‘ବିଗ୍ ବସ୍ ୨୦’: ସଲମାନ ଖାନ୍ଙ୍କ ହୋଷ୍ଟିଂରେ ଆରମ୍ଭ ହେବ ନୂଆ ସିଜିନ୍, ଜାଣନ୍ତୁ କେବେ ଏବଂ କେଉଁଠି…
ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ' ‘ବିଗ୍ ବସ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ସର୍ବଦା ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳେ। ବର୍ତ୍ତମାନ ଏହି ଶୋ'ର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି କଥା ସାମ୍ନାକୁ ଆସିଛି। ଖୁବ୍ଶୀଘ୍ର ଟିଭି ପରଦାକୁ ଫେରୁଛି ଏହି…