ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ, ପରାମର୍ଶ ସହ ହେଲ୍ପଲାଇନ୍ ନମ୍ବର ଜାରି କଲା ଭାରତ
ନୂଆଦିଲ୍ଲୀ: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ, ଭାରତ ସରକାର ଏକ ପରାମର୍ଶ ଜାରି କରିଛନ୍ତି । ଭେନେଜୁଏଲାରେ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ଭାରତୀୟ ନାଗରିକମାନଙ୍କୁ ଭେନେଜୁଏଲାକୁ ସମସ୍ତ ଅଣ-ଅତ୍ୟାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି ।
ପରାମର୍ଶରେ…