Latest Odisha News

BREAKING NEWS

Yearly Archives

2025

ପିଞ୍ଜରାରେ ମୋଦି, ଶାହ: ଟୋରଣ୍ଟୋରେ ହିନ୍ଦୁ ବିରୋଧୀ ପରେଡ୍ 

ନୂଆଦିଲ୍ଲୀ: କାନାଡା ରାସ୍ତାରେ ପିଞ୍ଜରାରେ ଭାରତୀୟ ରାଜନେତା। ହିନ୍ଦୁ ବିରୋଧୀ ନାରା ସାଙ୍ଗକୁ ପରେଡ। ଟୋରଣ୍ଟୋରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ହିନ୍ଦୁ ବିରୋଧୀ ପରେଡ୍ ବାହାର କରାଯାଇଥିବା ବେଳେ କିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ରବିବାର କାନାଡାର ମାଲଟନ୍ ଗୁରୁଦ୍ୱାର,…

ସେନାଙ୍କୁ ଆଉ ଏକ ବଡ଼ ସଫଳତା: ଆତଙ୍କୀ ଆଡ୍ଡାରୁ ପାଞ୍ଚଟି ଆଇଇଡି ଜବତ

ପୁଞ୍ଚ: ପହଲଗାମ୍ ଆକ୍ରମଣ ପରେ ଜମ୍ମୁ କଶ୍ମୀରର ଚପ୍ପାଚପ୍ପା ଛାନ୍ ମାରୁଛି ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ। ଆତଙ୍କୀଙ୍କୁ ଖୋଜି ଖୋଜି ସମାପ୍ତ କରିବାର ପାନ ନେଇଛନ୍ତି। ଏହାରି ଭିତରେ ଅନେକ ଆତଙ୍କବାଦୀଙ୍କ ଆଡ୍ଡା ଧ୍ଵଂସ କଲାଣି । ଏହି କ୍ରମରେ ପୁଣି ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର…

ଆଜି ନୀଳାଦ୍ରି ମହୋଦୟାଷ୍ଟମୀ: ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ହେବ ଜଳାଭିଷେକ

ପୁରୀ: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ନୀଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ ମଧ୍ୟ ଜଣାଯାଏ । ଆଜି ଶ୍ରୀବିଗ୍ରହଙ୍କ ଜଳାଭିଷେକ ହେବ । ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜଳାଭିଷେକ କରାଯିବ । ବଡ଼ଦେଉଳ…

ୱାକଫ ସଂଶୋଧନ ଆଇନ ଉପରେ କ’ଣ ରୋକ୍ ଲଗାଇଦେବେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ଥମିନି ୱାକଫ୍ ଝଡ଼। ଏବେ ବି ଜାରି ରହିଛି ସସପେନ୍ସ। ସୁପ୍ରିମକୋର୍ଟ ନେଇ ପାରନ୍ତି ବଡ଼ ନିଷ୍ପତ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଥିବା ୱାକଫ ସଂଶୋଧନ ଆଇନ ୨୦୨୫କୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଇନରେ ପରିଣତ…

ରାଜଧାନୀରେ ଲଜ୍ଜା; ମା’ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ବର: ରାଜଧାନୀରେ ମାଆ ଓ ଝିଅକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଅଶ୍ଲୀଳ ଫଟୋ ଉଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ । ରବିବାର ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବରଗଡ଼ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଟମକା ଥାନା…

ସମୁଦ୍ର ପଥରେ ଚୋରାଚାଲାଣ; ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ, ୩ ଗିରଫ

ପାରାଦୀପ: ସମୁଦ୍ର ପଥରେ ଚୋରାଚାଲାଣ ନେଇ ପୋଲିସର ରେଡ୍ । ଘଟଣାରେ ୧୦ ଲକ୍ଷ ଟଙ୍କାର ଚୋରା ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନେହରୁବଙ୍ଗଳା ଫିସିଙ୍ଗ୍ ହାର୍ବର୍‌ ପରିସରରୁ ଏହି ସବୁ ସାମଗ୍ରୀ ଜବତ ହୋଇଛି । ପୋଲିସର ସୂଚନା ମୁତାବକ, ପିକ୍‌ଅପ୍‌ ଭ୍ୟାନ୍‌ରେ ଚୋରା…

ପହଲଗାମ ଆକ୍ରମଣ ଆତଙ୍କୀଙ୍କୁ ସହଯୋଗ କରିଥିବା ଯୁବକ ମୃତ

ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଦ୍ୱାରା ନିରନ୍ତର ତଦନ୍ତ ଜାରି ରହିଛି । ଏହି ସମୟ ମଧ୍ୟରେ ରବିବାର ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଏକ ଗାଁରେ ଜଣେ ଯୁବକଙ୍କ ମୃତଦେହ ମିଳିଛି । ଯୁବକଙ୍କ ବିଷୟରେ କୁହାଯାଉଛି ଯେ, ସେ ଆତଙ୍କବାଦୀଙ୍କୁ ଖାଦ୍ୟ…

ପାକିସ୍ତାନର ନ୍ୟୁଜ୍ ପୋର୍ଟାଲ୍ ବେଲୁଚିସ୍ତାନ ଟାଇମ୍ସ ଓ ପୋଷ୍ଟ ର ଏକ୍ସ ଆକାଉଣ୍ଟକୁ ବ୍ୟାନ୍ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତ ସରକାର ୨ଟି ନ୍ୟୁଜ୍ ପୋର୍ଟାଲର ଏକ୍ସ-ହ୍ୟାଣ୍ଡେଲଗୁଡ଼ିକୁ ନିଷିଦ୍ଧ କରି ଆଉ ଏକ ବଡ଼ ଝଟକା ଦେଇଛନ୍ତି । ଭାରତ ସରକାର ନ୍ୟୁଜ୍ ପୋର୍ଟାଲ୍ ବେଲୁଚିସ୍ତାନ ଟାଇମ୍ସ ଏବଂ ବେଲୁଚିସ୍ତାନ ପୋଷ୍ଟର ଏକ୍ସ…

କାହିଁକି ଗ୍ରୀଷ୍ମ ଋତୁରେ ୟୁରିନ ଇନଫେକ୍ସନ ହେବାର ଆଶଙ୍କା ଅଧିକ ?

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ ପ୍ରାୟତଃ ୟୁରିନ ଇନଫେକ୍ସନର ସମସ୍ୟା ଦେଖାଯାଏ। ଏହାର ଲକ୍ଷଣ ଏତେ କମ୍ ଥାଏ ଯେ ସଂକ୍ରମଣ ହୋଇଛି କି ନାହିଁ ତାହା ମଧ୍ୟ ବ୍ୟକ୍ତି ଜାଣିପାରେ ନାହିଁ । ୟୁରିନ ଇନଫେକ୍ସନ /ପରିସ୍ରା ସଂକ୍ରମଣ ଦୀର୍ଘ ଦିନ ଧରି ଶରୀରରେ ରହିଲେ ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା…

୮ ତାରିଖରୁ ପୁଣି ଗ୍ରୀଷ୍ମ ରାଜ୍ୟରେ ପ୍ରବାହ, ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖୀ ଲାଗି ରହିଛି । ଫଳରେ ଅସହ୍ୟ ଗରମରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳୁଛି । ଆହୁରି ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ପୁଣି କଲବଲ କରିବ ତାତି । ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଛଟପଟ…