ଆଉ ଏକ ଏୟାର ଇଣ୍ଡିଆ ବିମାନରେ ତ୍ରୁଟି; କୋଲକାତାରେ ଯାତ୍ରୀଙ୍କୁ ଓହ୍ଲାଇବାକୁ ବାଧ୍ୟ କରାଗଲା
ମୁମ୍ବାଇ: ସାନ ଫ୍ରାନ୍ସିସ୍କୋରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଯାହା ଫଳରେ ମଙ୍ଗଳବାର କୋଲକାତା ବିମାନବନ୍ଦରରେ ଏହାର ନିର୍ଦ୍ଧାରିତ ରହଣି ସମୟରେ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ବାଧ୍ୟ କରାଯାଇଥିଲା।
ସୂଚନା ଅନୁଯାୟୀ, ବିମାନ…