୧୯ ମାର୍ଚ୍ଚରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ; ସତର୍କ ହୋଇଯାଆନ୍ତୁ କଣ୍ଟେଣ୍ଟ କ୍ରିଏଟର୍ର୍ସ, ନଚେତ୍…
ନୂଆଦିଲ୍ଲୀ: ୟୁଟ୍ୟୁବ ନିରନ୍ତର ଏହାର ପ୍ଲାଟଫର୍ମର ନିୟମକୁ କଡ଼ାକଡ଼ି କରୁଛି । ବର୍ତ୍ତମାନ କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛି ଏବଂ ଏହାର ପ୍ଲାଟଫର୍ମରୁ ୯.୫ ନିୟୁତରୁ ଅଧିକ ଭିଡିଓ ଡିଲିଟ୍ କରିଛି । ବିଷୟବସ୍ତୁ ଉଲ୍ଲଂଘନ ଯୋଗୁଁ ୟୁଟ୍ୟୁବ ଏହି ଭିଡିଓଗୁଡ଼ିକୁ ଡିଲିଟ୍ କରିଦେଇଛି । ଏବେ,…