କ୍ଷୀରରେ ଭିଜା କିସମିସ୍ ଖାଇବାର ଚମତ୍କାରୀ ଲାଭ…
ଭୁବନେଶ୍ବର: କ୍ଷୀର ଏବଂ କିସମିସ୍ ଉଭୟ ପୁଷ୍ଟିକର ପଦାର୍ଥରେ ଭରପୂର ଅଟେ । କିନ୍ତୁ ଏହାକୁ ଏକାଠି ସେବନ କଲେ ଏହା ଶରୀରକୁ ଅନେକ ଚମତ୍କାର ଲାଭ ଦେଇଥାଏ। ବିଶେଷକରି ରାତିସାରା କ୍ଷୀରରେ କିସମିସ୍ ଭିଜାଇ ସକାଳେ ଖାଲି ପେଟରେ ଖାଇଲେ ଏହା ପାଚନ,ରୋଗ ପ୍ରତିରୋଧକ ଶକ୍ତି, ହାଡ଼ ଏବଂ ଏନର୍ଜି…