ଏମ୍ସରେ ବିଗିଡିଲା ଛାତ୍ରୀଙ୍କ ଅବସ୍ଥା
ସମୟ ଯେତେ ଯାଉଛି ଏମ୍ସରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କ ଅବସ୍ଥା ସେତେ ଖରାପ ହେଉଛି । ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏଫଏମ କଲେଜର ଛାତ୍ରୀଙ୍କସ୍ୱସ୍ଥା ଏବେ ଶଙ୍କଟାପନ୍ନ ରହିଥିବା କୁହାଯାଇଛି । ନିଆରେ ପୋଡିହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଉ ସେ ମେଡିକାଲରେ…