Latest Odisha News

BREAKING NEWS

Yearly Archives

2025

୬ ବଲରେ ୬ ଛକା ମାରି ଆଇପିଏଲରେ ଇତିହାସ ରଚିଲେ ପରାଗ

କୋଲକାତା: ଆଇପିଏଲରେ ପ୍ରଥମ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ୬ ବୈଧ ବଲରେ ୬ ଛକା ମାରି ଇତିହାସ ରଚିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ମୋଇନ ଅଲୀଙ୍କ ପ୍ରଥମ ବଲ ସାମ୍ନା କରି ନ ଥିଲେ । ଓଭରର ବାକି ୫ଟି ବଲରେ ଏବଂ ବରୁଣ…

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ପକ୍ଷରୁ କଳିଙ୍ଗ ଉତ୍ସବ ଆୟୋଜିତ

ପର୍ଥ: ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ) ପକ୍ଷରୁ ନିକଟରେ କଳିଙ୍ଗ ଉତ୍ସବ ମହାସମାରୋହରେ ଆୟୋଜନ କରାଯାଇଛି। ପର୍ଥସ୍ଥିତ ସବୁଜିମା ଭରା ପଏଣ୍ଟ ୱାଲ୍ଟର ରିକ୍ରିଏସନ ସେଣ୍ଟରକୁ ଖୁବ ସରସ ସୁନ୍ଦର ଭାବରେ ସଜାଯାଇଥିବା ଦେଖାଯାଇଥିଲା। ଏଠାରେ ଆୟୋଜିତ ଏକାଦଶତମ ତିନିଦିନିଆ ଦ୍ଵିବାର୍ଷିକ…

ୟୁସୁଫ ପଠାନଙ୍କ ଚିଠିକୁ ନେଇ ବର୍ଷିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାର ଦୁର୍ବ୍ୟବହାର କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଅମିତ ଶାହଙ୍କୁ ଲେଖାଯାଇଥିବା ଚିଠିରେ ନିଜର ପ୍ରତିକ୍ରିୟା…

ଶେଷ ଓଭରର ରୋମାଂଚ, ୧ରନରେ ହାରିଲା ରାଜସ୍ଥାନ

ଇଡେନ ଗାର୍ଡେନ: ଚଳିତ ଆଇପିଏଲର ୫୩ତମ ମୁକାବିଲା ବେଶ ରୋମାଂଚକର ହୋଇଥିଲା । ଶେଷ ଓଭରରେ କୋଲକାତା ନାଇଟ ରାଇଡର୍ସ ୧ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା । ଏଥିସହ କେକେଆର ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ରିୟାନ ପରାଗଙ୍କ ୯୫ ରନର ଇନିଂସ ବ୍ୟର୍ଥ ହୋଇଛି । ପ୍ରଥମେ ବ୍ୟାଟିଂ କରି…

ନବଯୌବନ ଦର୍ଶନରୁ ନୀଳାଦ୍ରୀବିଜେ ଯାଏଁ ନିରନ୍ତର ସ୍ବାସ୍ଥ୍ୟସେବା ଲାଗି ନିର୍ଦ୍ଦେଶ

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଆରମ୍ଭ କରିଛି। କିଭଳି ଭାବରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘନଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି। ଯାହା ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ…

ୱାର୍ଣ୍ଣରଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ବେଙ୍ଗାଲୁର: ଆଇପିଏଲରେ ୧୮ତମ ସଂସ୍କରଣରେ ବିରାଟ କୋହଲି ଚମତ୍କାର ପ୍ରଦଶନ ଜାରୀ ରଖିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ କୋହଲି ୩୩ ବଲରେ ୬୨ ରନ ସଂଗ୍ରହ କରିଥିଲେ । ଏଥିସହ ସେ ଆଇପିଏଲରେ ଡେଭିଡ ୱାର୍ଣ୍ଣରଙ୍କ ଏକ ବଡ ରେକର୍ଡ ଭଙ୍ଗ କରିଛନ୍ତି । ୱାର୍ଣ୍ଣର ଆଇପିଏଲରେ…

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ପଶ୍ଚିମବଙ୍ଗକୁ ଚିଠି ଲେଖିବେ ଓଡ଼ିଶା ସରକାର

ଭୁବନେଶ୍ୱର: କାହିଁକି ଦୀଘାରେ ନବନିର୍ମିତ ମନ୍ଦିରକୁ 'ଜଗନ୍ନାଥ ଧାମ' ନାମକରଣ କରାଯାଇଛି, ଏହାକୁ ଯଥା ଶୀଘ୍ର ହଟାଇବାକୁ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପୁରୀ…

ହୁତି ଆତଙ୍କବାଦୀ ଯୋଗୁଁ ଏୟାର ଇଣ୍ଡିଆ ବିମାନ କଲା ଦିଗ ପରିବର୍ତ୍ତନ

ନୂଆଦିଲ୍ଲୀ: ଇସ୍ରାଏଲର ବେନ୍‌ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି ହୁତି ଆତଙ୍କବାଦୀ । ତେବେ ହୁତି ଆତଙ୍କବାଦୀଙ୍କ ଆକ୍ରମଣ ପରେ ଇସ୍ରାଏଲ ଯାଉଥିବା ଏୟାର ଇଣ୍ଡିଆର ବିମାନକୁ ଆବୁଧାବିକୁ ଡାଇଭର୍ଟ କରାଯାଇଛି । ବେନ୍ ଗୁରିୟନ ବିମାନବନ୍ଦରରେ କ୍ଷେପଣାସ୍ତ୍ର ଆକ୍ରମଣ…

ପ୍ରଶାସନିକ ସୀମା ପୁନର୍ଗଠନ: ଜୁନ ୩୦ ଶେଷ ତାରିଖ

ଭୁବନେଶ୍ୱର: ରାଜ୍ୟରେ ପ୍ରଶାସନିକ ସୀମା ପୁନର୍ଗଠନ ନେଇ ଜାରି ହେଲା ଶେଷ ସମୟସୀମା। ଆସନ୍ତା ଜୁନ୍ ୩୦ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ପ୍ରଶାସନିକ ସୀମା ପୁନର୍ଗଠନ କାର୍ଯ୍ୟ ସମାପ୍ତ ହେବା। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଦେଶରେ ଚଳିତ ବର୍ଷ ଜନଗଣନା…

ସିଏମଓରେ ରହିଛି କି କାର୍ଯ୍ୟଚାପ; କାହିଁକି ଏଭଳି କହିଲେ ନିକୁଞ୍ଜ ଧଳ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ଅନୁମତି ମିଳିବାର ଗୋଟିଏ ଦିନ ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଶନିବାର ସୋସିଆଲ ମିଡିଆରେ ତାଙ୍କ ଗତ ୧୮ ମାସର ଅସନ୍ତୁଳିତ କାର୍ଯ୍ୟ-ଜୀବନ କିପରି ତାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲା ତାହା ପ୍ରକାଶ କରିଛନ୍ତି।…