Latest Odisha News

BREAKING NEWS

Yearly Archives

2025

ତାଳସଜ ଖାଇଲେ ହେବ ଓଜନ ହ୍ରାସ..!

ଭୁବନେଶ୍ବର:ବଜାରରେ ଏବେ ତାଳସଜ ବହୁତ ମିଳିଲାଣି । ଏହା ଖାଇବାକୁ ଯେତେ ଭଲ ଲାଗେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ଫାଇବର, ଭିଟାମିନ୍ A, ଭିଟାମିନ୍ K ପରି ପୋଷକତତ୍ତ୍ବ ତାଳସଜରେ ପ୍ରଚୁର ପରିମାଣରେ ମିଳିଥାଏ । ଆପଣ ଏହାକୁ ଖାଇଲେ ଶରୀର ତୁରନ୍ତ ହାଇଡ୍ରେଟ୍ ହୋଇଯାଏ ଏବଂ…

ଶ୍ରୀ ଭାଗବତ ସାର ୨୭: ଶ୍ରୀମଦ ଭାଗବତଙ୍କର ଦଶବିଦ୍ଧ ତତ୍ୱ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଦଶ ଲକ୍ଷଣ ଯଥା ୧.ସର୍ଗ ୨.ବିସର୍ଗ ୩.ସ୍ଥିତି ୪.ପୋଷଣ ୫.ଊତି ୬.ମନ୍ୱନ୍ତର ୭.ଈଶାନୁକଥା ୮.ନିରୋଧ ୯.ମୁକ୍ତି ୧୦.ଆଶ୍ରୟ ଏହାକୁ ଭାଗବତଙ୍କର ଦଶବିଦ୍ଧ ତତ୍ୱ ବୋଲି ମଧ୍ୟ କୁହାଯାଏ। ଏସବୁର ତାତ୍ୱିକ…

ଚାଲିଛି କି ଷଡ଼ଯନ୍ତ୍ର! କରାଚୀରେ ପହଞ୍ଚିଲା ତୁର୍କୀ ଯୁଦ୍ଧ ଜାହାଜ,ପାକ୍ ସେନା କଲା ସ୍ବାଗତ

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀରେ ଏକାଧିକ ବୈଠକ ଚାଲିଛି। ତେବେ ଏହି ସମୟରେ ତୁର୍କୀ ନିଜର ଏକ ଯୁଦ୍ଧଜାହାଜ କରାଚୀକୁ ପଠାଇଛି। ପାକିସ୍ତାନୀ ସୈନିକମାନେ…

ପହଲଗାମ ନୁହେଁ ଆତଙ୍କୀଙ୍କ ଟାର୍ଗେଟରେ ଥିଲେ ମୋଦି, ଗସ୍ତ ବାତିଲ ହେବାରୁ ଫେଲ ମାରିଲା ପ୍ଲାନ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲାର ତଦନ୍ତ ଜାରି ରହିଛି। ଏହି ଘଟଣାର ତଦନ୍ତ କରୁଛି ଏନଆଇଏ। ତେବେ ତଦନ୍ତ ଭିତରେ ଗୁଇନ୍ଦା ରିପୋର୍ଟରେ ମିଳିଥିବା ସୂଚନା ସମସ୍ତଙ୍କୁ ଚମକାଇଦେଇଛି। ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ଯେ ଏହି ଆତଙ୍କବାଦୀମାନେ…

‘ଦେଶବାସୀ ଯାହା ଚାହୁଁଛନ୍ତି, ତାହା ହେବ’, ପାକିସ୍ତାନକୁ ରାଜନାଥ ସିଂଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ  ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା…

ଦେଖନ୍ତୁ କେମିତି ଅଟକାଯାଉଛି ପାକିସ୍ତାନକୁ ଯାଉଥିବା ପାଣି, ଶୁଖିଗଲା ଚିନାବ ନଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପହଲଗାମରେ ହୋଇଥିବା ନରସଂହାର ପରେ ଭାରତ ପାକିସ୍ତାନ ବିରୋଧରେ ଏକାଧିକ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଆତଙ୍କୀ ଆକ୍ରମଣ ପରେ ଭାରତ ୬୫ ବର୍ଷରୁ ଚାଲିଆସୁଥିବା ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଦେଇଛି। ଆଉ ଏଥିପାଇଁ ଭାରତ ବାଗଲିହାର ଡ୍ୟାମର ଗେଟ୍ ବନ୍ଦ…

ଜୈନ ଧର୍ମର ‘ସନ୍ଥରା’ ନୀତି କଣ, ଯାହା ପାଇଁ ୩ ବର୍ଷର ଶିଶୁର ଜୀବନ ଗଲା…

ଇନ୍ଦୋର: ଯେଉଁ ବୟସରେ ଛୋଟ ଛୁଆଟେ ଭଲ ଭାବରେ କଥା କହି ଶିଖି ନଥାଏ ଓ ନିଜର ପିଲା ଦିନକୁ ମନ ଭରି ଉପଭୋଗ କରୁଥାଏ। ସେହି ବୟସରେ ଇନ୍ଦୋରର ଜଣେ ତିନି ବର୍ଷୀୟା ଭିୟାନା ଜୈନ ଟର୍ମିନାଲ ବ୍ରେନ୍ ଟ୍ୟୁମର ରୋଗରେ ପିଡୀତ ହୋଇଥିଲେ। ଯାହା ପରେ ସେ  ଆଉ ସେ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଇଛା ରେ…

୬ ସାଇବର ଲୁଟେରା ଗିରଫ; ୪ ଲକ୍ଷରୁ ଅଧିକ ଟଙ୍କା ଜବତ

କଟକ: କମିଶନରେଟ ପୋଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଲୁଟେରାଙ୍କଠାରୁ ମୋବାଇଲ ଫୋନ ଏବଂ ଏଟିଏମ୍‌‌ କାର୍ଡ ପୋଲିସ ଜବତ କରିଛି। ମୁଖ୍ୟ…

ଯୁଦ୍ଧ ହେଲେ ଚୀନର କଣ ରହିବ ଭୂମିକା? ବିଶେଷଜ୍ଞଙ୍କ ଓଲଟା ଆକଳନ

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଯୁଦ୍ଧ ପ୍ରସ୍ତୁତି ଚଳାଇଛି। ଯାହାକୁ ନେଇ କେବଳ ପାକିସ୍ତାନ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକୀୟ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଏକ ବୟାନ ପରେ ଏହା ନିଶ୍ଚିତ ମନେ ହେଉଛି ଯେ ଭାରତ ଖୁବ ଶୀଘ୍ର ବଡ଼ କାର୍ଯ୍ୟାନୁଷ୍ଠାନ…

ୟୁରୋପକୁ ଜୟଶଙ୍କରଙ୍କ କଟାକ୍ଷ; ଭାରତ ଉପଦେଶ ନୁହେଁ ସହଯୋଗୀ ଖୋଜୁଛି

ନୂଆଦିଲ୍ଲୀ:ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁରୋପ ସମେତ ସମଗ୍ର ବିଶ୍ୱକୁ ଏକ ସ୍ପଷ୍ଟ ଏବଂ ସିଧାସଳଖ ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର ଆର୍କଟିକ ସର୍କଲ ଇଣ୍ଡିଆ ଫୋରମ ୨୦୨୫ରେ କହିଛନ୍ତି, 'ଉପଦେଶ…