ଷ୍ଟାଡିୟମ କାଚ ଭାଙ୍ଗିଦେଲେ ଅଭିଷେକ ଶର୍ମା
ହାଇଦ୍ରାବାଦ: ଆଇପିଏଲର ଆଗାମୀ ସଂସ୍କରଣରେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଏହାର ନମୂନା ସେ ଗୁରୁବାର ଦେଖାଇ ସାରିଛନ୍ତି । ଗତ ସଂସ୍କରଣରେ ଟ୍ରେଭିସ ହେଡଙ୍କ ସହ ଓପିନଂ କରି ଅଭିଷେକ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।…