Latest Odisha News

BREAKING NEWS

Yearly Archives

2025

ଜଣାପଡିଗଲା ମୁନିର୍- ଟ୍ରମ୍ପ ଲଞ୍ଚ ପଛର କାରଣ !

ନୂଆଦିଲ୍ଲୀ: ପାକିସ୍ତାନ ଆଡକୁ ଢଳୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ପାକିସ୍ତାନ ବିବାଦ ପରେ ଭାରତର ବନ୍ଧୁ କୁହାଉଥିବା ଟ୍ରମ୍ପ ବୁଧବାର ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସହ ଏକ ରୁଦ୍ଧ ଦ୍ବାର ମଧ୍ୟାହ୍ନ ଭୋଜନ କରିଛନ୍ତି। ଯାହାକୁ ନେଇ ଏବେ…

ଅମରନାଥକୁ ହେଲିକପ୍ଟର ସେବା ବନ୍ଦ, ସୁରକ୍ଷା ଦୃଷ୍ଟିରୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା

ଶ୍ରୀନଗର: ଏଥର ଅମରନାଥ ଯାତ୍ରାରେ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ହେଲିକପ୍ଟର ସେବା ବାତିଲ କରାଯାଇଛି। ଜୁଲାଇ ୧ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ନୋ-ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ଏଥର ତୀର୍ଥ ଯାତ୍ରା ଉପରେ ଏକ ବଡ଼ ଆତଙ୍କବାଦୀ ବିପଦ ରହିଛି। ଏହି ବିପଦକୁ ଦୃଷ୍ଟିରେ ରଖି,…

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି, ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର: ଝାଡ଼ାବାନ୍ତି ଅଂଚଳରେ ସ୍କୁଲ୍ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଡାଇରିଆ ସ୍ଥିତି ଅଣାୟତ୍ତ ଥିଲେ ବନ୍ଦ ରହିବ ସ୍କୁଲ୍। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି। ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଏନେଇ ସୂଚନା ଦେଲେ…

ରାହୁଲ ଗାନ୍ଧୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୋଦି, ଦୃଷ୍ଟି ଆକର୍ଷଣ କରୁଛି ମୋଦି ପୋଷ୍ଟ

ନୂଆଦିଲ୍ଲୀ: ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ଜନ୍ମଦିନ। ସେ ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ରାହୁଲଙ୍କ ପାଇଁ ଏକ…

ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି: ଦିଲ୍ଲୀକୁ ଫେରିଲା ଇଣ୍ଡିଗୋ ବିମାନ, ଥିଲେ ୧୮୦ ଜଣ….

ନୂଆଦିଲ୍ଲୀ: ପୁଣି ଜରୁରୀ ଅବତରଣ କଲା ବିମାନ । ଯାନ୍ତ୍ରିକ ତ୍ରୁଟି କାରଣରୁ ଦିଲ୍ଲୀରୁ ଲେହ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ 6E 2006 କୁ ଦିଲ୍ଲୀ ଫେରିବାକୁ ପଡିଛି । ବିମାନଟି ଦିଲ୍ଲୀରୁ ଲେହ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନଟି…

‘ପରମାଣୁ ଶକ୍ତିଶାଳୀମାନେ ନିଷ୍ପତ୍ତି ନେଲେ’: ପ୍ରଥମ ଥର ପାଇଁ ନିଜକୁ ନୁହେଁ, ଭାରତ-ପାକ୍‌କୁ ଶ୍ରେୟ ଦେଲେ ଟ୍ରମ୍ପ…..

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ବିରତି ପାଇଁ ଦୁଇ ଦେଶକୁ ଶ୍ରେୟ ଦେଇଛନ୍ତି । ଉଭୟ ଦେଶ ପରମାଣୁ ଶକ୍ତିରେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ, ସେମାନେ ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନେଇଥିଲେ । କହିଛନ୍ତି, ଦୁଇ ଅତ୍ୟନ୍ତ…

ସମାନତା ବିନା କୌଣସି ଦେଶ ନିଜକୁ ଗଣତନ୍ତ୍ର ବୋଲି ଦାବି କରିପାରିବ ନାହିଁ: ସିଜେଆଇ

ନୂଆଦିଲ୍ଲୀ: ସମାଜର ଏକ ବଡ଼ ବର୍ଗ ଯେଉଁ ଅସମାନତା ଯୋଗୁଁ ଏବେ ବି ପାର୍ଶ୍ୱରେ ରହିଛି, ତାହାର ସମାଧାନ ନକରି କୌଣସି ଦେଶ ନିଜକୁ ଗଣତାନ୍ତ୍ରିକ ଏବଂ ପ୍ରଗତିଶୀଳ ବୋଲି ଦାବି କରିପାରିବ ନାହିଁ। ଏଭଳି କହିଛନ୍ତି ଭାରତର ପ୍ରଧାନ ବିଚାରପତି ବି.ଆର. ଗଭାଇ। ଗାଭାଇ ଗୁରୁତ୍ୱାରୋପ କରିଥିଲେ ଯେ…

ବିମାନ ଦୁର୍ଘଟଣା ପରେ ଆକ୍ସନ; ନୂଆ ବିଜ୍ଞପ୍ତି ଜାରି, କମିବ ବିମାନବନ୍ଦର ନିକଟର ଘର ଓ ଗଛର ଉଚ୍ଚତା

ନୂଆଦିଲ୍ଲୀ:ଅହମଦାବାଦ ବିମାନ ଦୁର୍ଘଟଣା ପରେ କେନ୍ଦ୍ର ସରକାର ବିମାନ ଅଧିନିୟମ ୨୦୨୪ରେ କିଛି ପରିବର୍ତ୍ତନ ଆଣି ନୂଆ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏବେ ବିମାନ ବନ୍ଦର ନିକଟରେ ରହିବନି ଉଚ୍ଚ ଅଟ୍ଟାଳିକା ଓ ବଡ଼ ଗଛ । ବିମାନ ଚଳାଚଳରେ ବାଧା ସୃଷ୍ଟି କରୁଥିବା କୋଠା ଓ ଗଛ ତୁରନ୍ତ…

୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ

ଭୁବନେଶ୍ୱର: ସରକାରୀ ଟଙ୍କା ଆତ୍ମସାତ କଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ। ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ଅକ୍ରୁର ମାଝୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ପଞ୍ଚାୟତର କାମ ନକରି ୫୩ ଲକ୍ଷ ୩୮ ହଜାର ୮୦୯…

ଇରାନ ଉପରେ ଆକ୍ରମଣ କରିବ ଆମେରିକା!, ମିଳିଲା ଟ୍ରମ୍ପଙ୍କ ମଞ୍ଜୁରୀ…..

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଉଭୟ ଦେଶ ପରସ୍ପର ଉପରେ ଲଗାତାର ଆକ୍ରମଣ କରୁଛନ୍ତି। ଏହି ସମୟରେ, ଯୁଦ୍ଧରେ ଆମେରିକାର ପ୍ରବେଶ ବିଷୟରେ ବଡ଼ ଖବର ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ସଙ୍ଗୀନ ରୂପ ନେଉଥିବା ବେଳେ ଏବେ ଏଥିରେ ଡେଇଁବାକୁ ଯାଉଛି…