କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୪ ନୂଆ ଅତିଥି। ଏହି ଚିତା ଶାବକଙ୍କ ଜନ୍ମ ପରେ ପାର୍କରେ ଭାରତୀୟ ଜନ୍ମିତ ଚିତାଙ୍କ ସଂଖ୍ୟା ୨୩କୁ ବୃଦ୍ଧି ହୋଇଛି।
KGP 12 ହେଉଛି ପ୍ରଥମ ଥର ପାଇଁ ମାତୃତ୍ୱ ଲାଭ କରିଥିବା ଭାରତରେ ଜନ୍ମିତ ଦ୍ୱିତୀୟ ମାଈ…