Latest Odisha News

BREAKING NEWS

Yearly Archives

2026

କ୍ୟାଟ୍ରିନା ଓ ଐଶ୍ୱର୍ଯ୍ୟାଙ୍କୁ ବଡି ଶେମିଂ: ସମାଜରେ ମୋଟାପଣକୁ ନେଇ କାହିଁକି ଏତେ ଘୃଣା?

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜର ବଢ଼ିଥିବା ଓଜନକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲିଂର ଶିକାର ହୋଇଛନ୍ତି । ସେପ୍ଟେମ୍ବର ୧୪ରେ ମୁମ୍ବାଇର ଆଣ୍ଟିଲିଆଠାରେ ଆୟୋଜିତ ଗଣେଶ ଚତୁର୍ଥୀ ଉତ୍ସବରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ଭିକି କୌଶଲ ଓ ପୁଅ ବିହାନଙ୍କ ସହ ସାମିଲ…

ୟୁପିଆଇ ନେଣଦେଣ ବିବାଦ ଉପରେ ନବୀନଙ୍କ ବଡ଼ ବୟାନ: ‘ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ସ୍ୱାର୍ଥ ରକ୍ଷା…

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ୟୁପିଆଇ କାରବାର ଉପରେ ଏମ୍‌ଡିଆର୍ ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ କରିବା ପ୍ରସଙ୍ଗ ଏବେ ସାରା ଦେଶରେ ବିତର୍କର ରୂପ ନେଇଛି । ଏହି ନିଷ୍ପତ୍ତିକୁ ନେଇ ସାଧାରଣ ଗ୍ରାହକ ଏବଂ ଦୋକାନୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ରାଜ୍ୟର…

ମୋବାଇଲ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର: ଶସ୍ତା ହୋଇପାରେ ରିଚାର୍ଜ

ନୂଆଦିଲ୍ଲୀ: ମହଙ୍ଗା ମୋବାଇଲ୍ ରିଚାର୍ଜକୁ ନେଇ ଚିନ୍ତାରେ ଥିବା କୋଟି କୋଟି ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ତଥା ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ଦେଶର ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ୁଥିବା ଅତିରିକ୍ତ ଆର୍ଥିକ ବୋଝକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏକ 'ମେଗା ପ୍ଲାନ୍'…

ହାତରୁ ଗଲା ‘ଯୋଡ଼ା ଫୁଲ’, ଏବେ ସୁପ୍ରିମକୋର୍ଟ ଭରସାରେ ମମତା

କୋଲକାତା: ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ତଥା ନ୍ୟାୟିକ ଲଢ଼େଇ ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସର ଦଳୀୟ ନାମ ଏବଂ ପାରମ୍ପରିକ 'ଯୋଡ଼ା ଫୁଲ' ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରିବା ନେଇ ଭାରତୀୟ ନିର୍ବାଚନ ଆୟୋଗ ଦେଇଥିବା…

ଲଘୁଚାପ ସହ ପ୍ରବଳ ବର୍ଷା ନିଶ୍ଚିତ: ସେପ୍ଟେମ୍ବରରେ ଓଡ଼ିଶାକୁ ଡରାଉଛି ସମ୍ଭାବ୍ୟ ବାତ୍ୟା?

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗ ବଦଳିବାକୁ ଯାଉଛି । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ଏବଂ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି । ତେବେ ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି ସମ୍ଭାବ୍ୟ ବାତ୍ୟା ଆଶଙ୍କା । ଚଳିତ…

ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ବଦଳିଲା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମୟସୀମା

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜୋରଦାର ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି), ପୌରପାଳିକା…

ହାର୍ଦ୍ଦିକଙ୍କ ବିକଳ୍ପ: ନୀତିଶଙ୍କୁ ନେଇ କୋଚ୍ ଗମ୍ଭୀରଙ୍କ ବଡ଼ ଯୋଜନା

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ହେବ ସଂପୂର୍ଣ୍ଣ ଫିଟ୍ ନଥିବା ବେଳେ ଏକଦିବସୀୟ କ୍ରିକେଟରେ ୧୦ ଓଭର ବୋଲିଂ କରିବାକୁ ପ୍ରସ୍ତୁତ ନାହାନ୍ତି । ଏହି ପରିସ୍ଥିତିରେ ୨୦୨୭ ୱାର୍ଲ୍ଡକପ୍‌କୁ ନଜରରେ ରଖି ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର ଯୁବ ଅଲରାଉଣ୍ଡର ନୀତିଶ କୁମାର…

ରାଜ୍ୟ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ: ନୂଆ ଦାୟିତ୍ୱରେ ୧୦ ଆଇଏଏସ୍ ଅଫିସର

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ସଚିବାଳୟ ସ୍ତରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିବା ୧୦ ଜଣ ବରିଷ୍ଠ ଅଧିକାରୀମାନଙ୍କୁ ସ୍ଥାନାନ୍ତର କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି । ବିଶେଷକରି ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତିରାଜ,…

Digital payment: “SUJOG” ଜରିଆରେ ନାଗରିକଙ୍କୁ ମିଳିବ ସୁରକ୍ଷିତ, ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ…

ଭୁବନେଶ୍ୱର:ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପେମେଣ୍ଟ ଆଗ୍ରିଗେଟର୍ ସେବା SBIePay ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟର ସହରାଞ୍ଚଳରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ "SUJOG" ପ୍ଲାଟଫର୍ମ…

ଓଡ଼ିଶା ହେବ ସେମି କଣ୍ଡକ୍ଟର ହବ: ସୃଷ୍ଟି ହେବ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ସେମିକଣ୍ଡକ୍ଟର ହବ୍ (Semiconductor Hub) ଭାବରେ ଗଢ଼ିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସେମିକଣ୍ଡକ୍ଟର ମିଶନ ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଓଡ଼ିଶାକୁ ୨ଟି ଚିପ୍ ପ୍ରକଳ୍ପ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ…