Latest Odisha News

BREAKING NEWS

Yearly Archives

2026

PM ମୋଦୀଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’

ଭୂବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ଆଶୀର୍ବାଦର ଦୀପ ଜଳାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ଅବସରରେ ସାଂସଦ ଡା.ସମ୍ବିତ ପାତ୍ର, ରାଜ୍ୟ ସଂପାଦକ ସରୋଜ କର, ଜିଲ୍ଲା ସଭାପତି ଡା.ଦେବେନ୍ଦ୍ରନାଥ ତରାଇଙ୍କ…

ପାଟ୍ରୋଲିଂବେଳେ ଧରାପଡିଲେ କଇଁଛ ଚାଲାଣ ରାକେଟ୍; ୪ ଗିରଫ, ୫୫ ଜୀବନ୍ତ କଇଁଛ ଉଦ୍ଧାର

ମୋଟୁ: ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ତଦନ୍ତ ଜାରି। ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ କଇଁଛ ଚାଲାଣର ଖବର…

ବିସିସିଆଇ ସପକ୍ଷରେ ସତ୍ୟପାଠ ଦାଖଲ କଲେ ଓସିଏ ସଭାପତି

ନୂଆଦିଲ୍ଲୀ: ଓଡ଼ିଶା କ୍ରିକେଟ୍ ଆସୋସିଏସନର ନିର୍ବାଚନ ଏବଂ ଜାତୀୟ କ୍ରୀଡ଼ା ଶାସନ ଆଇନର ପ୍ରୟୋଗକୁ ନେଇ ଚାଲିଥିବା ମାମଲା ଏବେ ଏକ ନୂଆ ମୋଡ଼ ନେଇଛି । ଓସିଏର ପୂର୍ବ ସ୍ଥିତିରୁ ଓହରିଯାଇ ସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତି ବିଳମ୍ବିତ ହୋଇଥିବା ନିର୍ବାଚନ ତୁରନ୍ତ କରାଇବା ସପକ୍ଷରେ ମତ…

ଡବଲ ମର୍ଡର ମାମଲା:୧୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ପାରଳାଖେମୁଣ୍ଡି: ୨୦୨୧ ମସିହା ଜୁନ ୧୨ ତାରିଖରେ ଡବଲ ମର୍ଡର ହୋଇଥିଲା। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ମୁଠାଗୁଡା ଗାଁର ଲୁକା ଦଳବେହେରାଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରିଥିଲେ। ଏହି ଡବଲ ମର୍ଡର ମାମଲାରେ ଜଡ଼ିତ ୧୨ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଗଜପତି ଅତିରିକ୍ତ…

 ଟି୨୦ରେ ଅଭିଷେକଙ୍କ ବିସ୍ଫୋରକ ଶତକ : ପୂର୍ଣ୍ଣ ସଦସ୍ୟ ଟିମର ଖେଳାଳି ଭାବେ ରଚିଲେ ଇତିହାସ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମା ମାତ୍ର ୩୦ ବଲ୍‌ରେ ଶତକ ହାସଲ କରି ଇତିହାସ ରଚିଛନ୍ତି । ଆଇସିସିର ପୂର୍ଣ୍ଣ ସଦସ୍ୟ ଦେଶର କୌଣସି ବ୍ୟାଟର ଭାବେ ଏହା  ଟି୨୦ରେ ସବୁଠାରୁ ଦ୍ରୁତତମ ଶତକ ।  ସେ ଜିମ୍ବାୱେର ସିକନ୍ଦର ରଜା…

Ganesh Puja Pandal:ଆସିଲା ଭୟଙ୍କର ବର୍ଷା;ଭୁଶୁଡ଼ିଲା ୧୫୦ ଫୁଟ୍‌ର ଗଣେଶ ପୂଜା ପେଣ୍ଡାଲ;ଡିଜନି ଲ୍ୟାଣ୍ଡ…

ରାଉରକେଲା: ରାଉରକେଲାରେ ପ୍ରବଳ ଝଡ଼ବର୍ଷା । ଏହି ପ୍ରବଳ ପବନ ଓ ବର୍ଷାରେ ସିଭିଲ୍ ଟାଉନସିପ୍‌ ମଡର୍ଣ୍ଣ ପଡ଼ିଆରେ ଗଣେଶ ପୂଜା ପାଇଁ ନିର୍ମିତ ବିଶାଳ ପେଣ୍ଡାଲଟି ଭୁଶୁଡ଼ି ପଡିଛି । ଡିଜନିଲ୍ୟାଣ୍ଡ ଢାଞ୍ଚାରେ ନିର୍ମିତ ଏହି ପେଣ୍ଡାଲର ଉଚ୍ଚତା ପ୍ରାୟ ୧୫୦ ଫୁଟ୍ ରହିଥିବାର ସୂଚନା ରହିଛି । ଘଟଣା…

ୱେଷ୍ଟଇଣ୍ଡିଜ ସିରିଜ ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ  ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସମସ୍ତ ମ୍ୟାଚ୍ ଭାରତରେ ଖେଳାଯିବ । ଏହା ପରେ ନଭେମ୍ବର ମାସରେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ । ତେବେ ୨୦୨୭ ଦିନିକିଆ…

ସାବଧାନ ! ଏଥର ଭସାଣିରେ ଡିଜେ ବଜାଇଲେ ବାନ୍ଧିବ ପୋଲିସ, ଜାରି ହେଲା କଟକଣା

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଖୁଦୁରୁକୁଣୀ ଓ ଗଣେଶ ପୂଜା ସରିବା ପରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି। ଆଗକୁ ଦଶହରା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଆସିବ। ଭସାଣି ସମୟରେ ଡିଜେ ବ୍ୟବହାରକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ଡିଜେ ବଜାଇଲେ ପୋଲିସ କଠୋର…

Drink Suspected To Contain Methanol:ବିଷାକ୍ତ ପାନୀୟ ପାନୀୟ ପିଇ ୪୮ ଜଣଙ୍କ ମୃତ୍ୟୁ; ୧୦୦ ଜଣ ଡାକ୍ତରଖାନାରେ…

ନୂଆଦିଲ୍ଲୀ:ନାଇଜେରିଆର ଓଣ୍ଡୋ ରାଜ୍ୟରେ ଏକ ସ୍ଥାନୀୟ ପାନୀୟ ପିଇବା ପରେ ଅତିକମରେ ୪୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଚିକିତ୍ସା ପାଇଁ ୧୦୦ ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଣ୍ଡୋ ପୋଲିସର ମୁଖପାତ୍ର ଅବାୟୋମି ଜିମୋହ କହିଛନ୍ତି ଯେ, ଏହି ଘଟଣା ସହ ଜଡ଼ିତ ଥିବା ୧୫ ଜଣଙ୍କୁ…

ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍‌ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଛଟେଇ

ନ୍ୟୁୟର୍କ: ଏକ ଆମେରିକୀୟ କମ୍ପାନୀ ଦ୍ୱାରା ନିଆଯାଇଥିବା ନିଷ୍ଠୁର ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କମ୍ପାନୀ ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍ ଆୟୋଜନ କରି ଏକାସାଙ୍ଗରେ ୮୦ ଜଣ ଭାରତୀୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ…