ବିବାହ ପାଇଁ ମେହିନ୍ଦୀରେ ନାଚୁଥିବା ବେଳେ ଟଳି ପଡ଼ିଲେ କନ୍ୟା
ନୂଆଦିଲ୍ଲୀ: ଶନିବାର ନୈନିତାଲରେ ମେହେନ୍ଦୀ ସମାରୋହରେ ନାଚୁଥିବା ବେଳେ ଜଣେ କନ୍ୟା ଖସି ପଡ଼ି ପ୍ରାଣ ହରାଇଛନ୍ତି। ତୁରନ୍ତ ଚିକିତ୍ସା ସତ୍ତ୍ୱେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଶ୍ରେୟା ଜୈନ (୨୮) ମୂଳତଃ ଦିଲ୍ଲୀର ବାସିନ୍ଦା ଏବଂ ନିଜ ବିବାହ ପାଇଁ ତାଙ୍କ ପରିବାର ଏବଂ…