Latest Odisha News

BREAKING NEWS

Yearly Archives

2025

ବିରଜା ପୀଠରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ, ଦୁଇ ଦୁର୍ବୃତ୍ତଙ୍କ ନା’ରେ ଅଭିଯୋଗ

ଯାଜପୁର: ଦଶରଥପୁର ଅଂଚଳରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ। ଯାଜପୁର ଜିଲ୍ଲା ଦଶରଥପୁର ଥାନା ତରାଙ୍ଗ ସାଗରପୁର ଗାଁର ତପସ୍ୱିନୀ ଦାଶ ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିଲେ। ତପସ୍ୱନୀଙ୍କ…

ଆସୁଛି କି ବଡ ବିପଦ ! ବଜ୍ରାଘାତରେ ଭାଙ୍ଗିଲା ମହିମାଗାଦିର ଦଧିନଉତି

ଢେଙ୍କାନାଳ:ଯୋରନ୍ଦା ମହିମାଗାଦିର ଦଧିନଉତି ଭାଙ୍ଗିଗଲା । ବଜ୍ରାଘାତରେ ମହିମଗାଦିର ଦଧିନଉତି ଭାଙ୍ଗିଯାଇଛି । ଢେଙ୍କାନାଳ ଜିଲ୍ଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ବଜ୍ରପାତ ପଡି ଗାଦି ମନ୍ଦିର ପୂର୍ବ ମୁଖଶାଳା ଦଧିନଉତି ସମ୍ପୂର୍ଣ୍ଣ ଭାଙ୍ଗିଛି । ଘଟଣା…

ଶିଶୁ ଯତ୍ନ ଓ ସୁରକ୍ଷା କ୍ଷେତ୍ରରେ ଡିଜିଟାଲାଇଜେସନ, ‘ଆମରି ଶିଶୁ ୱେବ ପୋର୍ଟାଲ୍‌’ ଲୋକାର୍ପଣ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା ଓ ପୁନର୍ବାସ ସେବାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପଣ କରିଛନ୍ତି।…

ସମ୍ଭାବ୍ୟ ଆକ୍ରମଣ ନେଇ ନାଗରିକଙ୍କୁ ସଚେତନ କଲା ଆମେରିକା

ୱାଶିଂଟନ: ଇରାନ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂଆ ଆଡଭାଇଜରି ଜାରି କରିଛି। ଯେଉଁଥିରେ ଦେଶ ମଧ୍ୟରେ "ସମ୍ଭାବ୍ୟ ଆକ୍ରମଣ ତଥା ହିଂସା" ବିଷୟରେ ଚେତାବନୀ ଦିଆଯାଇଛି। ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚଏସ) ଦ୍ୱାରା ଏହା ଜାରି କରାଯାଇଛି।…

ବରାହ ମାଂସ ଖାଇ ସୋସିଆଲ ମିଡିଆରେ ଭିଡ଼ିଓ ଛାଡ଼ି ଅଡ଼ୁଆରେ ଯୁବକ

ଖୋର୍ଦ୍ଧା: ବରାହ ମାଂସ ଖାଇ ସୋସିଆଲ ମିଡିଆରେ ଭିଡ଼ିଓ ଛାଡ଼ି ଅଡ଼ୁଆରେ ଯୁବକ। ବିକ୍ରମ ନାୟକ ନାମରେ ଜଣେ ଯୁବକ ବାରହା ମାଂସ ଖାଇ ବାହାଦୂରୀ ମାରି ଇନଷ୍ଟାଗ୍ରାମରେ ଭିଡ଼ିଓ ରିଲ୍ ଛାଡ଼ି ଏବେ ଫସିଛନ୍ତି। ତାଙ୍କ ରିଲକୁ ପ୍ରମାଣ ଭାବରେ ନେଇ ଯୁବକଙ୍କୁ ଗିରଫ କରିବା ପାଇଁ ରାଜ୍ୟର ଚିଫ୍ ୱାଇଲ୍ଡ…

ରଥଯାତ୍ରା ସମୟରେ ଯେପରି କାଠ ସମସ୍ୟା ନ ଉପୁଜେ ସେନେଇ ଗଜପତିଙ୍କ ଗୁରୁତ୍ବ

ପୁରୀ: ଆଉ ତିନି ଦିନ ପେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳିତ ରଥଯାତ୍ରା ଯେପରି ସୁରୁଖୁରୁରେ ଶେଷ ହୁଏ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଏହି ସମୟ ଭିତରେ ରଥଯାତ୍ରା ସମୟରେ କାଠ ସମସ୍ୟା ଯେପରି ନଦେଖାଯାଏ ସେନେଇ ଗୁରୁତ୍ବ ଦେଇଛନ୍ତି ଗଜପତି ଦିବ୍ୟସିଂହ ଦେବ ।…

ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଳନ ହେବ ‘ସମ୍ବିଧାନ ହତ୍ୟା ଦିବସ’

ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ଜରୁରୀକାଳୀନ ପରିସ୍ଥିତିର ୫୦ତମ ବର୍ଷ ପୂର୍ତ୍ତି ଚଳିତ ଜୁନରେ ହେବ । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ପାଳନ ହେବ 'ସମ୍ବିଧାନ ହତ୍ୟା ଦିବସ' ।…

ପୁଣି ଇରାନର ଫୋର୍ଡୋରେ ଥିବା ଭୂତଳ ପରମାଣୁ କେନ୍ଦ୍ର ଉପରକୁ ଆକ୍ରମଣ: ଆଇଏଇଏ କହିଲା, ‘ଭାରୀ କ୍ଷତି ସହିବ’

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ଏବେ ତୀବ୍ର ହୋଇଛି ଇରାନ ଇସ୍ରାଏଲ ଯୁଦ୍ଧ । ରକ୍ତ ଚାଉଳ ଚୋବାଉଥିବା ଇରାନ ଏବେ ଇସ୍ରାଏଲ ଉପରେ ୫୫୦ କ୍ଷେପଣାସ୍ତ୍ର ବର୍ଷା କରିସାରିଲାଣି । ଯେଉଁଥିରେ ଅତିଷ୍ଟ ହୋଇ ଆଜି ସକାଳେ ପୁଣି ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି । ଯେଉଁଥିରେ ଇରାନର…

ଇରାନର ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ ନିଷ୍ପତି ପରେ ଚୀନକୁ ଏହି ଅନୁରୋଧ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଆକ୍ରମଣ ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିବାକୁ ନିଷ୍ପତି ନେଇଛି ଇରାନ। ଯାହାଦ୍ବାରା ବିଶ୍ଵ ବାଣିଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେବେ ଏହି ନିଷ୍ପତ୍ତିରୁ ଇରାନ କିଭଳି ଓହରିବ, ସେଥିପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ…

ଇରାନ ଆକାଶରେ ଆମେରିକାର ବି-୨: ୩୭ ଘଣ୍ଟା ପର୍ଯ୍ୟନ୍ତ କେମିତି ପାଇଲଟ କାଟିଥିଲେ ସମୟ?

ନୂଆଦିଲ୍ଲୀ: ଇରାନର ୩ଟି ପରମାଣୁ ସ୍ଥାନ ଉପରେ ବଙ୍କର ବଷ୍ଟର ବୋମା ପକାଇବା ପରେ, B-2 ବୋମାବର୍ଷୀ ବିମାନ ଆମେରିକା ଫେରି ଆସିଛି । ଏହାର ୩୭ ଘଣ୍ଟାର ଅପରେସନ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୋମାବର୍ଷୀର ପାଇଲଟମାନଙ୍କୁ ପ୍ରଶଂସା କରିଛନ୍ତି। ନର୍ଥ୍ରପ୍ ଗ୍ରୁମନ୍ କମ୍ପାନୀର…