Latest Odisha News

BREAKING NEWS

Yearly Archives

2025

ମନ୍ତ୍ରିମଣ୍ଡଳ ସଂପ୍ରସାରଣ: ଯୁବ, ମହିଳାଙ୍କୁ ଫୋକସ୍ !

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ବଢିଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା । ବିଜେପି ହାଇକମାଣ୍ଡରୁ ଗ୍ରୀନ୍ ସିଗନାଲ ମିଳି ସାରିଥିବା ବେଳେ ମନ୍ତ୍ରୀ ପଦକୁ ନେଇ ଘନ ଘନ ବୈଠକ ବସୁଛି । ରାଜ୍ୟର ସବୁ ଅଞ୍ଚଳରୁ ପ୍ରତିନିଧିତ୍ବ ସାଙ୍ଗକୁ ଜାତି ସମୀକରଣ କଷୁଛନ୍ତି…

ବିବାଦର ୪ ମାସ ପରେ ୟୁଟ୍ୟୁବକୁ ଫେରିଲା କି ସମୟ ରାଇନାଙ୍କ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’?

ମୁମ୍ବାଇ: ପୁଣି ୟୁଟ୍ୟୁବକୁ ଫେରିଲା ସମୟ ରାଇନାଙ୍କ ୟୁଟ୍ୟୁବ୍ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' । ଅଲଗା ଚ୍ୟାନେଲରେ ହେବ ପ୍ରସାରଣ । ତେବେ ବିବାଦ ପରେ ସମୟ ରାଇନାଙ୍କ ୟୁଟ୍ୟୁବ୍ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ତୁରନ୍ତ ବନ୍ଦ ହୋଇଥିଲା । ଶୋ' ବନ୍ଦ ହେବାର ଚାରି ମାସ ହୋଇଗଲାଣି ଏବଂ…

ଆମେରିକାର ଆକ୍ରମଣ…ଜବାବି ହମଲା କରିବ କି ଇରାନ୍ ?

ନୂଆଦିଲ୍ଲୀ: ଇରାନ ଉପରେ ହମଲା କରି ନିଜ କାର୍ଯ୍ୟକାଳରେ ସବୁଠୁ ବଡ଼ ରିସ୍କ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ । ଇରାନର ନତାଞ୍ଜ, ଫୋର୍ଡୋ ଓ ଇସ୍ଫହାନରେ ଥିବା ୟୁରାନିୟମ ସମୃଦ୍ଧିକରଣସ୍ଥଳ ଉପରେ ଆକ୍ରମଣ କରିଛି ଆମେରିକା । ଫୋର୍ଡୋ ପରମାଣୁ ସାଇଟ ଉପରେ ବୋମାର ପୂରା ପେଲୋଡ୍…

ଗୋପାଳପୁର ଗଣଦୁଷ୍କର୍ମ ମାମଲା; ନିଜ ଆଡ଼ୁ ମାମଲା ରୁଜୁ କଲା ଏନଏଚଆରସି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କ ଗଣଦୁଷ୍କମମ ଘଟଣାଗର ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ଆୟୋଗ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ…

ରାଜ୍ୟପାଳଙ୍କ କ୍ଷୋଭ; ‘ସ୍କିମ୍‌ ବିଷୟରେ ଅଫିସର ମାନେ ବି ଜାଣୁନାହାନ୍ତି’

ଭୁବନେଶ୍ୱର: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଉଦ୍‌ବେଗ ପ୍ରକାଶ କଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଆଜି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ, ଓଡିଶାର ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍‌ ନେଇ ଅବଗତ ଅଛନ୍ତି । ରାଜ୍ୟର…

ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ୨୫ରେ ଛାତ୍ର ବିଜେଡିର ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ,ଦୁଷ୍କର୍ମ,ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଜୁନ୍ ୨୫ ତାରିଖ ଦିନ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନର ଡାକରା ଦେଇଛି । ଆଜି…

ଭଦ୍ରକରେ ଖୋଲିଲା ସ୍କୁଲ, କଲେଜ

ଭଦ୍ରକ ଜିଲ୍ଲାରେ ଆରମ୍ଭ ହେଲା ପାଠ ପଢା । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକ ଆଜିଠାରୁ ଖୋଲିଛି । ଗତ ୨୦ ତାରିଖରେ ସ୍କୁଲ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ଜିଲ୍ଲାର କେତେକ ସ୍ଥାନରେ ଝାଡାବାନ୍ତି ଲାଗି ରହିଥିବାରୁ ସ୍କୁଲ, କଲେଜ ବନ୍ଦ ପାଇଁ ଜିଲ୍ଲାପାଳ…

ଇରାନ ଉପରେ ଆମେରିକାର ଆକ୍ରମଣ: କେମିତି ଟ୍ରମ୍ପଙ୍କୁ ମନାଇଲେ ନେତାନ୍ୟାହୁ?

ନୂଆଦିଲ୍ଲୀ: ଏବେ ମଧ୍ୟପ୍ରାଚ୍ୟରେ ଭାଳେଣି ପଡିଛି । ଆମେରିକାର ଏଣ୍ଟ୍ରି ଇରାନ ଏବଂ ଇସ୍ରାଏଲ ଯୁଦ୍ଧକୁ ଆହୁରି ତୀବ୍ର କରିଛି । ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇସ୍ରାଏଲ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷପଣାସ୍ତ୍ର ଇରାନ ବର୍ଷା କରିଥିବା ବେଳେ, ଆଜି ଇସ୍ରାଏଲ ମଧ୍ୟ ଇରାନ ଉପରେ ଏକ…

ରାଜ୍ୟରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା, ୩୮୭ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟର ଡାଇରିଆ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସମୀକ୍ଷା। ଡାଇରିଆ ସ୍ଥିତିକୁ ଗୁରୁତର ସହ ନେଉଛନ୍ତି ସରକାର। ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ କରାଯାଇଛି ସଚେତନ। ରଥଯାତ୍ରା ସମୟରେ ଯେମିତି ପୁରୀକୁ ଡାଇରିଆ ନବ୍ୟାପିବ ତାକୁ ଗୁରୁତ୍ବ ଦିଆଯାଇଛି। ସେହିପରି ୩୮୭…

ଝଡବର୍ଷା ନେଇ ଏସବୁ ଜିଲ୍ଲାକୁ ଅରେଞ୍ଜ ସତର୍କତା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୋମବାର ଅପରାହ୍ନ ୪ଟା ୧୮ମି. ପର୍ଯ୍ୟନ୍ତ ଓଡ଼ିଶାର ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ନୟାଗଡ଼ର କିଛି ସ୍ଥାନରେ ମଧ୍ୟମ ଧରଣର ଝଡ଼ବର୍ଷା/ବଜ୍ରପାତ ହୋଇପାରେ। ଏହାବ୍ୟତୀତ…