Latest Odisha News

BREAKING NEWS

Yearly Archives

2024

ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଜୁନ୍ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୨୦୨୪କୁ ଏନଟିଏ ସ୍ଥଗିତ ରଖିଛି। ପରୀକ୍ଷା ପାଇଁ ଆବଶ୍ୟକ ଉପକରଣ ଅଭାବରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ବୋଲି ଏନଟିଏ କହିଛି। ଏବେ ଏହି ପରୀକ୍ଷାର ନୂଆ ତାରିଖ ପରେ ଅଫିସିଆଲ ୱେବସାଇଟରେ ଘୋଷଣା…

ଓଡ଼ିଶା ସମେତ ୮ଟି ରାଜ୍ୟରେ ଥିବା ୬୭ଟି କୋଇଲା ଖଣି ନିଲାମ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସମେତ ୮ଟି ରାଜ୍ୟରେ ଥିବା ୬୭ଟି କୋଇଲା ଖଣି ନିଲାମ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଶୁକ୍ରବାର ହାଇଦ୍ରାବାଦରେ ଅନୁସନ୍ଧାନ କରାଯାଇଥିବା ଏକ କୋଇଲା ଖଣିଗୁଡ଼ିକର ଦଶମ ପର୍ଯ୍ୟାୟ ନିଲାମର ଶୁଭାରମ୍ଭ କରିଛନ୍ତି।…

ଓଟିଇଟି-୨୦୨୪ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ପରୀକ୍ଷା ତାରିଖ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୨୪ର ବିସ୍ତୃତ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନେ ଜୁନ୍ ୨୪ରୁ ଜୁଲାଇ ୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନଲାଇନରେ ପରୀକ୍ଷା ପାଇଁ ଆବେଦନ…

ଟି୨୦ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ ଆଶା ମଜଭୁତ କରିବ ଭାରତ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ପ୍ରଦର୍ଶନ ଜାରୀ ରଖିଛି । ସୁପର ଏଇଟର ପ୍ରଥମ ମ୍ୟାଚରେ ଭାରତ ସହଜରେ ଆଫଗାନିସ୍ତାନକୁ ହରାଇ ବିଜୟ ଅଭିଯାନ ଜାରୀ ରଖିଛି । ଶନିବାର ଭାରତ ତାର ପରବର୍ତୀ ମ୍ୟାଚରେ ବାଂଲାଦେଶକୁ ଭେଟିବ । ଏହାକୁ ଜିତି ଟିମ ଇଣ୍ଡିଆ…

ପୂର୍ବ ସରକାରର ଉପଦେଷ୍ଟାଙ୍କୁ ଦାୟିତ୍ବ ମୁକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାର ବିଭିନ୍ନ ବିଭାଗରେ ଉପଦେଷ୍ଟା ଭାବେ ନିଯୁକ୍ତ କରିଥିଲେ। ଏବେ ଏମାନଙ୍କୁ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପୂର୍ବ ସରକାର ବିଭିନ୍ନ ବିଭାଗର…

କେନ୍ଦୁଝରରେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡୁବୁଣାଠାରେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ଏହା ୨୪ ଘଣ୍ଟିଆ ଏବଂ ମାଗଣାରେ ଉପଲବ୍ଧ ହେବ। ଡୁବୁଣାର ପ୍ଲାଣ୍ଟ ମୁଖ୍ୟ ଜୟବର୍ଦ୍ଧନ ପରୋହା ଓ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନୂଆ…

ଭୁବନେଶ୍ୱରରେ ମହିଳାଙ୍କୁ ଅପହରଣ ନାଟକ; ପ୍ରେମିକଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ଜଣେ ମହିଳା ନିଜ ଭାଇଠାରୁ ଟଙ୍କା ଆଦାୟ କରିବା ଉଦ୍ଦେଶ୍ୟରେ ନିଜେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ସ୍ମୃତି ରେଖା ପାଣି ନାମକ ଏହି ମହିଳା ତାଙ୍କ ପ୍ରେମିକଙ୍କ ସହ ମିଶି ଅପହରଣ ଯୋଜନା କରିଥିଲେ। ମହିଳା ଜଣକ ତାଙ୍କ ପ୍ରେମିକ ଏବଂ ତାଙ୍କ ସହଯୋଗୀଙ୍କ ସହ ମିଶି ତାଙ୍କ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଜନ୍ମମାଟି ଗସ୍ତ କରିବେ ମୋହନ ମାଝୀ

ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିକୁ ଗସ୍ତ କରିବେ ମୋହନ ଚରଣ ମାଝି । ସେଠାରେ ସେ ରୋଡ ଶୋ' କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । କେନ୍ଦୁଝର ସହରର ଅନେକ ସ୍ଥାନରେ…

ଆଦିବାସୀ ପରିବାର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କପାଇଁ ନୂତନ ଯୋଜନା ହାତକୁ ନିଆଯିବ: ଶ୍ରୀ ଗଣ୍ଡ

ଭୁବନେଶ୍ବର: ବିଭିନ୍ନ ଜୀବିକା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ବଞ୍ଚିତଙ୍କ ସ୍ୱର ହେବା ପାଇଁ ଯୁବକମାନଙ୍କୁ ଚିହ୍ନଟ କରିବାକୁ ଆହ୍ବାନ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ…

ଗୋଟିଏ ଦିନ ୨୪ ଘଂଟାରୁ ୨୫ ଘଂଟା ହୋଇଯିବ କି !

ୱାଶିଂଟନ: ପୃଥିବୀପୃଷ୍ଠରେ ଗୋଟିଏ ଦିନ ୨୪ ଘଂଟାର ହୋଇଥାଏ । ତେବେ କ୍ରମାଗତ ଭାବେ ସମୟସୀମା ବଢ଼ୁଥିବାରୁ ବୈଜ୍ଞାନିକଙ୍କ ମତରେ ଏହା ୨୫ ଘଂଟା ହୋଇଯିବ । ଲାଇଭ ସାଇନ୍ସ ରିପୋର୍ଟ ଅନୁସାରେ ୨୪ ଘଂଟାରେ ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ବୁଲିଥାଏ । ପୂର୍ବରୁ ଏହି ସମୟସୀମା ଆହୁରି କମ ଥିଲା । ଏହା…