ପରୀକ୍ଷାରେ ChatGPTର ବ୍ୟବହାର, ଧରାପଡି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍ରେ ବିକ୍ଷୋଭ
ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ ଧରାପଡିଥିଲେ ଜଣେ ଆଇଆଇଟି ବମ୍ବେର ଛାତ୍ର । ଧରାପଡିବା ପରେ ମାନସିକ ଚାପରେ ଆତ୍ମହତ୍ୟା…