Latest Odisha News

BREAKING NEWS

Yearly Archives

2025

‘ବିଫଳ ବ୍ୟବସ୍ଥା ନେଲା ସୌମ୍ୟାଶ୍ରୀଙ୍କ ଜୀବନ’: କ୍ଷୋଭ ପ୍ରକାଶ କଲେ ନବୀନ

ଭୁବନେଶ୍ବର: ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ନେଇ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶ୍ନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇ ଯାଇପାରେ ତାକୁ ନେଇ ନେଇ ନବୀନ ଚିନ୍ତା ପ୍ରକଟ କରିଛନ୍ତି । ଏଥିସହିତ ପୁଣିଥରେ…

ସୌମ୍ୟାଶ୍ରୀଙ୍କୁ ପେଟ୍ରୋଲ ଦେଇଥିଲା କିଏ

ଆଉ ଦୁନିଆରେ ନାହାଁନ୍ତି କଲେଜ ପଢୁଆ ଝିଅ ସୌମ୍ୟାଶ୍ରୀ । ଗତକାଲି ରାତିରେ ଏମ୍ସ ହସ୍ପିଟାଲରେ ସେ ଆରପାରିକୁ ଚାଲିଯାଇଛନ୍ତି । ନିଜ ଅସୁବିଧା ବାବଦରେ ସେ ସମସ୍ତଙ୍କୁ ଅବଗତ କରାଇଥିଲା । ହେଲେ କେହି ନଶୁଣିବାରୁ ସେ ଆରପାରିକୁ ଚାଲି ଯାଇଛି । ସେଦିନ ସେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଥିଲା…

‘ଯୁଦ୍ଧ ବନ୍ଦ କର, ନହେଲେ….’: ପୁଟିନଙ୍କୁ ୫୦ ଦିନର ଡେଡ୍ ଲାଇନ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ପୁଟିନଙ୍କୁ ଅଲ୍ଟିମେଟମ ଦେଲେ ଟ୍ରମ୍ପ । ୫୦ ଦିନ ଭିତରେ ଯୁଦ୍ଧ ବନ୍ଦ କର, ନହେଲେ ……ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଧମକ ଦେଇଛନ୍ତି ଯେ ଯଦି ୫୦ ଦିନ ମଧ୍ୟରେ ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ପାଇଁ କୌଣସି ଚୁକ୍ତି ନହୁଏ, ତେବେ ରୁଷ ଉପରେ…

‘ଆତ୍ମହତ୍ୟା ନୁହେଁ, ହତ୍ୟା’: ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଆଉ ନାହାନ୍ତି ଏଫଏମ ଛାତ୍ରୀ ସୌମ୍ୟାଶ୍ରୀ । ଲଢି ଲଢି ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ତଥା କେନ୍ଦ୍ରରେ ମଧ୍ୟ ରାଜନୈତିକ ଝଡ ଜୋରଦାର ତେଜିଛି । ସରକାରଙ୍କ ଉପରେ ଘଟଣାକୁ ନେଇ ପ୍ରବଳ ଚାପ ରହିଥିବା ବେଳେ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଏବେ…

ପଞ୍ଚଭୂତରେ ଲୀନ ସୌମ୍ୟାଶ୍ରୀ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨୦ ଲକ୍ଷର ସହାୟତା ରାଶି

ବାଲେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଏଫଏମ କଲେଜ ପୀଡିତା ସୌମ୍ୟାଶ୍ରୀ ବିଶି । ଗତକାଲି ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ସ୍ଥିତ ତାଙ୍କ ପୈତୃକ ଗାଁ ପଳାସିଆ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।…

ଜୁଲାଇ ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା ବନ୍ଦ ଡାକରା । ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ…

ପୈତୃକ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମୃତ ଶରୀର; ଛାତି ଫଠାଇ କାନ୍ଦୁଛି ପୁରା ପରିବାର…

ବାଲେଶ୍ବର: ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ସୌମ୍ୟାଶ୍ରୀ ବିଶିଙ୍କ ପାର୍ଥିବ ଶରୀର । ସୌମ୍ୟାଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଏମ୍ସରେ ବ୍ୟବଛେଦ ହୋଇଥିଲା । ସୌମ୍ୟାଶ୍ରୀଙ୍କ ମୃତଦେହକୁ କଡା ସୁରକ୍ଷା ଭିତରେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇର ତାଙ୍କ ଗାଁ ପଳାସିଆକୁ ନିଆଯାଇଛି ।…

ଅବପାତରେ ପରିଣତ ହେଲା ଲଘୁଚାପ; ଦୁଇ ଦିନ ଧରି ପ୍ରବଳ ବର୍ଷିବ!

ଭୁବନେଶ୍ବର: ଅବପାତର ରୂପ ନେଲା ଦକ୍ଷିଣ ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବ । ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ,…

ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା; ଦୋଷୀକୁ କଠୋର ଦଣ୍ଡ ମିଳିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜୀବନ ମରଣ ସହ ସଂଘର୍ଷ ପରେ ସୋମବାର ରାତିରେ ଆଖି ବୁଜିଛନ୍ତି ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୋଷୀକୁ କଠୋର ଦଣ୍ଡ ମିଳିବ । ଆଶା କରିଥିଲୁ ଝିଅ…

ଗୁଗଲ୍‌ ଜେମିନି ଆଣିଲା ନୂଆ ଫିଚର; ଏବେ ସ୍ଥିର ଫଟୋରୁ ତିଆରି କରିପାରିବେ AI ଭିଡିଓ

ନୂଆଦିଲ୍ଲୀ: ଗୁଗୁଲ୍ ଜେମିନି(Google Gemini)ରେ ଏକ ନୂତନ ଫିଚର ଯୋଡିଛି । ଯାହାକୁ ଫଟୋ-ଟୁ-ଭିଡିଓ ଫିଚର କୁହାଯାଏ। ଏହି ନୂତନ ଫିଚର ସାହାଯ୍ୟରେ, ବ୍ୟବହାରକାରୀମାନେ ଏହି ଫିଚର ସାହାଯ୍ୟରେ ଟେକ୍ସଟ୍ ପ୍ରମ୍ପ୍ଟ ସହିତ ସ୍ଥିର ଫଟୋକୁ ଆଠ ସେକେଣ୍ଡ ପର୍ଯ୍ୟନ୍ତ ଗତିଶୀଳ ଭିଡିଓ କ୍ଲିପରେ ପରିଣତ…