ହିଣ୍ଡାଲକୋର ବାଫ୍ଲିମାଳି ବକ୍ସାଇଟ ଖଣିକୁ ଏଏସ୍ଆଇ ମାନ୍ୟତା
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲକୋ ଇଷ୍ଟ୍ରିଜ ଲିମିଟେଡର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ରାୟଗଡାର ବାଫ୍ଲିମାଳି ସ୍ଥିତ ବକ୍ସାଇଟ ଖଣି ନିମନ୍ତେ ଆଲୁମିନିୟମ ଷ୍ଟିୱାର୍ଡସିପ୍ ଇନିସିଏଟିଭ୍ (ଏଏସ୍ଆଇ) ପରଫରମାନ୍ସ…