Latest Odisha News

BREAKING NEWS

Yearly Archives

2025

ଇରାନ୍-ଇସ୍ରାଏଲ୍ ଯୁଦ୍ଧ; ମଧ୍ୟପ୍ରାଚ୍ୟକୁ ସମସ୍ତ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ମଧ୍ୟପ୍ରାଚ୍ୟକୁ ସମସ୍ତ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ବନ୍ଦ କରାଯାଇଛି। ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ। ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ AI ବିମାନ ଉଡ଼ାଣ ବନ୍ଦ ରହିବ। ମଧ୍ୟପ୍ରାଚ୍ୟରେ…

ନିର୍ମାଣ ହେବ ବିଜ୍ଞାନ ସହର: ରାଜଧାନୀରେ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ଗ୍ରନ୍ଥାଗାର ଅଟ୍ଟାଳିକାର…

ଭୁବନେଶ୍ୱର: ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର ଉପକଣ୍ଠସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନର ନୂତନ ଗ୍ରନ୍ଥାଗାର ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ନୂତନ ଅଟ୍ଟାଳିକା ପ୍ରାୟ ୨୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ଉକ୍ତ ପ୍ରକଳ୍ପର…

ନବସୃଜନ, ସଚ୍ଚୋଟତା ଓ କରୁଣାର ସହ ଚିକିତ୍ସକମାନେ ମାନବ ସମାଜର ସେବା ପାଇଁ ପ୍ରତିବଦ୍ଧତା ଦୋହରାନ୍ତୁ: ରାଜ୍ୟପାଳ

ଭୁବନେଶ୍ୱର: ଚିକିତ୍ସକମାନେ ନବସୃଜନ, ସଚ୍ଚୋଟତା ଏବଂ କରୁଣାର ସହ ମାନବ ସମାଜର ସେବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇବାକୁ ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି। ଚଳିତ ଜୁନ ୨୩ ତାରିଖ ଦିନ ଭୁବନେଶ୍ୱର ଠାରେ ଟାଇମ୍ସ ହେଲଥ ଆଇକନ୍ସ-୨୦୨୫ ସମାରୋହରେ ମୁଖ୍ୟ ଅତିଥି ଭାବେ…

Amazon ଆରମ୍ଭ କରିଲା ନୂଆ ସେବା; ଘରେ ବସି ହେବ ରକ୍ତ ପରୀକ୍ଷା,ମିଳିବ ରିପୋର୍ଟ

ନୂଆଦିଲ୍ଲୀ:ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏକ ନୂଆ ସେବା ଆଣିଛି । ଗତ ରବିବାର ଦିନ ଆମାଜନ ଭାରତରେ ଘରୋଇ ଡାଇଗ୍ନୋଷ୍ଟିକ୍ ସେବା Amazon Diagnostics ଆରମ୍ଭ କରିଛି। ଏହା ଗ୍ରାହକମାନଙ୍କୁ ଘରେ ବସି ଲ୍ୟାବ ଟେଷ୍ଟ ବୁକ୍ କରିବା, ଆପଏଣ୍ଟମେଣ୍ଟ ସୂଚୀବଦ୍ଧ କରିବା ଏବଂ ଲ୍ୟାବ ପରୀକ୍ଷା ଟ୍ରାକ୍…

ଶ୍ରୀ ଭାଗବତ ସାର ୭୭: ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ ଭାଗବତ ବର୍ଣ୍ଣିତ ବଉଧ ସ୍ୱରୂପ ଅଟନ୍ତି କିନ୍ତୁ ସ୍ୱୟଂ ବୁଦ୍ଧ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଅବତାର ତତ୍ୱ ମଧ୍ୟରେ ବିଷ୍ଣୁଙ୍କର ନିର୍ଦ୍ଧିଷ୍ଟ ଦଶ ଅବତାରକୁ ଆମେ ପ୍ରାଧାନ୍ୟ ଦେଇଥାଉ। ବିଶେଷତଃ ଶ୍ରୀଜୟଦେବ ରଚିତ ଦଶାବତାର ସ୍ତୋତ୍ରରେ ବୁଦ୍ଧ ଶରୀର ବା ଅବତାରର ଆଲୋଚନା ହୋଇଛି ଯଥା "ନିନ୍ଦସି ଯଜ୍ଞ…

ଆମେରିକୀୟ ସାମରିକ ଘାଟି ଉପରେ ଇରାନର ଆକ୍ରମଣ, ଭାରତୀୟ ଦୂତାବାସ ଜାରି କଲା ପରାମର୍ଶ

ଦୋହା: ଆମେରିକା ଆକ୍ରମଣର ପ୍ରତିଶୋଧ ନେବା ଆରମ୍ଭ କଲା ଇରାନ। ଇରାନର ୩ଟି ପରମାଣୁ ପ୍ଲାଣ୍ଟ ଉପରେ ଆମେରିକା ପକ୍ଷରୁ B-2 ବମ୍ବର ଦ୍ବାରା ଆକ୍ରମଣ କରିଥିଲା । ଏହାପରେ ଇରାନ ପ୍ରତିଶୋଧ ପରାୟଣ ବିଭିନ୍ନ ଦେଶରେ ଥିବା ଆମେରିକାର ସୈନ୍ୟ ଶିବିର ଉପରେ ମିସାଇଲ ମାଡ କରିଛି । କାତାରର…

ପନ୍ତ, ରାହୁଲଙ୍କ ଶତକ: ଇଂଲଣ୍ଡ ସମ୍ମୁଖରେ ୩୭୧ ରନର ଲକ୍ଷ୍ୟ ରଖିଲା ଭାରତ

ଲୀଡ୍ସ: ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଓ କେଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ରହିଛି । ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଭାରତୀୟ ବୋଲରଙ୍କୁ ଅନ୍ତିମ ଦିବସରେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ…

ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଓ କିରାଣୀ

ରାୟଗଡ଼ା:ଲାଞ୍ଚ ନେଇ ଧରାପଡ଼ିଲେ ବିଷମକଟକର ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର । CDPO ସୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରାପଡ଼ିଛନ୍ତି । ଅଙ୍ଗନବାଡି ଚୟନ ପାଇଁ ଦୁହେଁ ନେଉ ଥିଲେ ଲାଞ୍ଚ ।…

ଏହି ମହାନ ଅଭିନେତ୍ରୀଙ୍କ ବାୟୋପିକରେ ନଜର ଆସି ପାରନ୍ତି କିୟାରା ଆଡଭାନୀ

ମୁମ୍ବାଇ: ବଲିଉଡର ମହାନ ଅଭିନେତ୍ରୀ ତଥା ଟ୍ରାଜେଡି କୁଇନ ଭାବେ ପରିଚିତ ମୀନା କୁମାରୀଙ୍କ ବାୟୋପିକ ନେଇ ମେକର୍ସ ଉଦ୍ୟମ ଆରମ୍ଭ କରିଛନ୍ତି । ମୀନା କୁମାରୀଙ୍କ ଭୂମିକା କିଏ କରିବେ ସେ ନେଇ ଭିନ୍ନ ଭିନ୍ନ ହିରୋଇନଙ୍କ ନାମ ଆଲୋଚନାକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ…

ଗଞ୍ଜାମରେ ୫୫୦କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆସ୍କା ଠାରେ ଆୟୋଜିତ ଯୁବ ଶକ୍ତି ସମାବେଶରେ କହିଛନ୍ତି ,ଓଡ଼ିଶା ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି, ସବୁ କ୍ଷେତ୍ରରେ…