ସ୍ପେସ ଏକ୍ସ ଷ୍ଟାରସିପର ଟେଷ୍ଟିଂ ସମୟରେ ବିସ୍ଫୋରଣ
ନୂଆଦିଲ୍ଲୀ: ଟେକ୍ସାସରେ ବୁଧବାର ଏକ ଷ୍ଟାଟିକ ଫାୟାର ଟେଷ୍ଟ ସମୟରେ ଏଲନ ମସ୍କଙ୍କ ଷ୍ଟାରସିପ୍ ଯାନରେ ବିସ୍ଫୋରଣ ହୋଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରକେଟ୍ ର ତଳ ଭାଗରୁ ନିଆଁ ବାହାରି ଏହାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଭିଡିଓ ରେ ଦେଖିବାକୁ ମିଳିଥିଲା।ତେବେ…