Latest Odisha News

BREAKING NEWS

Yearly Archives

2025

ସବୁ ଶିକ୍ଷକ, ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌: ହାଇକୋର୍ଟ

କଟକ: ଏଣିକି ସବୁ ଶିକ୍ଷକ, ଅଧ୍ୟାପକଙ୍କୁ ମିଳିବ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌। ଆଉ କୌଣସି ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକମାନେ ବ୍ଲକ୍‌ ଗ୍ରାଣ୍ଟ ପାଇବେ ନାହିଁ। ସମସ୍ତ ଶିକ୍ଷକ, ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ଦରମା ପ୍ରଦାନ କରିବାକୁ ହାଇକୋର୍ଟ…

ନବ ଦାସ ହତ୍ୟା ମାମଲା: ଘାଣ୍ଟୁଛି କ୍ରାଇମ୍‌ବ୍ରାଞ୍ଚ, ପତ୍ନୀଙ୍କୁ ୩ ଘଣ୍ଟା ପଚରା ଉଚରା

ଝାରସୁଗୁଡ଼ା: ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡ ତଦନ୍ତରେ ତତ୍ପରତା ଦେଖାଇଛି କ୍ରାଇମବ୍ରାଞ୍ଚ। ଗତକାଲି ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ମୀନତିଙ୍କୁ ୩…

ଏପ୍ରିଲ୍ ୨ରୁ ପ୍ରଥମ ଶ୍ରେଣୀ, ଶିଶୁ ବାଟିକା ନାମଲେଖା: ଛାତ୍ରଛାତ୍ରୀଙ୍କୁ ଦିଆଯିବ ଜାଦୁଇ ପେଡ଼ି

ଭୁବନେଶ୍ୱର: ଏପ୍ରିଲ ୨ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ନିମନ୍ତେ ନାମଲେଖା ଆରମ୍ଭ ହେବ। ନାମ ଲେଖା ବୟସକୁ ୬ ବର୍ଷ ରଖାଯାଇଛି। ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ପିଲାଙ୍କ ପାଇଁ କାର୍ଯ୍ୟ…

ଅଂଶୁଘାତରୁ ରକ୍ଷାକରେ ପିଆଜ!

ଭୁବନେଶ୍ବର: ପିଆଜ ଶରୀର ପାଇଁ ବେଶ ଉପକାରୀ । ଗ୍ରୀଷ୍ମରେ ଏହାର ବ୍ୟବହାର ଶରୀର ପାଇଁ ଖୁବ ଭଲ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଖରାଦିନେ କଞ୍ଚା ପିଆଜ ଅଧିକ ପରିମାଣରେ ଖାଇବା ଭଲ। ଭାତ/ ରୁଟି ଖାଇବା ସମୟରେ କଞ୍ଚା ପିଆଜର ସାଲାଡ ଖାଆନ୍ତୁ। ରାଇତାରେ ପିଆଜ ପକାଇ ଖାଇପାରିବେ। ଏହା ଶରୀର ପାଇଁ…

ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର

ଭୁବନେଶ୍ୱର: ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ଗିରଫ କରିଛି ଇନଫୋସିଟି ଥାନା। ଶିବ ତାଣ୍ଡବ ଗୀତକୁ ନେଇ ହୋଇଥିଲା ଅଭିଯୋଗ। ଧମକ ଦେଇ ଦର୍ଶକଙ୍କୁ ଭୟଭୀତ କରୁଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା। ଗତକାଲି ଲେଖିକା ବନସ୍ମିତା…

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍ । ୩ ରୁ ୫ ଡିଗ୍ରୀ ଖସିବ ଦିନର ତାପମାତ୍ରା। ୨୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ। ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬ ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ବିଜୁଳି, ଘଡ଼ଘଡ଼ି ଓ କୁଆପଥର ମାଡ଼ ପାଇଁ ୬…

ଅଘଷା ପାଟିରେ ପାଣି ପାଇବା ଠିକ୍ ନା ଭୁଲ୍?

ଭୁବନେଶ୍ବର: ଶରୀର ପାଇଁ ଜଳ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା । ଅନେକ ପେଟ ରୋଗ ପାଇଁ ଏବଂ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ଜଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଡାକ୍ତରଙ୍କ କହିବାନୁସାରେ, ପ୍ରତିଦିନ ୮-୧୦ ଗ୍ଲାସ୍ ପାଣି ପିଇବା ଉଚିତ୍ । ତେବେ ଅନେକ ଲୋକ ସକାଳେ ଦାନ୍ତ ଘଷିବା ପୂର୍ବରୁ ପାଣି…

ଜେସିବି ଲଗାଇ ଏଟିଏମ ତାଡ଼ି ନେଲେ ଦୁର୍ବୃତ୍ତ

ଝାରସୁଗୁଡା: ଜେସିବି ଲଗାଇ ଏଟିଏମ ତାଡ଼ି ନେଇଗଲେ ଦୁର୍ବୃତ୍ତ। ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବିଟିଏମ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ ଚୋରି ହୋଇଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଜେସିବି ଲଗାଇ ଏହି ଏଟିଏମକୁ ତାଡ଼ି ନେଇଥିବା ଜଣାପଡ଼ିଛି। ସୂଚନା ପାଇ ସଦର…

ନୌକାସନ: ପେଟର ଚର୍ବି ହେବ କମ୍ ଓ ମେରୁଦଣ୍ଡ ହେବ ମଜବୁତ

ଭୁବନେଶ୍ବର: ଯୋଗାସନ ଆମକୁ ସୁସ୍ଥ ରଖିବା ସହ ମନ ଏବଂ ମସ୍ତିଷ୍କକୁ ମଧ୍ୟ ଶାନ୍ତ ରଖିଥାଏ । ଯାହାଦ୍ବାରା ଆମେ ଚାପ ଓ ରୋଗରୁ ଦୂରେଇ ରହିଥାଉ । ତେବେ ନୌକାସନ ଏପରି ଏକ ଆସନ ଯାହା ପେଟ ସମ୍ବନ୍ଧୀୟ ରୋଗକୁ ଠିକ୍ କରିବା ସହ ମେରୁଦଣ୍ଡକୁ ମଜବୁତ କରିଥାଏ । ଏହି ଆସନରେ ଶରୀରର ଏକ ଡଙ୍ଗା ପରି…

ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ୍‌ର ନୂଆ ସଭାପତି ହେବେ ସମୀର ମହାନ୍ତି !

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ (OOA)ର ସଭାପତି ଭାବରେ ନିଯୁକ୍ତ କରାଯିବ। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପରବର୍ତ୍ତୀ ସଭାପତି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି ।…