Latest Odisha News

BREAKING NEWS

Yearly Archives

2025

ସଞ୍ଜୁ ବଦଳରେ ପରାଗ ହେବେ ରାଜସ୍ଥାନ ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଅଧିକାଂଶ ଫ୍ରାଂଚାଇଜ ନୂତନ ଅଧିନାୟକଙ୍କ ନାମ ଘୋଷଣା କରିଛନ୍ତି । ରାଜସ୍ଥାନ ରୟାଲ୍ସ ପ୍ରଥମ ୩ଟି ମ୍ୟାଚ ପାଇଁ ରିୟାନ ପାରଗଙ୍କୁ ଅଧିନାୟକ ନିଯୁକ୍ତ କରିଛି । ନିୟମିତ ଅଧିନାୟକ ସଞ୍ଜୁ ସାମସନ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ ସହିତ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଭୂମିକାରେ…

ମୁହାଁମୁହିଁ ମାଓବାଦୀ-ସୁରକ୍ଷାକର୍ମୀ, ୨ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଛତିଶଗଡ ବିଜାପୁର ଜିଲ୍ଲା ଗଙ୍ଗପୁର ଜଙ୍ଗଲରେ ଜୋରଦାର ଫାୟାରିଂ । ପୋଲିସ ଏନ୍‌କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିପାତ ହୋଇଥିବା ବେଳେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ।…

ଟିମ ଇଣ୍ଡିଆକୁ ମିଳିବ ୫୮ କୋଟି ଟଙ୍କାର ପୁରସ୍କାର ରାଶି

ମୁମ୍ବାଇ: ଭାରତ ୨୦୨୫ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଟାଇଟଲ ହାସଲ କରିଛିି । ବିଜେତା ଦଳ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପୁରସ୍କାର ରାଶିର ଘୋଷଣା କରିଛି । ରିପୋର୍ଟ ମୁତାବକ ବିସିସିଆଇ ୫୮ କୋଟି ଟଙ୍କା ଏ ବାବଦକୁ ପ୍ରଦାନ କରିବ । ଏହି ଅର୍ଥ ଖେଳାଳି, କୋଚ ଓ ସହଯୋଗୀ ଷ୍ଟାଫଙ୍କ…

କାହିଁକି ଦେଓମାଳି ଶିଖରରେ ପହଞ୍ଚି ନିରାଶ ହେଲେ ରାଜାମୌଲି?

କୋରାପୁଟ: ଓଡିଶାରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲି । ତାଙ୍କ ଆଗାମୀ ଚଳଚ୍ଚିତ୍ର SSMB-29ର ସୁଟିଂ ପାଇଁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ନିଜର ଟିମ୍ ସହ ଡେରା ପକାଇଛନ୍ତି । ଏହି ରହଣି ସମୟରେ, ସେ ଓଡ଼ିଶାର ବହୁ ପ୍ରସିଦ୍ଧ ତଥା ସର୍ବୋଚ୍ଚ ପର୍ବତ ଶିଖର ଦେଓମାଳିକୁ ଏକ…

ନବ ଦାସ ହତ୍ୟା ମାମଲା, କ୍ରାଇମ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ର ଅନୁଧ୍ୟାନ

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚର ଖୋଳତାଡ଼ । କ୍ରାଇମ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ ଅନୁଧ୍ୟାନ ଆରମ୍ଭ କରିଛି । ବ୍ରଜରାଜନଗର ଗାନ୍ଧୀ ଛକରେ କ୍ରାଇମ ସ୍ପଟ୍‌ ଦେଖି ତଦନ୍ତ କରିଛି ଟିମ୍‌ । ସେପଟେ ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ…

ପିପିଲିକୁ ପୁଣି ଫେରିଲା କି ବାର୍ଡ ଫ୍ଲୁ! ଅଜଣା ରୋଗରେ ୨ ହଜାରରୁ ଅଧିକ କୁକୁଡା ମୃତ

ପିପିଲି: କିଛି ଦିନର ବିରତି ପରେ ଏବେ ପୁଣି ଥରେ ପିପିଲିକୁ ଫେରିଲା ବାର୍ଡ ଫ୍ଲୁ! ପିପିଲିରେ ପୁଣି କୁକୁଡ଼ା ମଡ଼କ । ଅଜଣା ରୋଗରେ ଅନେକ ଫାର୍ମରେ ଶହ ଶହ କୁକୁଡ଼ା ମରି ପଡିଥିବା ଜଣାପଡିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି କୁକୁଡା ଚାଷୀ । ସୂଚନା ଅନୁସାରେ, ଗତ ସପ୍ତାହେ ଭିତରେ…

ମାନିଲେନି ବାଚସ୍ପତିଙ୍କ କଥା, ବିଧାନସଭା ଭିତରେ ବଜାଇଲେ ହୁଇସିଲ

ଭୁବନେଶ୍ୱର: ବିଧାନସଭା ଭିତରେ ବାଜିଲା ହୁଇସିଲ୍। ବାଚସ୍ପତିଙ୍କ ବାରଣ ସତ୍ତ୍ୱେ ମାନିଲେନି ବିରୋଧୀ ବିଧାୟକ। ନିରନ୍ତର ନାରାବାଜି ଶାହ ଗୃହ ଭିତରେ ବଜେଇଲେ ହୁଇସିଲ୍। ଏବେ ବିଧାନସଭାରେ ବଜେଟ୍ ଅଧିବେଶନ ଚାଲି ଥିବା ବେଳେ ଆଜି ଗୃହ ଆରମ୍ଭରୁ କିଛି ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିବା ।…

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା, ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ଗିରଫ

ବାଲେଶ୍ଵର: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲା । ବିଜେଡି ନେତା ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ଗିରଫ । ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲ ଗିରଫ ହୋଇଥିବା ନେଇ ସୂଚନା ମିଳିଛି । ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ସୁଶାନ୍ତ ।…

ଚାଉଳ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ବୌଦ୍ଧ: ଚାଉଳ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ। ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ମାଡ଼ି ବସିଲା ପୋଲିସ। ଟ୍ରକ୍‌ରୁ ଜବତ ହେଲା ୧୨ କ୍ଵିଣ୍ଟାଲ ଗଞ୍ଜେଇ। ଗାଡ଼ି ସହିତ ୨ ଜଣଙ୍କୁ ଗିରଫ କଲା ଘଣ୍ଟାପଡ଼ା ପୋଲିସ। ବୌଦ୍ଧ ଜିଲ୍ଲା ପୋଡ଼ାପଦର୍ ହାଇସ୍କୁଲ ପଡିଆ ନିକଟରେ ଏଭଳି ଘଟଣା…

ଆଃ କି ସୁଆଦ ଆମ ପଖାଳ…..ଖାଆନ୍ତୁ ଆଉ ଖୁଆନ୍ତୁ

ଭୁବନେଶ୍ଵର: ଲଙ୍ଗଳ କଥା ବୁଝୁଛି କ୍ଷେତ, କ୍ଷେତ କଥା ବୁଝେ ଚଷା.... ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା..... ହଁ ପଖାଳ କଂସା । ପ୍ରତ୍ୟକ ଓଡିଆର ଗର୍ବ ଓ ଗୌରବ । ଉଦୁଉଦିଆ ଖରାରେ ଘରକୁ ଫେରି ଚାଷୀ ଭାଇଟିଏ ଯାହା ପ୍ରଥମେ ଖୋଜେ ତା’ ହେଉଛି ପଖାଳ । କଂସେ ପଖାଳ ସାଙ୍ଗକୁ…