ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟରେ ଅଘଟଣ; ପୋଡ଼ି ହୋଇ ୪ ଶ୍ରମିକ ଗୁରୁତର
ଭୁବନେଶ୍ବର:ନିର୍ମାଣାଧୀନ ଇଥାନଲ୍ ପ୍ଲାଣ୍ଟରେ ଅଘଟଣ । ନିଆଁରେ ପୋଡ଼ି ହୋଇ ୪ ଶ୍ରମିକ ଗୁରୁତର। ସମସ୍ତ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ନୟାଗଡ଼ ଗାତେରୀ ଠାରେ ନିର୍ମାଣାଧୀନ ଇଥାନଲ୍ ପ୍ଲାଣ୍ଟରେ ବଏଲରରେ ଟେଷ୍ଟିଂ କରୁଥିବାବେଳେ ଅସାବଧାନତା କାରଣରୁ ନିଆଁ ଲାଗିଯାଇଥିଲା।…