Latest Odisha News

BREAKING NEWS

Yearly Archives

2025

ଏନଡିଏର ଅସ୍ତ୍ର ‘ଜଙ୍ଗଲରାଜ’, ଆରଜେଡିର କାଉଣ୍ଟର

ନୂଆଦିଲ୍ଲୀ: ଲାଲୁ-ରାବଡ଼ିଙ୍କ ୧୫ବର୍ଷ ବନାମ ନୀତିଶଙ୍କ୧୯ବର୍ଷ । ବିହାର ନିର୍ବାଚନରେ ଏନଡିଏର ସବୁଠୁ ବଡ଼ ଅସ୍ତ୍ର ଜଙ୍ଗଲରାଜ। ୧୯୯୦ରୁ ୨୦୦୫ ପର୍ଯ୍ୟନ୍ତ ଲାଲୁପ୍ରସାଦ ଯାଦବ ଓ ରାବିଡି ଦେବୀଙ୍କ ୧୫ବର୍ଷ ଶାସନ କାଳକୁ ଜଙ୍ଗଲରାଜ କହି ଟାର୍ଗେଟ୍ କରୁଛି ଏନଡିଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ସୋମବାର ଯାଏଁ ମୁଲତବି ରହିବ ବିଧାନସଭା

ଭୁବନେଶ୍ଵର: ସୋମବାର ଯାଏଁ ମୁଲତବି ହେଲା ବିଧାନସଭା । ଆଜି ବାରମ୍ବାର ଗୃହ କାର୍ଯ୍ୟ ବ୍ୟାଘାତ ହେବା ପରେ ସୋମବାର ଯାଏଁ ଗୃହ କାର୍ଯ୍ୟକୁ ମୁଲତବି କରିଛନ୍ତି ବାଚସ୍ପତି । ସୂଚନା ଅନୁସାରେ, ଆଜି ବିଧାନସଭା ଦ୍ୱିତୀୟ ପଯ୍ୟାୟ ବଜେଟ ଅଧିବେଶନର ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା ।…

ଘର ହେଉ କିମ୍ବା ସରକାର, ଏହି ଦେଶରେ କେବଳ ମହିଳାଙ୍କ ଅଧିକାର

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିରେ ପାଳନ ହେଉଛି। ମହିଳା ଅଧିକାର, ସମାନତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ। ଏହା ମଧ୍ୟ ସୁନିଶ୍ଚିତ କରାଯାଇଛି ଯେ ମହିଳାଙ୍କ ପ୍ରତି କୌଣସି ପ୍ରକାରର ଭେଦଭାବ ନାହିଁ।…

ଚାକିରି କ୍ଷେତ୍ରରେ ପୁରୁଷଙ୍କ ସହ ସମାନତା ହାସଲ କରିବାକୁ ହେଲେ ମହିଳାଙ୍କୁ ଆହୁରି ଲାଗିବ ୨୦୦ ବର୍ଷ

ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱରେ ମହିଳାମାନଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶରେ ବହୁତ ଉନ୍ନତି ଦେଖାଯାଉଛି। ଏହା ସତ୍ତ୍ୱେ ନିଯୁକ୍ତିରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ମହିଳା ଦିବସ ଅବସରରେ, ଅନ୍ତର୍ଜାତୀୟ ଶ୍ରମ ସଂଗଠନ ନିଯୁକ୍ତିରେ ମହିଳାଙ୍କ…

୭ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ଭୁବନେଶ୍ଵର: ସପ୍ତାହେ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ମରାମତି କାମ । ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରହିବ ମରାମତି କାମ । ଫଗୁ ଦଶମୀ ଠାରୁ ହୋଲି ଉତ୍ସବ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ…

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ଅଛନ୍ତି କୋଟିପତି? ଜାଣନ୍ତୁ ଭାରତର ସ୍ଥାନ କେଉଁଠି…

ନୂଆଦିଲ୍ଲୀ: ବିଶ୍ୱର କୋଟିପତିମାନଙ୍କ ବିଷୟରେ ଯଦି ଆଲୋଚନା କରିବା ତେବେ ଭାରତୀୟମାନଙ୍କ ନାଁ ତାଲିକାରେ ନିଶ୍ଚିତ ଆସେ। ପ୍ରକୃତରେ, ସାରା ବିଶ୍ୱରେ କୋଟିପତିଙ୍କ ତାଲିକାରେ ଅନେକ ଭାରତୀୟ ସାମିଲ ଅଛନ୍ତି। କେବଳ ଏତିକି ନୁହେଁ, ଭାରତ ଏହି କ୍ଷେତ୍ରରେ ବଡ଼ ବଡ଼ ଦେଶଗୁଡ଼ିକ ସହିତ ପ୍ରତିଯୋଗିତା…

ଲୋୟର ପିଏମଜି ପାଚିକା ସଂଘର ଗର୍ଜନ, ୧୦ ଦଫା ଦାବି ନେଇ ବିକ୍ଷୋଭ

ଭୁବନେଶ୍ଵର: ବିଧାନସଭା ଆରମ୍ଭରୁ ହିଁ ଚାଲିଛି ହଟ୍ଟୋଗୋଳ । ଗୁହ ଭିତରେ ଓ ବାହାରେ ପ୍ରତିବାଦ । ଗୃହ ଭିତରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧି କମ୍ପନ କରୁଥିବା ବେଳେ ଗୃହ ବାହାରେ ଆନ୍ଦୋଳନ କରିଛନ୍ତି ପାଚିକା । ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ପାଚିକା ମହାସଂଘ । ଦାବୀପୂରଣ…

‘କେବଳ ତାରିଫ୍ ଶୁଣିବାରେ ବ୍ୟସ୍ତ ମୋଦି, ଟାରିଫ୍ ପ୍ରତି ତାଙ୍କର ଚିନ୍ତା ନାହିଁ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ତାରିଫ୍ ଶୁଣିବାରେ ବ୍ୟସ୍ତ, ଏପଟେ ଟାରିଫର ସ୍ଥିତି କ’ଣ ହେଲାଣି, ସେ ପ୍ରତି ତାଙ୍କର ଚିନ୍ତା ନାହିଁ । ଆମେରିକା ରାଷ୍ଟ୍ରପତିଙ୍କ ଯେସାକୁ ତେସା ଟିକସ ନୀତି ଲାଗୁ କରିବା ପାଇଁ ଘୋଷଣା କରିବା ପରେ, ମୋଦିଙ୍କୁ କଟାକ୍ଷ କରି କିଛି ଏପରି…

ଆଇସକ୍ରିମ୍ରୁ ବାହାରିଲା ବିଷଧର ସାପ, ଆଉ ତା’ପରେ…

ନୂଆଦିଲ୍ଲୀ: ଫୋନ୍ ରୁ ଫୋନ୍ ଘୁରି ବୁଲୁଛି ଫଟୋ । ଆଇସକ୍ରିମରୁ ବାହାରିଲା ବିଷଧର ସାପ । କଥାଟି ହୁଏ ତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ମାତ୍ର କଥାଟି ସତ୍ୟ । ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି । ନକଲେନ୍‌ଗବୁନ ନାମକ ଜଣେ ବ୍ୟକ୍ତି ଏହାର ଫଟୋ ସୋସିଆଲ…

ଦେଶର ଏହି କମ୍ପାନୀ ମହିଳାଙ୍କୁ ଦେବ ଋତୁ ସ୍ରାବ ଛୁଟି

ନୂଆଦିଲ୍ଲୀ: ଅଧିକାଂଶ ମହିଳାଙ୍କୁ ପ୍ରତି ମାସରେ ଋତୁସ୍ରାବ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ପ୍ରଥମ ଦିନଟି ବହୁତ କଷ୍ଟକର ହୋଇଥାଏ। ପେଟ ଯନ୍ତ୍ରଣା ଏବଂ ଅସ୍ୱସ୍ତି ଏତେ ଅଧିକ ଯେ ଉଠିବା କିମ୍ବା ବସିବା କଷ୍ଟକର ହୋଇପଡ଼େ। କିନ୍ତୁ ଏହା ଦେଖାଯାଉଛି ଯେପରି କର୍ମଜୀବୀ ମହିଳାମାନେ…