୩୭ ଦିନ ପରେ ଘର ବାହୁଡିଲା ବ୍ରିଟେନ୍ ଫାଇଟର ଜେଟ୍ ଏଫ୍-୩୫ବି
ତିରୁଅନନ୍ତପୁରମ: ଶେଷରେ ଅପେକ୍ଷାର ଅନ୍ତ ହେଲା । ସ୍ବଦେଶ ବାହୁଡିଲା ବ୍ରିଟିଶର 'ରୟାଲ ନୌସେନା' ଯୁଦ୍ଧ ବିମାନ F-35B ଲାଇଟନିଂ । ଏକ ମାସରୁ ଅଧିକ ସମୟ ଧରି କେରଳରେ ରହି ସମ୍ପୂର୍ଣ୍ଣ ମରାମତି ହେବା ପରେ ଆଜି ନିଜ ଦେଶକୁ ଉଡାଣ କରିଛି ବ୍ରିଟେନ ଲଢୁଆ ବିମାନ । ମଙ୍ଗଳବାର ସକାଳେ ବିମାନଟି…