ଆସାମରେ ଏଚଏମପିଭି ପ୍ରଥମ ମାମଲା, ୧୦ ମାସ ଶିଶୁ ସଂକ୍ରମିତ
ଗୌହାଟି: ଆସାମରେ ଜଣେ ୧୦ ମାସର ଶିଶୁ 'ହ୍ୟୁମାନ୍ ମେଟାପ୍ନ୍ୟୁମୋଭାଇରସ୍' (ଏଚଏମପିଭି) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆସାମରେ ଏହା ପ୍ରଥମ ଘଟଣା। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ତେବେ ଶିଶୁଟି ଡିବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି। ତା'ର…