ଛତିଶଗଡ଼ ଡ୍ରେନ୍ ଭିତରେ ୫ଦିନ ପଡ଼ି ରହିଲେ ମଧ୍ୟପ୍ରଦେଶର ଯୁବକ
ରାୟପୁର: ଛତିଶଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଛତିଶଗଡ଼ ଡ୍ରେନ୍ ଭିତରେ ୫ଦିନ ପଡ଼ି ରହିଲେ ମଧ୍ୟପ୍ରଦେଶର ଯୁବକ। ଏହି ଖବର ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି। ଛତିଶଗଡ଼ର ବିଳାସପୁରରେ ଏକ ଭିଡିଓ ଅନଲାଇନରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବକଙ୍କୁ ଡ୍ରେନ୍ରୁ ବାହାର…