Latest Odisha News

BREAKING NEWS

Yearly Archives

2024

ଧରାପଡ଼ିଲା ୨ ହଜାର ଟଙ୍କିଆ ନୋଟ୍ ବିକ୍ରି କରୁଥିବା ଗ୍ୟାଙ୍ଗ

ଭଦ୍ରକ: ଧରାପଡ଼ିଲା ୨ ହଜାର ଟଙ୍କିଆ ନୋଟ୍ ବିକ୍ରି କରୁଥିବା ଗ୍ୟାଙ୍ଗ । ନବରଙ୍ଗପୁରର ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ବ୍ରାହ୍ମଣୀଗାଁ ପଞ୍ଚାୟତ ବୈକୁଣ୍ଠପୁର ଗାଁରୁ ଧରିଲା ବାସୁଦେବପୁର ପୋଲିସ । ୫୦ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍‌ ସହ ୧ ଲକ୍ଷ ୧୫ ହଜାର ଟଙ୍କା ଜବତ କଲା…

ବାଲୁକା କଳାରେ ସ୍ନାନ ପୂର୍ଣ୍ଣିମାର ଦୃଶ୍ୟ

ପୁରୀ: ରାତି ପାହିଲେ ବଡ ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା । ଏହି ପ୍ରରିପେକ୍ଷୀରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରୁଥିବାର ଦୃଶ୍ୟ ଏବଂ ଠାକୁର ଙ୍କ ହାତୀ ବେଶ କିପରି ଏବଂ କାହା ପାଇଁ ପ୍ରଭୁ ଧାରଣ କରିଥିଲେ ସେହି କାହାଣୀ…

ପିପିଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା, କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼

ପିପିଲି: ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ କମର୍ଶ ଏବଂ ମେଣ୍ଟେନାନସ ଜେଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୧୦ରୁ ୧୫ ଜଣ ଦୁର୍ବୃତ୍ତ ଆସି ବ୍ୟାପକ ଭଙ୍ଗାରୁଜା କରିବା ସହ କନିଷ୍ଠ ଝନ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ଏନେଇ ଥାନାରେ…

ସାନିଆ-ସାମୀଙ୍କ ବିବାହ ନେଇ ମୁହଁ ଖୋଲିଲେ ଇମ୍ରାନ

ନୂଆଦିଲ୍ଲୀ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତନୀ କ୍ରିକେଟର ଶୋଏବ ମଲିକଙ୍କ ବିବାହ ବିଚ୍ଛେଦ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ସେହିପରି ଭାରତୀୟ କ୍ରିକେଟର ମହମ୍ମଦ ସାମୀ ମଧ୍ୟ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହୋଇ ଯାଇଛନ୍ତି । ଏହା ମଧ୍ୟରେ ସୋସିଆଲ ମିଡିଆରେ ସାନିଆ ଓ…

ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ହଟିଲା କର୍ଫ୍ୟୁ

ବାଲେଶ୍ଵର: ବାଲେଶ୍ବରରେ ଆହୁରି କୋହଳ ହେଲା କର୍ଫ୍ୟୁ । ବାଲେଶ୍ଵର ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ତେବେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସଂପୂର୍ଣ୍ଣ ଭାବରେ ହଟାଯାଇଛି । ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ କାଲିଠୁ ମିଳିବ…

ପଓ୍ୱନ କଲ୍ୟାଣଙ୍କଠୁ ନିର୍ବାଚନ ହାରିବା ପରେ ନାମ ବଦଳାଇଦେଲେ ନେତା

ଅମରାବତୀ: ୱାଇଏସଆରସିପିର ବରିଷ୍ଠ ନେତା ମୁଦ୍ରାଗଦା ପଦ୍ମନାଭମ୍ ଆନୁଷ୍ଠାନିକ ଭାବେ ନିଜର ନାମ ପରିବର୍ତ୍ତନ କରି 'ପଦ୍ମନାଭ ରେଡ୍ଡୀ' ରଖିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କୁ ପରାସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ବିଫଳ…

ଭିଜିଲାନ୍ସ ଜାଲରେ ଆରଆଇ ଓ ଏଆରଆଇ, ୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ଖଣ୍ଡହତା ଆରଆଇ ରାଜେନ୍ଦ୍ର ମିଶ୍ର ଏବଂ ଏଆରଆଇ ପଞ୍ଚାନନ ଡାଙ୍ଗ । ସଂଗ୍ରାମପୁର ଗ୍ରାମର ନେତ୍ରାନନ୍ଦ ପଧାନଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ବିଭାଗ l ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ…

କେ ସୁରେଶ ନୁହେଁ, ଭର୍ତ୍ତୃହରି କାହିଁକି କାମଚଳା ବାଚସ୍ପତି, କଂଗ୍ରେସକୁ ଜବାବ ଦେଲେ କିରଣ ରିଜଜୁ

ନୂଆଦିଲ୍ଲୀ: କେ. ସୁରେଶଙ୍କ ଭଳି ବରିଷ୍ଠ ସାଂସଦ ରହିଥିବା ବେଳେ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ କାହିଁକି ନିଯୁକ୍ତ ହେଲେ କଂଗ୍ରେସ ଏପରି ପ୍ରଶ୍ନ କରି ଏନଡିଏ ସରକାରକୁ ପ୍ରଶ୍ନ କରିଛି। ଏହାର ଏବେ ଜବାବ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ। ସେ କହିଛନ୍ତି,…

ନିର୍ବାଚନ ପରେ ଟମାଟୋ ଦର ବୃଦ୍ଧି: ଅନେକ ରାଜ୍ୟରେ ୫୦ରୁ ଅଧିକ, ଗୋଟିଏ ସ୍ଥାନରେ ଶତକ ପାର୍

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟ ହେଉ ଅବା କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଅନେକ ନେତା ଯେପରି ମନ୍ତ୍ରୀ ହେଲା ପରେ ଭାଉ ବଢିଛି। ସେହିପରି ଯେଉଁ ସମୟରେ ପରିବା ଦର କମ୍ ହେବା କଥା ସେହି ସମୟରେ ଦର ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ଏହି…

ରାଜ୍ୟସଭାରେ ଗୃହର ନେତା ହୋଇପାରନ୍ତି ଜେପି ନଡ୍ଡା

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଖୁବଶୀଘ୍ର ନୂଆ ସରକାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ମିଳିଥିବା ସୂଚନା ଅନୁଯାୟୀ, ଜେପି ନଡ୍ଡାଙ୍କୁ ରାଜ୍ୟସଭାରେ ଗୃହ ନେତା କରାଯାଇପାରେ। ବର୍ତ୍ତମାନ ଜେପି ନଡ୍ଡା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା…