Latest Odisha News

BREAKING NEWS

Yearly Archives

2025

ସବୁ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀଙ୍କ ଚେତାବନୀ। ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ କହିଲେ। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ…

ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ

ଭୁବନେଶ୍ୱର : ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୂଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଗଠନ। ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଜନ ଗଣନା ସରିବା ଯାଏ ଏ ପ୍ରକ୍ରିୟାରେ ଲାଗିବ ରୋକ । ଜୁଲାଇରେ ହେବ ଜନଗଣନା। ଏହା ପୂର୍ବରୁ ପଡ଼ା ଗାଁରୁ ରାଜସ୍ୱ ଗ୍ରାମ ହେବା ପାଇଁ…

୨୦୦ରୁ ଅଧିକ ସାପ କାମୁଡ଼ା ଖାଇ, ନିଜ ରକ୍ତରୁ ପ୍ରସ୍ତୁତ କଲେ ଆଣ୍ଟିଭେନମ୍…..

ନୂଆଦିଲ୍ଲୀ: ଟିକିଏ ଭାବନ୍ତୁ, ଗୋଟିଏ ସାପ କାମୁଡ଼ିଲେ ବି, ତାର ବିଷ ଥାଉ କି ନଥାଉ, ସାପ ନା ଶୁଣି ଆମ ଚେତା ପଳାଇଯାଏ। କିନ୍ତୁ ଏବେ କିଛି ଏମିତି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି, ୨୦୦ ରୁ ଅଧିକ ସାପ କାମୁଡ଼ା ସହିଛନ୍ତି। ଆଉ ତାଙ୍କ ରକ୍ତରୁ ପ୍ରସ୍ତୁତ କରିଛନ୍ତି…

ପାକିସ୍ତାନର ଏହି ନଦୀକୁ ପ୍ରଥମେ ଶୁଖାଇଲା ଭାରତ, ଜଳ ପାଇଁ ବିକଳ ହେଉଛନ୍ତି ଲୋକ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନ ନିଜ ପାଇଁ ଏକ ଏଭଳି ସଙ୍କଟ ସୃଷ୍ଟି କରିଛି, ଯାହା ସେଠାକାର ଜନସାଧାରଣଙ୍କୁ ଧୀରେ ଧୀରେ ଅସୁବିଧାରେ ପକାଇବ। ଦରଦାମ ବୃଦ୍ଧି, ଋଣ ଓ ଭୋକ ସହ ସଂଘର୍ଷ କରୁଥିବା ପାକିସ୍ତାନର ଅବସ୍ଥା ଏବେ ଆହୁରି ଖରାପ ହେବାକୁ ଯାଉଛି, କାରଣ ଭାରତ ସିନ୍ଧୁ…

ପହଲଗାମରେ ଆକ୍ରମଣକାରୀଙ୍କ ଆଡ୍ଡା ଠାବ, ‘ମିଶନ ୫୪’ ପାଇଁ ସେନା ପ୍ରସ୍ତୁତ

ଶ୍ରୀନଗର: ପହଲଗାମରେ ଆକ୍ରମଣକାରୀଙ୍କ ଆଡ୍ଡା ସମ୍ପର୍କରେ ସୂଚନା ପାଇଛି ସେନା । ଆତଙ୍କବାଦୀଙ୍କ ତଦନ୍ତ ଏବଂ ସନ୍ଧାନ ଏବେ ୫୪ଟି ରୁଟ୍ ଉପରେ କେନ୍ଦ୍ରିତ । ବୈସରନ ଘାଟିରୁ ୫୪ଟି ରାସ୍ତା ବିଭିନ୍ନ ଦିଗରେ ଯାଇଛି । ଏହି ରାସ୍ତାଗୁଡ଼ିକ ମଧ୍ୟରୁ କିଛି ରାସ୍ତା ଘନ ଜଙ୍ଗଲ ଏବଂ ପର୍ବତ ଆଡକୁ ଉପରକୁ…

ପିଓକେରେ ଏବେ ଆସିବ କାଦୁଅ ବନ୍ୟା, ବଗଲିହାର ଡ୍ୟାମରୁ ବାହାରିବ ୧୬ ବର୍ଷର ଜମା ବର୍ଯ୍ୟବସ୍ତୁ

ନୂଆଦିଲ୍ଲୀ: ପାକିସ୍ତାନକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି ଭାଙ୍ଗିବା ପରେ ଏବେ ଚିନାବ ନଦୀର ପାଣି ପାକିସ୍ତାନ ଆଡ଼କୁ ଯିବା ମଧ୍ୟ ଅଟକାଇ ଦେଇଛନ୍ତି। ଚିନାବ ନଦୀ ଉପରେ ନିର୍ମିତ ବାଗଲିହାର ଏବଂ ସଲାଲ ଡ୍ୟାମ ଗେଟ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ…

ଜିନିଷ ପାକିସ୍ତାନର, ପ୍ୟାକେଜିଂ ସାଉଦି ଆରବର: ଇମ୍ପୋର୍ଟ ବନ୍ଦ ହେବା ପରେ ଛଟପଟ ହେଉଛି ପାକ୍

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ଆର୍ଥିକ ଭାବେ ପାନେ ଦେବାକୁ ଚେଷ୍ଟା କରୁଛି। ଭାରତ ପ୍ରଥମେ ପାକିସ୍ତାନ ସହ ସିଧାସଳଖ ବ୍ୟାପାର ଉପରେ ରୋକ ଲଗାଇଥିଲା। ଏବେ ଅନ୍ୟ ଦେଶ ମାଧ୍ୟମରେ ହେଉଥିବା ବ୍ୟାପାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ଫଳରେ ପାକିସ୍ତାନକୁ ୪…

ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ

କୋଲକାତା: ଥମୁନି ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ। ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ସବୁଆଡୁ ବିରୋଧର ସୁଅ ଛୁଟୁଛି। ଏହାରି ଭିତରେ ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ। ଏକ୍ସ…

୬ ଜିଲ୍ଲା ପାଇଁ ବିଜେଡିର ନୂଆ ସଭାପତି ଘୋଷଣା 

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ସୋମବାର ଦିନ ଛଅଟି ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କ ନାମ ଘୋଷଣା କରିଛି। ଦଳର ଷ୍ଟେଟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏହି ଘୋଷଣା କରିଛନ୍ତି। ପ୍ରକାଶିତ ତାଲିକା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରୋହିତ…

ଧାମ ବିବାଦ : ଫଳକ ହଟାଇଲେ, ହେଲେ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ ମମତା

ଭୁବନେଶ୍ଵର: ଧାମ ବିବାଦରେ ମୁହଁ ଖୋଲିଲେ, ହେଲେ ଭୁଲ ମାନିବେ କ'ଣ, ଓଲଟା ବିତଣ୍ଡା ଯୁକ୍ତି କଲେ। ଖାଲି ଯୁକ୍ତି କଲେନି, ମୂଳ ପୀଠ ଶ୍ରୀକ୍ଷେତ୍ରକୁ ଗୌଣ କରି କହିଲେ। ଦୀଘାର 'ଜଗନ୍ନାଥ ଧାମ' ବିବାଦ ଉପରେ କିଛି ଏପରି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁରୀ, ଦୀଘା…