ପେଟ୍ରୋଲ୍ ପମ୍ପରେ ବନ୍ଦ ହେବନି ୟୁପିଆଇ କାରବାର: ‘ନୋ ୟୁପିଆଇ ଡେ’ ଗୁଜବକୁ ଖଣ୍ଡନ କଲା ଇଣ୍ଡିଆନ୍ ଅଏଲ୍
ନୂଆଦିଲ୍ଲୀ: ପେଟ୍ରୋଲ୍ ପମ୍ପଗୁଡ଼ିକରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଆଉ ଗ୍ରହଣ କରାଯିବ ନାହିଁ । ଏହି ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଥିବା ବେଳେ ଏବେ ଦେଶର ପ୍ରମୁଖ ତୈଳ କମ୍ପାନୀ 'ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍' ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ସ୍ପଷ୍ଟ ଭାବରେ…