେ ଲଞ୍ଚ ହେବ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା

ଭୁବନେଶ୍ୱର: ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ଼ ବୟାନ ଦେଇଛନ୍ତି। ରାଜ୍ୟର ସମସ୍ତ ମହିଳାଙ୍କୁ ୧୦୦ ଦିନ ଭିତରେ ଏହି ଯୋଜନାରେ ଟଙ୍କା ମିଳିବ ବୋଲି ରବିବାର ଉପମୁଖ୍ୟମନ୍ତ୍ରୀ…

ତାରିଣୀ ମନ୍ଦିରର ଉନ୍ନତି ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଘଟଗାଁ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମା' ତାରିଣୀଙ୍କୁ ଦର୍ଶନ କରି ତାଙ୍କ ଆଶିଷ ନେବା ପରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ତାରିଣୀ ମନ୍ଦିରରେ ୫୦ କୋଟିର କାମ ଚାଲିଥିବା ବେଳେ ଆଉ ୫୦…