ଏତେ ଗୁଳି ମାରିବି ଯେ କେହି ଚିହ୍ନିପାରିବେ ନାହିଁ; ବନ୍ଧୁକ ଦେଖାଇ ଧମକ ଦେଲେ ମହିଳା
ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ପେଟ୍ରୋଲ ପମ୍ପରେ ଜଣେ ଯୁବତୀ ବନ୍ଧୁକ ଦେଖାଇ ଗୁଳି ମାରିବାକୁ ଧମକ ଦେଉଛନ୍ତି।
ସୂଚନା ଅନୁଯାୟୀ, ତାଙ୍କ ବାପା ଓ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ଝଗଡା ହୋଇଯିବାରୁ ସେ ଏପରି କରିଥିବା…