ସଂଧ୍ୟା ସୁଦ୍ଧା ବାରିପଦାରେ ଗଡିବ ବସ, ଯାତ୍ରୀଙ୍କୁ ଆଶ୍ବସ୍ତି
ବାରିପଦା: ବାରିପଦାବାସୀଙ୍କୁ ମିଳିଲା ଆଶ୍ବସ୍ତି । ସନ୍ଧ୍ୟାରୁ ସ୍ବାଭାବିକ ହେବ ବସ୍ ଚଳାଚଳ । ସନ୍ଧ୍ୟା ୭ଟାରୁ ସ୍ବାଭାବିକ ଭାବେ ବାରିପଦା ବସଷ୍ଟାଣ୍ଡରୁ ବସ୍ ଗଡିବ ନେଇ ସୂଚନା ଦେଇଛନ୍ତି ବାରିପଦା ଏସପି । ଏହା ପରେ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରି ।
ସୂଚନାଯୋଗ୍ୟ, ଘରୋଇ ବସ ଚଳାଚଳକୁ…