Latest Odisha News

BREAKING NEWS

Yearly Archives

2025

ଶ୍ରୀ ଭାଗବତ ସାର ୧୦୫: ଶ୍ରୀସୂତଙ୍କର କଣ ରହିଛି ତିନୋଟି ନିୟମ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ବ୍ୟାଖ୍ୟା କରିବା ପୂର୍ବରୁ ଶୌନକ ଆଦି ଋଷିମାନଙ୍କୁ ବିବିଧ ଉପଦେଶ ଛଳରେ ଏହି ଗୂଢ଼ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣନାରେ ରସଯୁକ୍ତ ହୋଇଥିବା ଦିବ୍ୟ ଜ୍ଞାନକୁ ଶୁଣିବାର ରୁଚି ପ୍ରକାଶ କରିବାକୁ…

ତେଲୁଗୁ ସିନେମାକୁ ପୁଣି ଫେରୁଛନ୍ତି ଅଭିନେତ୍ରୀ ସାମନ୍ଥା

ଚେନ୍ନାଇ: ସାଉଥ୍ ହିରୋଇନ୍ ସାମନ୍ଥା ହରର କମେଡି ଫିଲ୍ମ 'ଶୁଭମ' ଜରିଆରେ ପ୍ରଯୋଜକ ଭାବରେ ଡେବ୍ୟୁ କରିଥିଲେ ଓ ଏଥିରେ ସେ ଏକ କ୍ୟାମିଓ ଭୂମିକାରେ ନଜର ମଧ୍ୟ ଆସିଥିଲେ।ଆଉ ଏବେ ସେ ଏକ ଟଲିଉଡ୍ ଫିଲ୍ମ ପ୍ରଯୋଜନା କରିବାକୁ ଯାଉଛନ୍ତି। ଯେଉଁଥିରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ୨୦୧୯ରେ…

ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ରାଜସ୍ଥାନରୁ ୨ ଗିରଫ

ଭୁବନେଶ୍ୱର: ଆଜିକାଲି ପୁରୀକୁ ତୀର୍ଥଯାତ୍ରା ପାଇଁ ଅନେକ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କୁ ସୁବିଧାରେ ଟାର୍ଗେଟ କରୁଛନ୍ତି ସାଇବର ଠକ। ନିକଟରେ ତୀର୍ଥଯାତ୍ରୀମାନଙ୍କୁ ଟାର୍ଗେଟ କରି ଏକ ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଓଡ଼ିଶା…

ମୋ ପାଖରେ ନ୍ୟୁଜ୍ ଓ ୟୁଟ୍ୟୁବ୍ ଦେଖିବାକୁ ସମୟ ନାହିଁ: ସିଜେଆଇ ବି.ଆର. ଗଭାଇ

ନୂଆଦିଲ୍ଲୀ: ମୋ ପାଖରେ ନ୍ୟୁଜ୍ ଓ ୟୁଟ୍ୟୁବ୍ ଦେଖିବାକୁ ସମୟ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି। ସିଜେଆଇ ବି.ଆର.ଗଭାଇ ଏବଂ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କ ଏକ ଖଣ୍ଡପୀଠ ବରିଷ୍ଠ ଓକିଲ ଅରବିନ୍ଦ ଦାତାର ଏବଂ ପ୍ରତାପ ଭେନୁଗୋପାଳଙ୍କୁ ଇଡି ଦ୍ୱାରା…

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ନିଜର ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।…

୨୧୭୧ ବୋଟଲ କଫ୍ ସିରଫ୍ ଜବତ, ୭ ନିଶା ବେପାରୀ ଗିରଫ

ବରଗଡ଼: ବରଗଡ଼ ସହରରେ ବ୍ୟାପକ ମାତ୍ରାରେ ନିଶା କାରବାର ବଢ଼ିବାରେ ଲାଗିଛି । ବଢ଼ୁଥିବା ଅପରାଧିକ ମାମଲା କାରଣରୁ ଜନସାଧାରଣ ଅସୁରକ୍ଷିତ ହୋଇପଡୁଥିବା ନେଇ ବରଗଡ଼ବାସୀ ସ୍ୱର ଉତ୍ତୋଳନ କରି ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ବରଗଡ଼ ଏସପିଙ୍କ ଠାରେ ଦାବି କରିଥିଲେ l ବର୍ତ୍ତମାନ…

ବିଶ୍ୱଭୂଷଣ ହରିଚନ୍ଦନ ପାଇବେ ‘ଉତ୍କଳରତ୍ନ’ ସମ୍ମାନ…

ଭୁବନେଶ୍ବର: ବରିଷ୍ଠ ରାଜନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ, ସାରସ୍ବତ ସାଧକ ବିଶ୍ୱଭୂଷଣ ହରିଚନ୍ଦନ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି । ଆସନ୍ତା ୨୭ ତାରିଖ ସଂଧ୍ୟାରେ ସାହିତ୍ୟ ସମାଜର ୧୨୩ତମ ବାର୍ଷିକ ଉତ୍ସବରେ…

ଭାରତରେ ଅଭ୍ୟାସ କରିବ ନେପାଳ କ୍ରିକେଟ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ୱାଲିଫାୟର ଚଳିତ ବର୍ଷ ଅକ୍ଟୋବରରେ ହେବ । ଏଥିପାଇଁ ନେପାଳ ଟିମ ଜୋରଦାର ଅଭ୍ୟାସ ଜାରୀ କରିଛି । ଆହୁରି ଭଲ ଅଭ୍ୟାସ ପାଇଁ ନେପାଳ ଟିମ ବିସିସିଆଇ ସେଂଟର ଅଫ ଏକ୍ସିଲେନ୍ସରେ ପ୍ରଶିକ୍ଷଣ ନେବେ । ସେମାନେ ୨୦ ଅଗଷ୍ଟରୁ ସେପ୍ଟମ୍ବର ୪ ପର୍ଯ୍ୟନ୍ତ ବାଙ୍ଗାଲୋରରେ…

ସିବିଏସଇକୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା; ସ୍କୁଲଗୁଡ଼ିକ ପାଇଁ ଜାରି କଲା ନୂଆ ଗାଇଡଲାଇନ୍..

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଏବେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନେଇଛି । ସୋମବାର ସିବିଏସଇ ବୋର୍ଡ ସମସ୍ତ ସିବିଏସଇ ସ୍କୁଲକୁ ଏକ ଚିଠି ଜାରି କରିଛି । ଏଥିରେ ସ୍କୁଲର ପ୍ରବେଶ ଫାଟକରୁ ଲବି, କରିଡର, ସିଡ଼ି, ଶ୍ରେଣୀଗୃହ, ଲ୍ୟାବ,…

ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କୌଣସି ପେଟ୍ରୋଲ ପମ୍ପରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ କ୍ରୟକୁ ପ୍ରୋତ୍ସାହିତ ନ କରିବାକୁ ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଛି । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…