Latest Odisha News

BREAKING NEWS

Yearly Archives

2025

‘୧୨.୦୬’ ଲକି ନମ୍ବରରେ ଗଲା ରୂପାନୀଙ୍କ ଜୀବନ: ଝିଅ ଘରକୁ ଯିବା ବାଟରେ ଲିଭିଗଲା ଜୀବନ ଦୀପ….

ଅହମ୍ମଦାବାଦ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୦୦ ରୁ ଅଧିକ ଲୋକଙ୍କ ମଧ୍ୟରେ ଗୁଜରାଟର ୧୬ ତମ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ସାମିଲ ଥିଲେ । ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ବିମାନଟି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ…

ପରମାଣୁ ବନେଇଥାନ୍ତା ଇରାନ୍, ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ୍: ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି….

ନୂଆଦିଲ୍ଲୀ: ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଉପରେ ବଡ ଆକ୍ରମଣ । ଆଉ ସତକୁ ସତ ଇରାନ ଉପରେ ବଡ ଡ୍ରୋନ୍ ଆକ୍ରମଣ କରିଛି ଇସ୍ରାଏଲ୍ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଶୁକ୍ରବାର ସକାଳେ ଇରାନର ରାଜଧାନୀ ତେହେରାନ ଉପରେ ବଡ ଆକ୍ରମଣ କରିଛି।…

ପୁଣି ଜଣେ ଖଣି ବିଭାଗର ଅଫିସରଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ

ବାଲେଶ୍ବର: ପୁଣି ଜଣେ ଖଣି ବିଭାଗର ଅଫିସରଙ୍କୁ ଆକ୍ରମଣ। ଚାଲନ୍ତିଠାରେ ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ବାଲି ମାଫିଆଙ୍କ ଆକ୍ରମଣ। ଜିତେନ୍ଦ୍ର ଦାଶ ନାମକ ଜଣେ ଖଣି ବିଭାଗ ଅଫିସରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ। ବିଳମ୍ବିତ ରାତିରେ ଆକ୍ରମଣ ହୋଇଥିବା ନେଇ ଜଳେଶ୍ବର ଥାନାରେ ଏତଲା। ସୂଚନା…

ସରକାରୀ କର୍ମଚାରୀଙ୍କୁ ଲଗାମ୍‌: ବାୟୋମେଟ୍ରିକ୍‌ ଉପସ୍ଥାନ ସହ ସାଢେ଼ ୭ଘଣ୍ଟା କାର୍ଯ୍ୟ ବାଧ୍ୟତାମୂଳକ

ଭୁବନେଶ୍ୱର: ଅଫିସକୁ ଆଉ ମନଇଚ୍ଛା ଆସିପାରିବେ ନାହିଁ ସରକାରୀ କର୍ମଚାରୀ। ଏଣିକି ବାୟୋମେଟ୍ରିକ୍‌ ଉପସ୍ଥାନ ସହ ସାଢେ଼ ୭ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର। ଠିକ୍‌ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ ଦେବାକୁ ପଡ଼ିବ ଓ ସାଢେ଼ ସାତଘଣ୍ଟା କାର୍ଯ୍ୟ କରିବାକୁ ହେବ।…

ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ସହାୟତାର ହାତ ବଢ଼ାଇଲା ୟୁଏସଏ

ନୂଆଦିଲ୍ଲୀ: ଅହମଦାବାଦରେ ଘଟିଥିବା ଦୁଃଖଦ ଦୁର୍ଘଟଣା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ସହାୟତାର ହାତ ବଢ଼ାଇଲା USA। ଦୁର୍ଘଟଣାର କାରଣ ଖୋଜିବା ପାଇଁ ଅଧିକ ଜ୍ଞାନକୌଶଳ ଦେବାକୁ ପ୍ରସ୍ତାବ। ଏନେଇ ନ୍ୟାସନାଲ୍‌…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ମେଡିକାଲରେ ଆହତଙ୍କୁ ଭେଟିଲେ….

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୁରୁବାର ମଧ୍ୟାହ୍ନ ପରେ ପରେ ଗୁଜୁରାଟ ଅହମ୍ମଦାବାଦରେ ଏକ ବଡ ବିମାନ ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳରେ…

ପୁଣି ହେବ କି ଆଉ ଏକ ଭୟଙ୍କର ଯୁଦ୍ଧ, ଇରାନ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଆକ୍ରମଣର କାରଣ ଜଣାପଡ଼ି ନଥିବା ବେଳେ ଇସ୍ରାଏଲର ଏହି ପଦକ୍ଷେପ ଆଉ ଏକ ଯୁଦ୍ଧର ସଙ୍କେତ ଦେଇଛି। ଇରାନ ପ୍ରତି ଆକ୍ରମଣ କଲେ ବିଶ୍ଵ ପୁଣି ଏକ ଯୁଦ୍ଧକୁ ସାମ୍ନା କରିବା ନିଶ୍ଚିତ ବୋଲି କୁହାଯାଉଛି। ଇସ୍ରାଏଲ ରାଜଧାନୀ ତେହେରାନକୁ…

ଆଉ ନାହାନ୍ତି ସଞ୍ଜୟ କପୂର: ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ଏବଂ ବ୍ୟବସାୟୀ ସଞ୍ଜୟ କପୁରଙ୍କ ଦେହାନ୍ତ ହୋଇଛି । ଗୁରୁବାର ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳେ ସଞ୍ଜୟ ଇଂଲଣ୍ଡରେ ଥିଲେ ଏବଂ ଏକ କ୍ଲବରେ ପୋଲୋ ଖେଳୁଥିବା ବେଳେ ହଠାତ୍ ହୃଦଘାତରେ ତାଙ୍କର…

ଭଦ୍ରକରେ ଗୋଷ୍ଠୀ ସଂଘର୍ଷ ମାମଲା: ପୁଣି ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ

ଭଦ୍ରକ: ଭଦ୍ରକରେ ଆଉ ୧୨ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ। ଭଦ୍ରକ ବ୍ଲକ୍‌ ଓ ମ୍ୟୁନିସପାଲିଟି, ଧାମନଗର ବ୍ଲକ୍‌ ଓ NAC ପାଇଁ କଟକଣା। ତିହିଡ଼ି ବ୍ଲକ୍‌ରେ ମଧ୍ୟ ଇଣ୍ଟରନେଟ୍‌ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି। ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ।…

ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି; ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା

ଯାଜପୁର: ଅଣାୟତ ଝାଡ଼ାବାନ୍ତି। ଯାଜପୁରରେ ଗତ କିଛିଦିନ ଧରି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଯାହାକି ବର୍ତ୍ତମାନ ମହାମାରୀର ରୂପ ନେଲାଣି। ବିଶେଷକରି ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗରରେ ଝାଡ଼ା ବାନ୍ତିରେ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଜଣଙ୍କ ଜୀବନ…